Take a fresh look at your lifestyle.
Yearly Archives

2021

ମାନବବାଦ ସଂଗଠନର ମୁଖିଆ ମାନସ ଗିରଫ

ଭୁବନେଶ୍ବର: ମାନବବାଦ ସଂଗଠନର (Manababad Sangathan) ମୁଖ୍ୟ ତଥା ଓକିଲ ମାନବ ଦାସ (Manas Das) ଙ୍କୁ ଆଜି ଉଠାଇ ନେଇଛି ପୁଲିସ । ସହିଦନଗରସ୍ଥିତ ତାଙ୍କ ବାସଭବନରୁ ପୁଲିସ ଗିରଫ କରିଥିବା ସୂଚନା ରହିଛି । ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗରେ ପୁଲିସ ମାନସକୁ ଗିରଫ କରିଥିବା…

ମୁଲ୍ଲା ହେବତୁଲ୍ଲା ଆଖୁନଜାଦା ହେବେ ଶୀର୍ଷ ନେତା, ବଦଳିବ ଆଫଗାନିସ୍ତାନର ନାଁ

ନୂଆଦିଲ୍ଲୀ: ଦୀର୍ଘ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ଏବେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ (Afghanistna) ଉପରେ ତାଲିବାନ (Talinban) ନିଜର ଆଧିପତ୍ୟ ଜାହିର କରିଛି । ଆଫଗାନିସ୍ତାନର ତାଲିବାନର ସଦସ୍ୟ ମୁଲ୍ଲା ହେବତୁଲ୍ଲହା ଆଖୁନଜାଦା (Mullah Haibatullah Akhunzada) ହେବେ ସର୍ବୋଚ୍ଚ…

ମାସକରେ ଯାଇଛି ୧୬ ଲକ୍ଷ ଚାକିରି !

ନୂଆଦିଲ୍ଲୀ: ଦେଶରେ ଜିଡ଼ିପି (GDP) ରେକର୍ଡ ଭାଙ୍ଗିଛି । ଜିଏସଟି ସଂଗ୍ରହରେ ମଧ୍ୟ ବେଶ ସକରାତ୍ମକ ଫଳାଫଳ ରହିଛି । କିନ୍ତୁ ଏହାରି ମଧ୍ୟରେ ଏକ ଚିନ୍ତା ବଢାଇବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି । ଦେଶରେ କୋରୋନା (CORONA) କାଳରେ କୋଟି କୋଟି ଲୋକ ବେରୋଜଗାର ହୋଇ ପଡ଼ୁଥିବା ଖବର ସାମ୍ନାକୁ…

CM ନବୀନଙ୍କ ଦୂରଦୃଷ୍ଟିକୁ OSLର ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କ୍ରୀଡା ପ୍ରତିଥିବା ଦୂରଦୃଷ୍ଟିକୁ ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (OSL) ପ୍ରଶଂସା କରିଛି। ଜାତୀୟ କ୍ରୀଡା ଦିବସ ଅବସରରେ କମ୍ପାନୀ, ଓଡିଶା ସରକାରଙ୍କୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅବଧିକୁ ବଢାଇବା ପାଇଁ ନେଇଥିବା ନିଷ୍ପତ୍ତି…

ପୁରୁଣା ନୋଟ ଅଛି କି !, ଧନୀ କରାଇବ ନୋଟର ଲକି ନମ୍ବର!

ନୂଆଦିଲ୍ଲୀ: ଶୀର୍ଷକ ଶୁଣି କେହି ନା କେହି ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଘଟଣାଟି ସତ। ଆପଣଙ୍କ ପାଖରେ ଯଦି ପୁରୁଣା କଏନ କିମ୍ବା ନୋଟ ଅଛି ତେବେ ଆପଣଙ୍କୁ ଲକ୍ଷପତି କରିବାର ସମ୍ଭାବନା ଅନେକ ରହିଛି । ଯଦି ଆପଣଙ୍କର ଏପରି ମୁଦ୍ରା କିମ୍ବା ନୋଟ୍ ଅଛି, ତେବେ ଆପଣ ଏହାର ପ୍ରତିବଦଳରେ ଲକ୍ଷ ଲକ୍ଷ…

ଆଫଗାନିସ୍ତାନର ସ୍ଥିତିକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରେ ଆଫଗାନିସ୍ତାନକୁ (Afghanistan) ଦଖଲ କରିଛି ତାଲିବାନ (Taliban)। ଏହି ଦଖଲ ପରେ ଦେଶରେ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳିଛି। ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧ ପରେ ଆଫଗାନିସ୍ତାନରୁ (Afghanistan) ଆମେରିକା (America)…

ଆଗାମୀ ୪ ମାସରେ ଆଫଗାନିସ୍ତାନ ଛାଡ଼ିବେ ୫ ଲକ୍ଷ :UNHCR

ନୂଆଦିଲ୍ଲୀ: ଆଫଗାନିସ୍ତାନରେ (Afghanistan) ଏବେ ହାହାକାର ସ୍ଥିତି । ତାଲିବାନଙ୍କ (Taliban) କବଜା ପରେ ଦେଶରେ ଏକ ପ୍ରକାର ଭୟର ମାହୋଲ । ଆସନ୍ତା ମଙ୍ଗଳବାର (Tuesday) ସୁଦ୍ଧା ଆମେରିକା (America) ସେନା (USA Army) ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ । ଏହା ପୂର୍ବରୁ ଦେଶରୁ ଆମେରିକା…

କାବୁଲରେ ହଜିଲେ, ଠିକଣା ମିଳିଲା ଆମେରିକାର

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନିଙ୍କ କବଜା ପରେ ସେଠାରେ ବର୍ତ୍ତମାନ ଭୟର ମାହୋଲ। ଜନଜୀବନ ଭୟର ବାତାବରଣ ମଧ୍ୟରେ ବିତୁଥିବା ବେଳେ ସହୟତା ପାଇଁ ଲୋକମାନେ ଚିତ୍କାର କରୁଛନ୍ତି । ତେବେ ଏହାରି ମଧ୍ୟରେ ଏକ ମଜାଦାର ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଘଟଣାକୁ ଡଚର…

NCPCR ରିପୋର୍ଟ, କୋରୋନାରେ ୮ ହଜାର ଶିଶୁ ଅନାଥ

ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ପ୍ରଭାବିତ ପିଲାଙ୍କ ସମ୍ପର୍କୀତ ଏକ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପ୍ରଭାବିତ ପିଲାଙ୍କ ସମ୍ପର୍କରେ ଜଷ୍ଟିସ ଏଲ ନାଗେଶ୍ବର କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ଏଲ ନାଗେଶ୍ବର କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି କି ଏହି କୋରୋନା…

କଂଗ୍ରେସର ଲିକ ରିପୋର୍ଟ ଖୋଲିଦେଲା ଅନେକ ତଥ୍ୟ

ମୁମ୍ବାଇ: ୨୦୨୨ ମସିହାରେ ମୁମ୍ବାଇରେ ବିଏମସି (BMC) (ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍)ର (Mayor Election) ନିର୍ବାଚନ ଅନୁଷ୍ଠିତ ହେବ। ଯଦିଓ ନିର୍ବାଚନକୁ ଏବେ ​​ବହୁତ ସମୟ ବାକି ଅଛି, କିନ୍ତୁ କଂଗ୍ରେସ (Congress) ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଶେଷ…