Take a fresh look at your lifestyle.
Yearly Archives

2021

Babul Supriyo Joins TMC:ତୃଣମୂଳ କଂଗ୍ରେସରେ ମିଶିଲେ ବାବୁଲ ସୁପ୍ରିୟୋ

Babul Supriyo Joins TMC: ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ବାବୁଲ ସୁପ୍ରିୟୋ (Babul Supriyo) ଆଜି ତୃଣମୂଳ କଂଗ୍ରେସରେ (TMC) ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ସେ ରାଜନୀତି ଛାଡ଼ିଦେବେ ବୋଲି ଘୋଷଣା କରିଥିବା ବେଳେ ଆଜି ତୃଣମୂଳରେ ସାମିଲ ହୋଇ ସମସ୍ତଙ୍କୁ…

Punjab Congress Crisis: ପଞ୍ଜାବ କଂଗ୍ରେସରେ କମ୍ପନ: ଅମରିନ୍ଦରଙ୍କ ପରେ କିଏ ?

ଚଣ୍ଡିଗଡ଼: ପଞ୍ଜାବ (Punjab) ମୁଖ୍ୟମନ୍ତ୍ରୀ (Chief Minister) କ୍ୟାପଟେନ ଅମରିନ୍ଦର ସିଂହ (Captain Amarinder Singh) ଆଜି ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କୁ (Governor) ଭେଟି ସେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି। ସନ୍ଧ୍ୟାରେ ରାଜ୍ୟପାଳ ଭବନରେ ନିଜ ସମର୍ଥକ…

Hirakud Water reservoir: ହୀରାକୁଦର ଜଳସ୍ତର ସ୍ଥିର

Hirakud Water reservoir: ସମ୍ବଲପୁର: ହୀରାକୁଦକୁ ଏବେ କମ ପରିମାଣର ଜଳ ପ୍ରବେଶ କରୁଛି। ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବା ବେଳେ ହୀରାକୁଦ ଜଳ ଭଣ୍ଡାରକୁ ମଧ୍ୟ କମ ପରିମାଣର ଜଳ ଆସୁଥିବା ଜଣାପଡ଼ିଛି। ସେପଟେ ହୀରାକୁଦରେ ଜଳସ୍ତର ବର୍ତ୍ତମାନ ସ୍ଥିର ରହିଛି। ବର୍ତ୍ତମାନ ହୀରାକୁଦ…

Jajpur Accident: ଗ୍ୟାସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର

Jajpur Accident: ଯାଜପୁର: ଜାତୀୟ ରାଜପଥ ୧୬ କଡେଇ ଛକ ନିକଟରେ ଗ୍ୟାସ ଗାଡି ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡ଼ିଛି। ଏକ ବାଇକକୁ ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ହୋଇ ଚିିକିତ୍ସାଧିନ ଥିବା ଜଣାପଡ଼ିଛି। ସେପଟେ ଦୁର୍ଘଟଣା ପରେ ଗ୍ୟାସ ଗାଡିରୁ ଜାତୀୟ ରାଜପଥରେ ଗ୍ୟାସ ଲିକ ହେଉଥିବା…

Covid Data: ଦେଶରେ କୋରୋନା ମୃତ୍ୟୁ ୪୯ ଲକ୍ଷ : ତଥ୍ୟ

Covid Data: ନୂଆଦିଲ୍ଲୀ: କରୋନା ମହାମାରୀ ଦେଶରେ ଅନେକ କ୍ଷତି ଘଟାଇଛି। ସରକାରୀ ଆକଳନ ଅନୁଯାୟୀ, ଏପର୍ଯ୍ୟନ୍ତ କରୋନା ଯୋଗୁଁ ଚାରି ଲକ୍ଷ ୪୪ ହଜାର ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଅର୍ଥନୀତିଜ୍ଞଙ୍କ ଏକ ଟିମ୍ ଅଧ୍ୟୟନ ଆଧାରରେ ଏକ ନୂତନ ତଥ୍ୟ ସାମ୍ନାକୁ…

Biju Swasthya Card: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

Biju Swasthya Card: ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତ ପରେ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ଆଜି ଜିଲ୍ଲାର ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ…

Uttarpradesh Politics: ଓଓ୍ୱେସୀଙ୍କୁ କାହିଁକି ‘ଚାଚାଜାନ’ କହିଲେ ଟିକାୟତ

UttarPradesh Politics: ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ବିଧାନସଭା ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ନିଜର ବାଜିମାତକୁ ନେଇ ଦାବି କରିଆସୁଛନ୍ତି। ତେବେ ନିର୍ବାଚନକୁ ଯଥେଷ୍ଟ ସମୟ ରହିଥିବା ବେଳେ ରାଜନୈତିକ ପାଣିପାଗ ବେଶ…

Taliban in Afghanistan: ଦୁଇ ଭାରତୀୟଙ୍କୁ ଟେକି ନେଲେ ତାଲିବାନୀ

Taliban in Afghanistan: ନୂଆଦିଲ୍ଲୀ: କାବୁଲରେ (Kabul) ଦୁଇ ଭାରତୀୟଙ୍କୁ (Indian) ଅପହରଣ (Kidnapped) କରିନେଇଛନ୍ତି ତାଲିବାନୀ (Taliban)। ଫଳରେ ତାଲିବାନୀର ଅମାନବୀୟ ତଥା ଅତ୍ୟାଚାରର ଚିତ୍ର ଏବେ ସାମ୍ନାକୁ ଆସିଛି। ତେବେ ମିଳିଥିବା ସୂଚନା ମୁତାବକ କାବୁଲରେ ରହୁଥିବା ୫୦ ବର୍ଷୀୟ…

Oscar Fernandes: ବରିଷ୍ଠ ରାଜନେତା ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ଦେହାନ୍ତ

Oscar Fernandes:ନୂଆଦିଲ୍ଲୀ: କଂଗ୍ରେସର (Congress) ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ (Rajyasabha MP) ଓସ୍କାର ଫର୍ଣ୍ଣାଣ୍ଡିଜଙ୍କର (Oscar Fernandes) ଆଜି ଦେହାନ୍ତ ହୋଇଯାଇଛି। ଗତ ଏକ ମାସ ଧରି ସେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ଫଳରେ ମାଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ…

Rourkela Crime: ଗୋରେ ହତ୍ୟାକାଣ୍ଡ ମାମଲାରେ ଆଉ ଜଣେ ଗିରଫ

Rourkela crime: ରାଉରକେଲା: ସ୍ଥାନୀୟ ରେଳବାଇ କଲୋନୀରେ ଗତ ୧୦ ତାରିଖରେ ଘଟିଥିବା ଜିତେନ୍ଦ୍ର କୁମାର ଶାହ ଓରଫ ଗୋରେ ହତ୍ୟାକାଣ୍ଡ ମାମଲାରେ ପୋଲିସ ଆଜି ଆଉ ଜଣେ ଅଭଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମହମ୍ମଦ ସାହବାଜ ଓରଫ ଫୁକୁନି ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ରକୁ…