Take a fresh look at your lifestyle.
Yearly Archives

2021

Chief Reporter Arindam Das death: OTVର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

Chief Reporter Arindam Das death: ଭୁବନେଶ୍ବର: ମୁଣ୍ଡଳୀ ବ୍ୟାରେଜରେ ଆଜି (ଶୁକ୍ରବାର) ଏକ ହାତୀପଲ ଭାସିଯାଇ ଲାଗିଥିବା ନେଇ ଖବର ଆସିଥିଲା। ଏହି ଖବର ସଂଗ୍ରହ କରିବା ସମୟରେ ଯୁବ ଦୁଃସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି। ହାତୀପଲକୁ ଉଦ୍ଧାର କରିବାକୁ…

Pakistan Security: ପାକିସ୍ତାନର ସୁରକ୍ଷା କର୍ମୀ ଖାଇଗଲେ ୨୭ ଲକ୍ଷର ବିରିଆନୀ, ବିଲ୍କୁ ନେଇ ପ୍ରଶାସନର…

Pakistan Security: ଲାହୋର: ନିକଟରେ ପାକିସ୍ତାନ ଆସିଥିବା ନ୍ୟୁଜିଲାଣ୍ଡ ଦଳ ସୁରକ୍ଷା କାରଣ ଦେଖାଇ ଗସ୍ତ ବାତିଲ କରିଥିଲା। ଫଳରେ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲା ପାକିସ୍ତାନ। ତେବେ ସେ ଯାହା ବି ହେଉ, ସ୍ବଳ୍ପ ସମୟ ପାଇଁ ନ୍ୟୁଜିଲାଣ୍ଡର କ୍ରିକେଟ ଖେଳାଳି ପାକିସ୍ତାନରେ…

Narendra Giri death Mistry: କିଏ ଏହି ବଲବୀର ଗିରି ? ମହନ୍ତ ନରେନ୍ଦ୍ରଙ୍କ ମୃତ୍ୟପରେ ରହିଛନ୍ତି…

Narendra Giri death Mistry: ...ବଲବୀର ଗିରି, ଆଖରା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସୁଇସାଇଡ଼ ନୋଟରେ ଯାହାର ନାମ ଉତ୍ତରାଧିକାରୀ ଭାବରେ ନିଆଯାଇଛି। ତେବେ ଏହି ବଲବୀର ଗିରି କିଏ ଏବଂ ନରେନ୍ଦ୍ର ଗିରିଙ୍କ ସହ ତାଙ୍କର ସମ୍ପର୍କ କ’ଣ? ଉତ୍ତରାଧିକାରୀ ପ୍ରସଙ୍ଗରେ ସେ ଏବଂ…

Dharmendra Pradhan letter to AP CM: ଧର୍ମେନ୍ଦ୍ରଙ୍କ ଚିଠିରେ ଜଗନ ମୋହନଙ୍କ ପାଇଁ କଣ ରହିଛି…

Dharmendra Pradhan letter to AP CM: ନୂଆଦିଲ୍ଲୀ: ପଡ଼ୋଶୀ ଆନ୍ଧ୍ରପ୍ରଦେଶର ସହିତ ଓଡ଼ିଶାର ସୀମା ବିବାଦ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି। ବାରମ୍ବାର ପଡ଼ୋଶୀ ଆନ୍ଧ୍ରର ଅଧିକାରୀ, ନେତା ପ୍ରମୁଖ ଓଡ଼ିଶା ମାଟିରେ ଧସେଇ ପଶୁଛନ୍ତି। ଏପରିକି ଓଡ଼ିଶାର ଲୋକ, ପ୍ରଶାସନିକ ଅଧିକାରୀ ଓ…

CM Naveen Patnaik visit Balangir: ବଲାଙ୍ଗୀରରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

CM Naveen Patnaik visit Balangir: ବଲାଙ୍ଗୀର: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । ଫଳରେ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପ୍ରାୟ ୮୨୮ କୋଟି ଟଙ୍କାର ୧୨୮ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଟିଟିଲାଗଡ଼, ପାଟଣାଗଡ଼ ଓ…

Drain Tragedy in Bhubaneswar: ଟିଉସନ ବାହାରିଥିଲା, ଡ୍ରେନରେ ଭାସି ଯାଇ ନାବାଳିକ ନିଖୋଜ

Drain Tragedy in Bhubaneswar: ଭୁବନେଶ୍ବର: ଲଘୁଚାପ ଜନିତ ପ୍ରବଳ ବର୍ଷା ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ। ଜଣେ ଦଶମ ଶ୍ରେଣୀର ଛାତ୍ରୀ ଟିଉସନ ଯାଉଥିବା ସମୟରେ ମୁକୁଳା ଡ୍ରେନରେ ଭାସି ଯାଇଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି…

BH Series Number Plate: BH ନମ୍ବର ପାଇଁ ଆବେଦନ କରିବେ କିପରି, ଜାଣନ୍ତୁ ସମ୍ପୂର୍ଣ୍ଣ…

BH Series Number Plate: ନୂଆଦିଲ୍ଲୀ: ସରକାର ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ ନମ୍ବର ପାଇଁ BH ନମ୍ବର ସିରିଜ ଆରମ୍ଭ କରିଛନ୍ତି। BHର ଅର୍ଥ ଭାରତ। ଗାଡ଼ି ଗୁଡ଼ିକର ନମ୍ବର ପ୍ଲେଟରେ ଆପଣ ମାନେ ବିଶେଷ କରି ରାଜ୍ୟ ଗୁଡ଼ିକର କୋଡ଼ ଦେଥିଥିଲେ। ସେହି କୋଡ଼ ଅନୁଯାୟୀ ଗାଡ଼ିଟି କେଉଁ ରାଜ୍ୟର…

Manorama Mohapatra: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ବିଲୀନ ହେଲେ ମନୋରମା ମହାପାତ୍ର

Manorama Mohapatra: ପୁରୀ: ବିଶିଷ୍ଟ ଓଡିଆ ସାହିତ୍ୟିକା ତଥା ଶତବାର୍ଷିକୀ ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦିକା ସମାଜସେବୀ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।…

Punjab New Chief Minister: ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ !

Punjab New Chief Minister: ଚଣ୍ଡିଗଡ଼: ପଞ୍ଜାବରେ (Punjab) ରାଜନୈତିକ ଅସ୍ଥିରତା (Political Crisis) ମଧ୍ୟରେ କଂଗ୍ରେସ (Congress) ତାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ବିଧାୟକ ଦଳ ନେତା ଦୌଡ଼ରେ ସୁଖଜିନ୍ଦର ସିଂହଙ୍କ…

Sonu Sood Income Tax Raid: ସୋନୁଙ୍କ ବିରୋଧରେ ୨୦ କୋଟି ଟଙ୍କା ଆୟକର ଚୋରି ଅଭିଯୋଗ

Sonu Sood Income Tax Raid:ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ନେଇ ଆୟକର ବିଭାଗ ଅଭିଯୋଗ କରିଛି । ତେବେ ଏହି ମାମଲାକୁ ନେଇ ଭବିଷ୍ୟତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ ସିବିଆଇ ସମେତ ଗୃହ…