Take a fresh look at your lifestyle.
Yearly Archives

2021

ବିହାରରେ ବିଷାକ୍ତ ମଦର ବନ୍ୟା, ୨ ଯବାନଙ୍କ ସହ ୪ ମୃତ

ପାଟନା: ବିହାରରେ ଯେବେଠାରୁ ମଦ ବନ୍ଦ ହୋଇଛି, ସେବେଠାରୁ ମଦର ଚୋରା ବିକ୍ରି ବୃଦ୍ଧି ପାଇଛି। ଏହାର ଫାଇଦା ନେଇ ମଦ ମାଫିଆ ମଧ୍ୟ ବିଷାକ୍ତ ମଦ ବ୍ୟବସାୟ ବୃଦ୍ଧି କରିଛି। ଏହି ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ୨ ଜଣ ଯବାନଙ୍କ ମୃତ୍ୟୁ…

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରୁ ହଟିଲେ ଓ୍ଵାଙ୍ଖଡେ। ମାମଲାର ଖୋଳତାଡ଼ କରିବେ ଏହି ଓଡ଼ିଆ ଅଫିସର…

ମୁମ୍ବାଇ:ଆର୍ଯ୍ୟନ ଖାନ ଡ୍ରଗ୍‌ସ ଅନ୍‌ କ୍ରୁଜ୍‌ କେସ୍‌ରୁ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ହଟାଇ ଦିଆଯାଇଛି। ମାମଲାର ତଦନ୍ତ କରିବ ଦିଲ୍ଲୀର ଏସ୍‌ଆଇଟି ଟିମ। ଆଉ ଏହି ଏସଆଇଟିର ନେତୃତ୍ବ ନେବେ ୧୯୯୬ ଓଡ଼ିଶା କ୍ୟାଡ଼ର ବରିଷ୍ଠ ଆଇପିଏସ୍‌ ଅଧିକାରୀ ସଞ୍ଜୟ ସିଂହ। ଏନେଇ ଏହା…

ଜିଲା ଶିକ୍ଷା ବିଭାଗର ପ୍ରତାରଣା ଅଭିଯୋଗ, କାହାକୁ କଲେ ପ୍ରତାରଣା ଦେଖନ୍ତୁ ଭିଡ଼ିଓ…

ଅନୁଗୋଳ: ଜିଲା ଖଣିଜ ପାଣ୍ଠି ଦ୍ୱାରା ନିଯୁକ୍ତି ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜିଲା ଶିକ୍ଷା ବିଭାଗର ପ୍ରତାରଣା । ପ୍ରତିଶ୍ରୁତି ସତ୍ତ୍ବେ ଜିଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ଟାଳଟୁଳ ନୀତି ଅବଲମ୍ବନ ଅଭିଯୋଗ । ଏହାର…

Oil Price: ଏହି ରାଜ୍ୟରେ ଶହେ ତଳକୁ ଖସିଲା ତୈଳଦର

OIL Price: ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛନ୍ତି ଏବଂ ହିମାଚଳ ସରକାର ଭାଟ୍ ହ୍ରାସ କରିଛନ୍ତି। ଦିୱାଲୀ ଅବସରରେ ସିଏମ୍ ଜୟରାମ ଠାକୁର ଟୁଇଟ୍ କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର ମଧ୍ୟ ବିଜ୍ଞପ୍ତି ଜାରି…

Breaking: Sanjib Sahoo Resigned ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ

ଅନୁଗୁଳ:ଆଠମଲ୍ଲିକ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଂଜୀବ କୁମାର ସାହୁ ବିଜେଡିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ। ସେ ତାଙ୍କ ଇସ୍ତଫା ପତ୍ର ଇ ମେଲ ଏବଂ ଡାକ ଯୋଗେ ବିଜେଡି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏ ନେଇ ସଂଜୀବ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ…

Angul Bjp Protest: ଅନୁଗୋଳ ଥାନା ଘେରିଲା ଜିଲା ବିଜେପି ମହିଳା

ଅନୁଗୋଳ: ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମଞ୍ଜୁଲତା ସାହୁଙ୍କୁ ବିଜୁ ଯୁବ ଜନତା ଦଳର ଗୁଣ୍ଡାଙ୍କ ଦ୍ଵାରା ମରଣାତ୍ମକ ଆକ୍ରମଣ ବିରୋଧରେ ଆଜି ଅନୁଗୁଳ ଥାନା ଘେରାଉ କରିଛି ବିଜେପି। ମଞ୍ଜୁଲତାଙ୍କୁ ମରାଣାନ୍ତକ ଆକ୍ରମଣ କରିଥିବା ବିଜେଡି କର୍ମୀ ଅବିନାଶ ପରିଡାଙ୍କୁ ଗିରଫ ସହ , ରାଲିରେ ଯୋଗ…

OIL Price Hike: ଅହେତୁକ ତୈଳଦରକୁ ପ୍ରତିବାଦ କରି ଅନୁଗୋଳରେ ବିଜେଡ଼ିର ଅଭିନବ ପ୍ରତିବାଦ

ଅନୁଗୋଳ: ଅହେତୁକ ତୈଳ ସହ ଆନୁସାଙ୍ଗିକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଅନୁଗୋଳ ବିଜୁ ମହିଳା ଜନତା ଦଳ ପକ୍ଷରୁ ଅଭିନବ ପ୍ରତିବାଦ । ଶଗଡ଼ରେ ବସି ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଁଚିଲେ ନେତୃ ମଣ୍ଡଳୀ । ଏଭଳି କିଛି ରୋଚକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଅନୁଗୋଳ ସଦର…

mamita meher case: ମମିତା ମେହେର ହତ୍ୟା ମାମଲାରେ ବିଜେପିର ‘ଭଦ୍ରକ ବନ୍ଦ’

mamita meher case: ଭଦ୍ରକ: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁର ସିବିଆଇ ତଦନ୍ତ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ତାଙ୍କୁ ଗିରଫ ଦାବିରେ ଭଦ୍ରକ ଜିଲ୍ଲା ବିଜେପି ଆଜି ୬ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦେଇଛି। ଫଳରେ ଜିଲ୍ଲାର ସଦରମହକୁମା ସହିତ ୭ଟି ବ୍ଲକ…

TLP Protest: ପାକିସ୍ତାନରେ ଇମ୍ରାନ ସରକାର ବିରୋଧରେ ତେଜୁଛି ଅସନ୍ତୋଷ, ଦେଖନ୍ତୁ ଭିଡ଼ିଓ

TLP Protest: ନୂଆଦିଲ୍ଲୀ: ଅଶାନ୍ତ ହେବାରେ ଲାଗିଛି ପାକିସ୍ତାନ। ପାକିସ୍ତାନରେ ପାକିସ୍ତାନର 'ଲଙ୍ଗ ମାର୍ଚ୍ଚ'ରେ ଜିଦ୍ ଧରିଥିବା ତେହେରିକ୍-ଇ-ଲାବବାକ୍ ପାକିସ୍ତାନର କାର୍ଯ୍ୟକର୍ତ୍ତାମାନେ ୱାଜିରାବାଦରୁ ଆଗକୁ ବଢିବାକୁ ଚେଷ୍ଟା କରିଛନ୍ତି। ଏକ ଗଣମାଧ୍ୟମ ସୂଚନା ଅନୁଯାୟୀ ପାକିସ୍ତାନ…

Mamita Meher Murder case: ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଏସପି କାର୍ଯ୍ୟାଳୟ ଘେରାଉ, ଦେଖନ୍ତୁ ଭିଡ଼ିଓ

Mamita Meher Murder case: ଅନୁଗୋଳ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରି ଆଜି ଅନୁଗୋଳ ବିଜେପି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ…