Take a fresh look at your lifestyle.
Yearly Archives

2021

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଏହି ରାଜ୍ୟ

କୋଲକାତା: ଦେଶରେ ଓମିକ୍ରନ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ତର୍ଜାତୀୟ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ରାଜ୍ୟର ଗୃହ ସଚିବ ବିପି ଗୌପାଳିକାଙ୍କ ଦ୍ବାରା ଜାରି କରାଯାଇଥିବା ଏକ ସୂଚନାରେ କୁହାଯାଇଛି କି ଆସନ୍ତା ୩ ତାରିଖରୁ ବ୍ରିଟେନରୁ ଆସୁଥିବା…

ଭାରତରେ ଆଦିୟୁ ଗୋଦାର୍ଡ଼ର ହେବ ପ୍ରିମିୟର

କୋଲକାତା: ଜାତୀୟ ସ୍ତରର ପୁରସ୍କାର ବିଜେତା ତଥା ଅନ୍ତର୍ଜାତୀୟ ସ୍ତରର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଦ୍ବାରା ନିର୍ଦ୍ଦେଶିତ ଆଦିୟୁ ଗୋଦାର୍ଡର ପ୍ରିମିୟର ଭାରତରେ ହେବାକୁ ଯାଉଛି। ଆସନ୍ତା ଜାନୁୟାରୀରେ ଆୟୋଜିତ ହେବାକୁ ଯାଉଥିବା ସମ୍ମାନଜନକ ୨୭ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ…

ବିଜେପିରେ ସାମିଲ ହେଲେ ଭେଟେରାନ, ପଞ୍ଜାବ କଂଗ୍ରେସକୁ ଶକ୍ତ ଝଟକା

ଚଣ୍ଡିଗଡ଼: ନୂଆ ବର୍ଷରେ ପଞ୍ଜାବରେ ବିଧାନସଭା ନିର୍ବାଚନ ପ୍ରସ୍ତାବ ଦିଆଯାଇଛି। ଏହାପୂର୍ବରୁ ବିଜେପି ପଞ୍ଜାବରେ ନିଜର ଆଧାରକୁ ମଜବୁତ କରିବାରେ ବ୍ୟସ୍ତ ଅଛି। ଏହି ଧାରାବାହିକରେ ମଙ୍ଗଳବାର ଦିନ ପଞ୍ଜାବ ରାଜନୀତିରେ ବିଜେପି ଏକ ବଡ ଧକ୍କା ଦେଇଛି। ଦୁଇ ବିଧାୟକ, ପୂର୍ବତନ ବିଧାୟକ ତଥା…

ପଦ୍ମ ଧରିଲେ ବିଜେଡି ଜିଲା ସମ୍ପାଦକ ଦୁର୍ଗା

ଅନୁଗୋଳ : ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି  ଅନୁଗୁଳ ନିର୍ବାଚନ ମଣ୍ଡଳୀ ର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ଅନୁଗୁଳ ବ୍ଲକର ଉପାଧ୍ୟକ୍ଷ ତଥା ଜିଲା ବିଜେଡିର ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ…

ମହଙ୍ଗା ପଡ଼ିଲା କଂଗ୍ରେସ ଭବନରେ ପଶି ମାଡ଼ ମାରିବା, ବଦଳିଲେ ଏସିପି

ଭୁବନେଶ୍ବର: କମିଶନରେଟ ପୁଲିସ ଆଜି ଜୋନ-୩ ଏସିପି ଭରତ ସାହୁଙ୍କ ବଦଳି କରିଛନ୍ତି। କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିବା ସହିତ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କର ବଦଳି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସେପଟେ ଭରତଙ୍କ ବଦଳିକୁ ନେଇ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ…

28 NovemberToday Horoscope : ଏହି ରାଶିଗୁଡ଼କ ପାଇଁ ଦିନଟି ଭଲ ରହିବ

28 NovemberToday Horoscope : ମେଷ: ମନ ଭାବପ୍ରବଣ ରହିବ। ଶାସନ-ସତ୍ତା, ସନ୍ତାନ ଏବଂ ପ୍ରେମ ଦିଗ ଭଲରେ ଚାଲିନାହିଁ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ଏବଂ ବ୍ୟବସାୟିକ ସ୍ଥିତି ସୁଦୃଢ ରହିବ। ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଲାଲ୍ ବସ୍ତୁକୁ ପାଖରେ ରଖନ୍ତୁ। ବୃଷ: ମୋଟାମୋଟି ସ୍ଥିତି…

Numerology Prediction 27 November : ଏହି ତାରିଖରେ ଜନ୍ମିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ଶୁଭ ଖବର

Numerology Prediction 27 November : ଜ୍ୟୋତିଷ ଶାସ୍ତ୍ର ପରି, ସଂଖ୍ୟା ବିଜ୍ଞାନ ମଧ୍ୟ ବ୍ୟକ୍ତିର ଭବିଷ୍ୟତ, ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଜାଣିବାରେ ସାହାଯ୍ୟ କରେ। ଯେପରି ପ୍ରତ୍ୟେକ ନାମ ଅନୁଯାୟୀ ଏକ ରାଶି ଅଛି, ସମାନ ଭାବରେ ପ୍ରତ୍ୟେକ ସଂଖ୍ୟା ଅନୁଯାୟୀ, ଜ୍ୟୋତିଶ ଶାସ୍ତ୍ରରେ…

Pakistani police: ପାକିସ୍ତାନରେ ପିଲା ନିଲାମ କରୁଛନ୍ତି ପୁଲିସ ସିପାହୀ !

Pakistani police ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଏବେ କିଛି ଦିନ ହେବ ଏକ ଅଜବ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭାଇରାଲ ଭିଡ଼ିଓରେ ଜଣେ ଯୁବକ, ଯିଏ ଏକ ପୁଲିସ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି ନିଜର ପିଲାଙ୍କୁ ଖୋଲା ବଜାରରେ ନିଲାମ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ଯୁବକ…

ଲୋକସେବା ଭବନରେ ବଣଭୋଜି ଡିଲ !

ଭୁବନେଶ୍ବର: ଗତ କିଛି ଦିନ ଧରି କୋରାପୁଟରେ ଆନ୍ଧ୍ର ପ୍ରଶାସନର ବଣଭୋଜିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ଜୋର ଧରିବା ମଧ୍ୟ ସ୍ବାଭାବିକ। କୋରାପୁଟ ଅଞ୍ଚଳରେ ଯେଉଁଭଳି ଭାବରେ ଓ ଯେଉଁ ସମୟରେ ଆନ୍ଧ୍ର ପ୍ରଶାସନର ବଣଭୋଜି କାର୍ଯ୍ୟକ୍ରମ ହୋଇଥିଲା ଚର୍ଚ୍ଚା ହେବା ସ୍ବାଭାବିକ ଘଟଣା । ତେବେ…

କୋଟିଆ କଳିର ଅନ୍ତ କେବେ ?

କୋରାପୁଟ: ବଣ ପାହାଡ଼ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲା। ସତେ ଯେପରି ପ୍ରକୃତି ରାଣୀ ଏହିଠାରେ ହିଁ ନିଜର ଘର କରିନେଇଛି। ତେବେ ଏହି ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲା ଏବେ କିନ୍ତୁ ଚର୍ଚ୍ଚାରେ ରହି ଆସୁଛି, ତାହା ପୁଣି ପଡ଼ୋଶୀ ଆନ୍ଧ୍ରର କାର୍ଯ୍ୟକଳାପ…