Take a fresh look at your lifestyle.
Yearly Archives

2021

Corona Vaccine: ହରିଆଣାରେ ମୃତକଙ୍କୁ ଦିଆଯାଉଛି ଟିକା !

Corona Vaccine: ନୂଆଦିଲ୍ଲୀ: ଦେଶରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ଏହି ଟିକାକରଣରେ ଏକ ବଡ଼ ଧରଣର ଘୋଟାଲା ସାମ୍ନାକୁ ଆସିଛି। ଏହି ଘୋଟାଲା ହରିଆଣାରେ ହେଉଥିବା ଦେଖିବାକୁ ମିଳିଛି। ହରିଆଣାରେ ଟିକା ଲଗାଇବା ନେଇ ଏକ ବଡ଼ ଧରଣର…

kanhaiya kumar joins congress:କଂଗ୍ରେସରେ ସାମିଲ ହେଲେ କହ୍ନୈୟା

kanhaiya kumar joins congress: ନୂଆଦିଲ୍ଲୀ: ବହୁ ଆଲୋଚନା ପରେ ଆଜି ସିପିଆଇ ନେତା କହ୍ନୈୟା କୁମାର ଓ ଗୁଜୁରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେଶ ମେଓ୍ୱାଣୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଆଜି ଅପରାହ୍ଣରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହିତ କହ୍ନୈୟା କୁମାର ଓ ଜିଗ୍ନେଶ ମେଓ୍ୱାଣୀ…

ଦିଲ୍ଲୀ ଦଙ୍ଗା: ଅଭିଯୁକ୍ତଙ୍କ ଜାମିନ ଯାଚିକାକୁ ଖାରଜ କଲେ କୋର୍ଟ

Delhi Riots: ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଜଣେ ଅଭିଯୁକ୍ତଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ କୋର୍ଟ। ଉକ୍ତ ଅଭିଯୁକ୍ତକୁ ଜାମିନ ଦେବାକୁ ସିଧାସଳଖ ମନା କରିଦେଇଛନ୍ତ କୋର୍ଟ। ଏହା ସହିତ କୋର୍ଟ କହିଛନ୍ତି ୨୦୨୦ ମସିହାରେ ହୋଇଥିବା ଦଙ୍ଗା କୌଣସି ଆପତ୍ତି ଜନକ ପ୍ରତିକ୍ରିୟାରୁ…

Punjab Political Crisis: ବିଜେପିରେ ମିଶି ପାରନ୍ତି କ୍ୟାପଟେନ

Punjab Political Crisis:  ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂହ ଏବେ କଂଗ୍ରେସ ପାଇଁ କଣ୍ଟା ସାଜିଛନ୍ତି। ଚର୍ଚ୍ଚା ହେଉଛି ସେ ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇ ପାରନ୍ତି। କାରଣ ଆଜି (ମଙ୍ଗଳବାର) ଦିଲ୍ଲୀ ଗସ୍ତରେ ଆସୁଛନ୍ତି…

Westbengal bypoll:ଭବାନୀପୁରରେ ବିଜେପି ଉପାଧ୍ୟକ୍ଷଙ୍କୁ ଆକ୍ରମଣ

Westbengal bypoll: କୋଲକାତା: ଆଗକୁ କୋଲକାତାର ଉପନିର୍ବାଚନ। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ପଡିଛି। ତେବେ ଏହି ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ମଧ୍ୟ ଦେଖିବାକୁ ମିଳିଛି। ଭବାନୀପୁରରେ ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟ ବିଜେପି ଉପାଧ୍ୟକ୍ଷ ଦିଲୀପ…

LACରେ ସ୍ଥିତି ମଜଭୁତ କରୁଛି ଚୀନ, ସାଟେଲାଇଟ ଚିତ୍ରରୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ସୀମାରେ ନିଜର ସ୍ଥିତିକୁ ପୁଣି ଜାହିର କରିବାକୁ ପ୍ରୟାସ ଆରମ୍ଭ କରିଛି ଚୀନ। ପୂର୍ବ ଲଦାଖ ନିକଟରେ ଥିବା LAC ଉପରେ ଚୀନ୍ ପୁଣି ଥରେ ନିଜର ସ୍ଥିତିକୁ ମଜବୁତ କରିବା ଆରମ୍ଭ କରିଛି। ଓପନ୍ ସୋର୍ସ ଇଣ୍ଟେଲିଜେନ୍ସ ଅନୁଯାୟୀ, 'ଇଣ୍ଟେଲ ଲ୍ୟାବ' ଅନୁଯାୟୀ, ଉଭୟ ଦେଶର ସାମରିକ ଶିବିର…

BHIM App ରୁ ରୋଜଗାର କରନ୍ତୁ ଲକ୍ଷାଧିକ ଟଙ୍କା, କିପରି ଜାଣନ୍ତୁ

ଡିଜିଟାଲ ଯୁଗରେ BHIM Appରୁ ଆପଣ କଣ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି। ଯଦି ହଁ ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।ଡିଜିଟାଲ ଯୁଗରେ ବେଶ ଏକ ବିପ୍ଳବ ଆଣିଛି ଏବଂ ଟେକ୍ନୋଲୋଜି ହେତୁ ଏହା ଅନଲାଇନ୍ ସେବାଗୁଡିକ ବିଭିନ୍ନ କ୍ଷେତ୍ର ଗ୍ରହଣ…

prime minister mann ki baat programme: ଡିଜିଟାଲ କାରବାର ଦେଶର ଅର୍ଥନୀତିରେ ଆଣିଛି ସ୍ୱଚ୍ଛତା

Prime Minister mann ki baat programme:ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ମନ କି ବାତ କାର୍ଯ୍ୟକ୍ରମରେ ନିଜର ଭାବନା ବାଣ୍ଟିଛନ୍ତି। ସେ କହିଛନ୍ତି ଯେ ଡିଜିଟାଲ କାରବାର ଦେଶର ଅର୍ଥନୀତିରେ ସ୍ୱଚ୍ଛତା ଏବଂ ପାରଦର୍ଶିତା ଆଣୁଛି। ଏହି କାରଣରୁ ଦୁର୍ନୀତି ଓ…

ଘରେ ଚାଉଳ ସରିଯାଇଛି କି ? ତୁରନ୍ତ ଆଣନ୍ତୁ… ନହେଲେ ଦେଖାଦେଇପାରେ ଏହି ସବୁ ସମସ୍ୟା

ପ୍ରତିଟି ନାଗରିକ ଘରେ ସୁଖ, ସମୃଦ୍ଧି, ଧନ ଓ ଯଶ ଚାହାନ୍ତି। ଆଉ ଏଥିପାଇଁ ବିଭିନ୍ନ ପ୍ରକାର ଉପାୟ ମଧ୍ଯ ଆପଣେଇଥାନ୍ତି ସେମାନେ। ମା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ବିଶ୍ୱାସ କରାଯାଏ ଯେ ଯଦି ମାତା ଲକ୍ଷ୍ମୀ ଯଦି କାହା…

Health Tips:ଆପଣଙ୍କୁ ସୁସ୍ଥ ରଖିବ ଏହି ଆୟୁର୍ବେଦିକ ପାନୀୟ

Health Tips:ଆପଣଙ୍କ ଶରୀରରେ ଯଦି ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ତେବେ ଆପଣ ଖୁବ ଶୀଘ୍ର ରୋଗାକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେବେ ଏହି ସମ୍ଭାବନା କୋରୋନା କାଳରେ ସବୁଠାରୁ ଅଧିକ ରହିଥାଏ। ଏହା ସହିତ ଋତୁ ପରିବର୍ତ୍ତନ ସମୟରେ ମଧ୍ୟ ଦେଖାଦେଇଥାଏ । ସାଧାରଣତଃ ଭାବେ ଆପଣ ଏହି ସମୟ…