Take a fresh look at your lifestyle.
Yearly Archives

2021

Farmer Protest: ବର୍ଷକର କ୍ଷତି ଭରିବ କିଏ ?

ନୂଆଦିଲ୍ଲୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସହିତ ଗୁରୁ ନାନକ ଜୟନ୍ତୀ ମଧ୍ୟ । ତେବେ ଆଜି ଭଳି ଏହି ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। କେଉଁ ପ୍ରସଙ୍ଗରେ ମୋଦି ଏହା କରିଛନ୍ତି, ସେ ନେଇ କୌଣସି…

ତିନୋଟି କୃଷି ଆଇନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ସମ୍ବୋଧିତ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମ ବିରୁଦ୍ଧରେ ସାରା ଦେଶରେ କୃଷକମାନେ ଏକ ବର୍ଷରୁ ଅଧିକ ସମୟ ଧରି ଆନ୍ଦୋଳନ…

ପାନଛେପ ପୋଛିବାକୁ ୪୮ ହଜାର କୋଟି ଖର୍ଚ୍ଚ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ସବୁଠାରୁ ବଡ଼ ରେଳ ନେଟଓ୍ୱାର୍କ ହେଉଛି ଭାରତୀୟ ରେଳ। ସମଗ୍ର ଦେଶରେ ପ୍ରାୟ ୧,୧୫,୦୦୦ କିଲୋମିଟର ରାସ୍ତା ଅତିକ୍ରମ କରେ ଭାରତୀୟ ରେଳ । ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀମାନେ ଏହି ରେଳ ଉପରେ ନିର୍ଭର କରିଥାନ୍ତି। ଯାତ୍ରାକୁ ସୁଗମ, ସରଳ, ସୁରକ୍ଷିତ ଓ ସୁନ୍ଦର…

ଚୀନକୁ ଏହି କ୍ଷେତ୍ରରେ ପଛରେ ପକାଇବ ଭାରତ, କିପରି ଜାଣନ୍ତୁ…

ନୂଆଦିଲ୍ଲୀ: ରାମାୟଣର ପୱନପୁତ୍ର ହନୁମାନ ଏବଂ ବର୍ତ୍ତମାନର ଭାରତ ମଧ୍ୟରେ ସମାନତା କ’ଣ? ଉଭୟ ନିଜ ଦୁନିଆର ଜୀବମାନଙ୍କ ପାଇଁ ଅପରିହାର୍ଯ୍ୟ, ଉଭୟ ପତ୍ର ବିନା ଦୁନିଆରେ ଗତି କରିପାରିବ ନାହିଁ, କିନ୍ତୁ ଉଭୟ ଦୀର୍ଘ ସମୟ ଧରି ସେମାନଙ୍କର ପ୍ରକୃତ ଶକ୍ତି ବିଷୟରେ ଅଜ୍ଞ ଥିଲେ। ଏପରି ଅନେକ…

ଅନୁଗୋଳରେ ପ୍ରେସ ଦିବସ ପାଳିତ, ସାମ୍ବାଦିକ ସୁଧିରେନ୍ଦ୍ର ପରିଜା ସମ୍ମାନିତ

ଅନୁଗୋଳ: ଜାତୀୟ ପ୍ରେସ ଦିବସ ପାଳିତ । ଅନୁଗୁଳ ଜିଲା ସଦର ମହକୁମାଠାରେ କାର୍ଯ୍ୟରତ ଜିଲା ସ୍ତରୀୟ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅନୁଗୁଳ ସହର ର ଦୁର୍ଗା ମଣ୍ଡପ ପଡିଆ ପରିସରରେ ଥିବା ଜୟ ଦୁର୍ଗା ୟୁଥ କ୍ଳବ ଠାରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ…

ତାତିଲା କଂଗ୍ରେସ: ସିବିଆଇ ତଦନ୍ତ ଦାବି କରି ଦାବିପତ୍ର

ଭୁବନେଶ୍ବର: ମମିତା ହତ୍ୟା ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗର୍ଜିଛି ଯୁବ ଓ ଛାତ୍ର କଂଗ୍ରେସ । ଏହି ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର ସହିତ ସିବିଆଇ ତଦନ୍ତ ଦାବି କହି ଡିଜି କ୍ୟାମ୍ପ ଅଫିସ ଘେରିଛନ୍ତି ଶତାଧିକ ଛାତ୍ର କଂଗ୍ରେସ। ଜଟଣୀ ବିଧାୟକ ସୁର…

Navneet Arrest: ଏନଏସୟୁଆଇ ଝାରସୁଗୁଡ଼ା ସଭାପତି ନବନୀତ ଗିରଫ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବିରୋଧ କରୁଥିବା…

Navneet Arrest: ଝାରସୁଗୁଡ଼ା: ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ଅନ୍ୟ ମନ୍ତ୍ରୀଙ୍କୁ ବିରୋଧ କରି ଏନଏସୟୁଆଇର ଝାରସୁଗୁଡ଼ା ସଭାପତି ନବନୀତ କୌର ଗିରଫ । ଆଜି ଝାରସୁଗୁଡ଼ାରେ ବିଏସକେଓ୍ୱାଇ କାର୍ଡ ବାଣ୍ଟିବାକୁ ଯାଉଥିବା ବେଳେ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ ନବନୀତ ଓ ତାଙ୍କର…

ପାକିସ୍ତାନ ଗଲେ ତାଲିବାନର ବୈଦେଶିକ ମନ୍ତ୍ରୀ, ସ୍ଥିତିକୁ ନେଇ ଭାରତରେ ଆଲୋଚନା

କାବୁଲ: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ତାଲିବାନ ସରକାରର ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ତାଙ୍କର ପ୍ରଥମ ବିଦେଶ ଗସ୍ତ କରିଛନ୍ତି। ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ସରକାରଙ୍କ ମଧ୍ୟବର୍ତ୍ତୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକି ବୁଧବାର ପାକିସ୍ତାନରେ ପହଞ୍ଚିଛନ୍ତି। ଆମୀର…

Congress Protest: ଅନୁଗୁଳରେ କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଅନୁଗୁଳ: ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ସହ ଘଟଣା ରେ ସମ୍ପୃକ୍ତ ଥିବା ଦର୍ଶାଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ମନ୍ତ୍ରିମଣ୍ଡଳ ରୁ ବହିଷ୍କାର ଦାବି ରେ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ପ୍ରତିବାଦ କରାଯାଇଛି । ଏହାପୂର୍ବରୁ…

ଅନୁଗୋଳରେ ହେବ ଏମଏସଏମଇ ପାର୍କ: ଅସିତ ତ୍ରିପାଠୀ

ଅନୁଗୋଳ: ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀକର ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ୍ କୁମାର ତ୍ରିପାଠୀ। ଏହି ଆଲୋଚନା ପରେ ଏକ…