Take a fresh look at your lifestyle.
Monthly Archives

August 2021

CM ନବୀନଙ୍କ ଦୂରଦୃଷ୍ଟିକୁ OSLର ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କ୍ରୀଡା ପ୍ରତିଥିବା ଦୂରଦୃଷ୍ଟିକୁ ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (OSL) ପ୍ରଶଂସା କରିଛି। ଜାତୀୟ କ୍ରୀଡା ଦିବସ ଅବସରରେ କମ୍ପାନୀ, ଓଡିଶା ସରକାରଙ୍କୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅବଧିକୁ ବଢାଇବା ପାଇଁ ନେଇଥିବା ନିଷ୍ପତ୍ତି…

ପୁରୁଣା ନୋଟ ଅଛି କି !, ଧନୀ କରାଇବ ନୋଟର ଲକି ନମ୍ବର!

ନୂଆଦିଲ୍ଲୀ: ଶୀର୍ଷକ ଶୁଣି କେହି ନା କେହି ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଘଟଣାଟି ସତ। ଆପଣଙ୍କ ପାଖରେ ଯଦି ପୁରୁଣା କଏନ କିମ୍ବା ନୋଟ ଅଛି ତେବେ ଆପଣଙ୍କୁ ଲକ୍ଷପତି କରିବାର ସମ୍ଭାବନା ଅନେକ ରହିଛି । ଯଦି ଆପଣଙ୍କର ଏପରି ମୁଦ୍ରା କିମ୍ବା ନୋଟ୍ ଅଛି, ତେବେ ଆପଣ ଏହାର ପ୍ରତିବଦଳରେ ଲକ୍ଷ ଲକ୍ଷ…

ଆଫଗାନିସ୍ତାନର ସ୍ଥିତିକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରେ ଆଫଗାନିସ୍ତାନକୁ (Afghanistan) ଦଖଲ କରିଛି ତାଲିବାନ (Taliban)। ଏହି ଦଖଲ ପରେ ଦେଶରେ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳିଛି। ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧ ପରେ ଆଫଗାନିସ୍ତାନରୁ (Afghanistan) ଆମେରିକା (America)…

ଆଗାମୀ ୪ ମାସରେ ଆଫଗାନିସ୍ତାନ ଛାଡ଼ିବେ ୫ ଲକ୍ଷ :UNHCR

ନୂଆଦିଲ୍ଲୀ: ଆଫଗାନିସ୍ତାନରେ (Afghanistan) ଏବେ ହାହାକାର ସ୍ଥିତି । ତାଲିବାନଙ୍କ (Taliban) କବଜା ପରେ ଦେଶରେ ଏକ ପ୍ରକାର ଭୟର ମାହୋଲ । ଆସନ୍ତା ମଙ୍ଗଳବାର (Tuesday) ସୁଦ୍ଧା ଆମେରିକା (America) ସେନା (USA Army) ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ । ଏହା ପୂର୍ବରୁ ଦେଶରୁ ଆମେରିକା…

କାବୁଲରେ ହଜିଲେ, ଠିକଣା ମିଳିଲା ଆମେରିକାର

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନିଙ୍କ କବଜା ପରେ ସେଠାରେ ବର୍ତ୍ତମାନ ଭୟର ମାହୋଲ। ଜନଜୀବନ ଭୟର ବାତାବରଣ ମଧ୍ୟରେ ବିତୁଥିବା ବେଳେ ସହୟତା ପାଇଁ ଲୋକମାନେ ଚିତ୍କାର କରୁଛନ୍ତି । ତେବେ ଏହାରି ମଧ୍ୟରେ ଏକ ମଜାଦାର ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଘଟଣାକୁ ଡଚର…

NCPCR ରିପୋର୍ଟ, କୋରୋନାରେ ୮ ହଜାର ଶିଶୁ ଅନାଥ

ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ପ୍ରଭାବିତ ପିଲାଙ୍କ ସମ୍ପର୍କୀତ ଏକ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପ୍ରଭାବିତ ପିଲାଙ୍କ ସମ୍ପର୍କରେ ଜଷ୍ଟିସ ଏଲ ନାଗେଶ୍ବର କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ଏଲ ନାଗେଶ୍ବର କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି କି ଏହି କୋରୋନା…

କଂଗ୍ରେସର ଲିକ ରିପୋର୍ଟ ଖୋଲିଦେଲା ଅନେକ ତଥ୍ୟ

ମୁମ୍ବାଇ: ୨୦୨୨ ମସିହାରେ ମୁମ୍ବାଇରେ ବିଏମସି (BMC) (ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍)ର (Mayor Election) ନିର୍ବାଚନ ଅନୁଷ୍ଠିତ ହେବ। ଯଦିଓ ନିର୍ବାଚନକୁ ଏବେ ​​ବହୁତ ସମୟ ବାକି ଅଛି, କିନ୍ତୁ କଂଗ୍ରେସ (Congress) ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଶେଷ…

କାବୁଲ ସ୍ଥିତି: ବିଶ୍ବକୁ କଅଁଳ ମୁହଁରେ ଅନେକ ପ୍ରଶ୍ନ, ଉତ୍ତର କିନ୍ତୁ…

କାବୁଲ: ସବୁଦିନ ଭଳି କାବୁଲ (Kabul) ଦେଖିଥିଲା ଆଉ ଏକ ବ୍ୟସ୍ତବହୁଳ ଦିନ, କିନ୍ତୁ ତାହା ଥିଲା ଏକ ପରାଧିନ ସକାଳ (Morning) । କାବୁଲର (Kabul) ଛାତି ଉପରେ ଥିବା ଅନ୍ୟ କାର୍ଯ୍ୟାଳୟ ଭଳି ହୋଟେଲ (Hotel) ଗୁଡିକ ମଧ୍ୟ ବେଶ ଚଳଚଞ୍ଚଳ, ବ୍ୟସ୍ତବହୁଳ ଥିଲା । ସେଠାରେ ଏକ ବୃହତ ସଂଖ୍ୟାରେ…

‘ଚୋର’ ପାଇଁ ଆସାମ ଓ ମିଜୋରାମ ମଧ୍ୟରେ ପୁଣି ଥରେ ଉତ୍ତେଜନା

ନୂଆଦିଲ୍ଲୀ: ଉତ୍ତରପୂର୍ବ ରାଜ୍ୟ ଆସାମ (Assam) ଓ ମିଜୋରାମ ମଧ୍ୟରେ ପୁଣିଥରେ ତିକ୍ତତା ଦେଖାଦେଇଛି । ସୀମା ବିବାଦକୁ ନେଇ ଏହି ତିକ୍ତତା ବୃଦ୍ଧି ପାଇଛି । ଆସାମ ଏବଂ ମିଜୋରାମ ମଧ୍ୟରେ ବିବାଦୀୟ ୧୬୪.୬ କିଲୋମିଟର ସୀମାରେ ରବିବାର ପୁଣି ଉତ୍ତେଜନା ଦେଖାଦେଇଛି । ଆସାମ ଏହାର ପଡୋଶୀ ରାଜ୍ୟକୁ…

କଲ୍ୟାଣ ସିଂ – ସଂଘର୍ଷ, ବିବାଦ, ଉତ୍ଥାନ ଓ ପତନର ଜୀବନ

ନୂଆଦିଲ୍ଲୀ: କଲ୍ୟାଣ ସିଂ ୫ ଜାନୁୟାରୀ ୧୯୩୨ରେ ଆଲିଗଡର ଅତ୍ରୌଲିରେ ଜନ୍ମଗ୍ରହଣ କରନ୍ତି। BA ପର୍ଯ୍ୟନ୍ତ ପାଠ ପଢା ଶେଷ କରିବା ପରେ ରାଜନୈତିକ ଜୀବନରେ ପାଦ ଥାପିଥିଲେ କଲ୍ୟାଣ ସିଂ । ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ, ଏହି ସଂଗଠନର ମୂଳଦୁଆ ୧୯୫୧ରେ ପଡ଼ି ସାରିଥିଲା। ୧୯୫୨ ଲୋକସଭା…