Take a fresh look at your lifestyle.
Monthly Archives

September 2021

ଜୀବନ ବଞ୍ଚାଇବା ପାଇଁ ବାଜିରେ ଲାଗୁଛି ଜୀବନ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ (Afghanistan) ଉଦ୍ଧାର ପାଇଁ ଯେତେବେଳେ ଆଫଗାନୀ ମହିଳା (Afghani Women) ନେହୁରା ହେଉଥିଲେ, ସେହି ସମୟର କିଛି ଖଳ ମଣିଷ ଏହାର ଭରପୁର ଫାଇଦା ନେବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ । କିଛି ଖଳ ମଣିଷ କ୍ୟାମ୍ପରେ ରହିଥିବା ମହିଳାମାନଙ୍କୁ ବିବାହ କରିବାକୁ…

ଜାଗମରାରେ ଫୁଟିଲା ଗୁଳି, କାରଣ ଜାଣିଲେ ଆପଣ ବି …

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଦିନ ଦ୍ବିପ୍ରହରରେ ବି ହତ୍ୟାକାଣ୍ଡକୁ ସଫଳ ରୂପାୟନ ଦେଉଛନ୍ତି ଅପରାଧୀମାନେ । କମିଶନରେଟ ପୁଲିସ ମଧ୍ୟ ସେମାନଙ୍କୁ ଖୋଜି ଖୋଜି ହାଜତ ଭିତରେ ପୁରାଉଛନ୍ତି । ତେବେ ଆଜି ରାଜଧାନୀର ଛାତି ଉପରେ ଆଉ ଏକ ଘଟଣା ଘଟିଛି,…

ମାନବବାଦ ସଂଗଠନର ମୁଖିଆ ମାନସ ଗିରଫ

ଭୁବନେଶ୍ବର: ମାନବବାଦ ସଂଗଠନର (Manababad Sangathan) ମୁଖ୍ୟ ତଥା ଓକିଲ ମାନବ ଦାସ (Manas Das) ଙ୍କୁ ଆଜି ଉଠାଇ ନେଇଛି ପୁଲିସ । ସହିଦନଗରସ୍ଥିତ ତାଙ୍କ ବାସଭବନରୁ ପୁଲିସ ଗିରଫ କରିଥିବା ସୂଚନା ରହିଛି । ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗରେ ପୁଲିସ ମାନସକୁ ଗିରଫ କରିଥିବା…

ମୁଲ୍ଲା ହେବତୁଲ୍ଲା ଆଖୁନଜାଦା ହେବେ ଶୀର୍ଷ ନେତା, ବଦଳିବ ଆଫଗାନିସ୍ତାନର ନାଁ

ନୂଆଦିଲ୍ଲୀ: ଦୀର୍ଘ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ଏବେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ (Afghanistna) ଉପରେ ତାଲିବାନ (Talinban) ନିଜର ଆଧିପତ୍ୟ ଜାହିର କରିଛି । ଆଫଗାନିସ୍ତାନର ତାଲିବାନର ସଦସ୍ୟ ମୁଲ୍ଲା ହେବତୁଲ୍ଲହା ଆଖୁନଜାଦା (Mullah Haibatullah Akhunzada) ହେବେ ସର୍ବୋଚ୍ଚ…

ମାସକରେ ଯାଇଛି ୧୬ ଲକ୍ଷ ଚାକିରି !

ନୂଆଦିଲ୍ଲୀ: ଦେଶରେ ଜିଡ଼ିପି (GDP) ରେକର୍ଡ ଭାଙ୍ଗିଛି । ଜିଏସଟି ସଂଗ୍ରହରେ ମଧ୍ୟ ବେଶ ସକରାତ୍ମକ ଫଳାଫଳ ରହିଛି । କିନ୍ତୁ ଏହାରି ମଧ୍ୟରେ ଏକ ଚିନ୍ତା ବଢାଇବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି । ଦେଶରେ କୋରୋନା (CORONA) କାଳରେ କୋଟି କୋଟି ଲୋକ ବେରୋଜଗାର ହୋଇ ପଡ଼ୁଥିବା ଖବର ସାମ୍ନାକୁ…