Take a fresh look at your lifestyle.
Yearly Archives

2021

ଭାରତରେ ବ୍ୟବସାୟ ବନ୍ଦ କରିବ ଫୋର୍ଡ !

ନୂଆଦିଲ୍ଲୀ: ଆମେରିକୀୟ ଅଟୋମୋବାଇଲ୍ କମ୍ପାନୀ ଫୋର୍ଡ ଏହାର ଯାନ ଉତ୍ପାଦନ କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ବଜାରରେ ଫୋର୍ଡ ଦୀର୍ଘ ସମୟ ଧରି ବ୍ୟବସାୟରେ କ୍ଷତି ସହି ଆସୁଛି। କୋଭିଡ ପରେ କମ୍ପାନୀର ସ୍ଥିତି ଆହୁରି ଖରାପ ହୋଇ ଯାଇଛି। କମ୍ପାନୀର ଗାଡି ବିକ୍ରିରେ ମଧ୍ୟ…

କୋରୋନା ଚିକିତ୍ସା ବିଲ ଦେଢ କୋଟି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ (New Delhi) ବେସରକାରୀ ଡାକ୍ତରଖାନାର (Hospital) ମନମାନୀର ଏକ ନମୂନା ସାମ୍ନାକୁ ଆସିଛି। ଦିଲ୍ଲୀର ସାକେତ ଅଞ୍ଚଳରେ ଥିବା ଏକ ବେସରକାରୀ ଡାକ୍ତରଖାନା ମ୍ୟାକ୍ସ ଡାକ୍ତଖାନାରୁ (Max Hospital) ଆସିଛି ଏଭଳି ଏକ ଅଭାବନୀୟ ଚିତ୍ର। ମ୍ୟାକ୍ସ ହସ୍ପିଟାଲ…

ପାକିସ୍ତାନୀ ବିରୋଧୀ ରାଲି ଉପରକୁ ତାଲିବାନର ଗୁଳି

କାବୁଲ: ପାକିସ୍ତାନକୁ ବିରୋଧ କରି ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବଡ଼ଧରଣର ରାଲି ବାହାରିଥିବା ଦେଖିବାକୁ ମିଳିଥିଲା। ପଞ୍ଜଶିର ଦଖଲ ଅଭିଯାନରେ ତାଲିବାନକୁ ସହାୟତା ଯୋଗାଇ ଆସୁଛି ପାକିସ୍ତାନ। ଆଉ ଏହାକୁ ବିରୋଧ କରି ଆଜି ଆଫଗାନ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ରାଲି…

୯/୧୧ରେ ସରକାର ଗଢିବ ତାଲିବାନ !, ଆମେରିକାକୁ ଦେବ ଚେତାବନୀ

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ତାଲିବାନ ସରକାର ଗଢିବାକୁ ଯାଉଛି । ଏନେଇ ତାଲିବାନର ଶୀର୍ଷ ନେତୃତ୍ବଙ୍କର ଘନ ଘନ ବୈଠକ ବସୁଥିବା ଦେଖିବାକୁ ମିଳିଛି। ତେବେ ଏହା ମଧ୍ୟରେ ଆସନ୍ତା ୧୧ ତାରିଖରେ ତାଲିବାନ ନୂଆ ସରକାର ଗଢିବା ନେଇ ଆଳୋଚନା ଜୋର ଧରିଛି । ଏହି ଦିନ ସେ ସରକାର ଗଠନ କରି…

ବଢିଲା ଲକ୍ସ, ରିନ ସାବୁନର ଦର

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ କଲବଲ ହେଉଛି ସାଧାରଣ ଜନତା। ତୈଳଦର ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ ବ୍ୟବହୃତ ପ୍ରାୟ ସମସ୍ତ ସାମଗ୍ରୀର ଦର ଏବେ ଆକାଶଛୁଆଁ। ଆଉ ଏହାରି ମଧ୍ୟରେ ଆସିଛି ମୁଣ୍ଡ ବିନ୍ଧାଇଲା ଭଳିଆ ଖବର। ସାବୁନ, ଡିଟରଜେଣ୍ଟର ଦର ମଧ୍ୟ ବୃଦ୍ଧି ପାଇଛି। ଦେଶର ସବୁଠୁ ବଡ଼…

Tokyo Paralympics: ଟୋକିଓ ମାଟିରେ ଓଡ଼ିଶାର ଟେକ ରଖିଲେ ପ୍ରମୋଦ, ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଟୋକିଓ ମାଟିରେ (Tokyo Olympics2020) ସ୍ବର୍ଣ୍ଣାକ୍ଷରରେ ଇତିହାସ ଲେଖିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ (Pramod Bhagat)। ଟୋକିଓ ପାରା ଅଲମ୍ପିକରେ (Tokyo Paralympics) ବ୍ୟାଡ଼ମିଣ୍ଟନ (Badminton) ଇଭେଣ୍ଟରେ ସ୍ବର୍ଣ୍ଣପଦକ ହାତେଇଛନ୍ତି ପ୍ରମୋଦ । ଆଜିର ଖେଳାଯାଇଥିବା…

ଜୀବନ ବଞ୍ଚାଇବା ପାଇଁ ବାଜିରେ ଲାଗୁଛି ଜୀବନ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ (Afghanistan) ଉଦ୍ଧାର ପାଇଁ ଯେତେବେଳେ ଆଫଗାନୀ ମହିଳା (Afghani Women) ନେହୁରା ହେଉଥିଲେ, ସେହି ସମୟର କିଛି ଖଳ ମଣିଷ ଏହାର ଭରପୁର ଫାଇଦା ନେବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ । କିଛି ଖଳ ମଣିଷ କ୍ୟାମ୍ପରେ ରହିଥିବା ମହିଳାମାନଙ୍କୁ ବିବାହ କରିବାକୁ…

ଜାଗମରାରେ ଫୁଟିଲା ଗୁଳି, କାରଣ ଜାଣିଲେ ଆପଣ ବି …

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଦିନ ଦ୍ବିପ୍ରହରରେ ବି ହତ୍ୟାକାଣ୍ଡକୁ ସଫଳ ରୂପାୟନ ଦେଉଛନ୍ତି ଅପରାଧୀମାନେ । କମିଶନରେଟ ପୁଲିସ ମଧ୍ୟ ସେମାନଙ୍କୁ ଖୋଜି ଖୋଜି ହାଜତ ଭିତରେ ପୁରାଉଛନ୍ତି । ତେବେ ଆଜି ରାଜଧାନୀର ଛାତି ଉପରେ ଆଉ ଏକ ଘଟଣା ଘଟିଛି,…