Take a fresh look at your lifestyle.
Yearly Archives

2021

Jamtara lootera: ଜାମତରାର ୩ ଲୁଟେରା ଗିରଫ

Jamatara lootera: କଳାହାଣ୍ଡି: ଝାଡଖଣ୍ଡର ଜାମତାର ଜିଲ୍ଲାର ୩ ଜାମତରା ଲୁଟେରାଙ୍କୁ ଗିରଫ କରିଛି । ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଦେଖାଇ ଲୋକମାନଙ୍କୁ ଲୁଟୁଥିବା ନେଇ କଳାହାଣ୍ଡି ପୁଲିସ ସୂଚନା ଦେଇଛି। ତେବେ ଏମାନେ ସମଗ୍ର ଦେଶରୁ ଲୋକମାନଙ୍କୁ ଲୁଟୁଥିବା କଳାହାଣ୍ଡ ବୋଲି ସୋସିଆଲ…

ଶଗଡ଼ରୁ ପଡ଼ିଗଲେ ବିଧାୟକ, ଦେଖନ୍ତୁ ଭିଡ଼ିଓ

Karnatak Congress: ବେଙ୍ଗାଲୁରୁ: ସୋମବାର (ସେପ୍ଟେମ୍ବର 13, 2021) କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା। ପେଟ୍ରୋଲ ଏବଂ ଡିଜେଲର (Oil Price) ମୂଲ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ବିରୋଧୀ କଂଗ୍ରେସର (Congress) ଅନେକ ନେତା ଶଗଡ଼ ଗାଡ଼ିରେ ବିଧାନସଭାରେ…

Taliban in Afghanistan: ମହାବିଦ୍ୟାଳୟ ଛାତ୍ରୀଙ୍କ ପାଇଁ ତାଲିବାନର ଗାଇଡଲାଇନ, କଣ ରହିଛି ନିୟମ ?

Taliban in Afghanistan: କାବୁଲ: ଆଫଗାନିସ୍ତାନରେ (Afghanistan) ସରକାର (Government) ଗଢିବା ପରେ ଦିନକୁ ଦିନ କଠୋର ହେବାରେ ଲାଗିଛି ତାଲିବାନ (Taliban)। ପୂର୍ବରୁ ତାଲିବାନ ଛାତ୍ରୀଙ୍କ ଶିକ୍ଷା (Girls Education) ଉପରେ ରୋକ ଲଗାଇଥିବା ବେଳେ ଏବେ କିନ୍ତୁ ସାମାନ୍ୟ କୋହଳ ନୀତି…

ଧର୍ମଶାଳା BJD ମହିଳା ଦଳର ପଞ୍ଚାୟତ ସଭାନେତ୍ରୀଙ୍କ ନାମ ଘୋଷଣା

ଯାଜପୁର: ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବିଜୁ ମହିଳା ଜନତା ଦଳ ୪୫ଟି ପଞ୍ଚାୟତର ସଭାନେତ୍ରୀଙ୍କ ନାମ ଘୋଷଣା କରିଛି । ଜାରକାସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା ପଞ୍ଚାୟତ ସଭାନେତ୍ରୀଙ୍କ ନାମ…

କେବଳ ନିଶା ପାଇଁ…

ଆନନ୍ଦପୁର: ନିଶା ସେବନ ପାଇଁ ମାଆକୁ କଟୁରୀରେ ଆକ୍ରମଣ କରିଛି ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଖଡିବିଲ ଗ୍ରାମରେ । ଗ୍ରାମର ମଣ୍ଟୁ ଜେନା ଆଜି ସକାଳୁ ନିଶା ଦ୍ରବ୍ୟ କିଣି ସେବନ କରିବା ପାଇଁ ନିଜ ମା ରଙ୍ଗବତୀ ଜେନାଙ୍କୁ ୫୦୦ ଟଙ୍କା ମାଗିଥିଲେ ।…

ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ନିର୍ଭୟା…

ମୁ୍ମ୍ବାଇ: ୩୩ ଘଣ୍ଟାର ଜୀବନ ମରଣ ଯୁଦ୍ଧରେ ହାରି ଯାଇଛନ୍ତି ଆଉ ଜଣେ ନିର୍ଭୟା। ମୁମ୍ବାଇର ସାକିନାକା ଅଞ୍ଚଳରେ ଦୁଷ୍କର୍ମ ଶୀକାର ହୋଇଥିବା ଝଣେ ୩୦ ବର୍ଷୀୟ ମହିଳା ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।…

ରୁପାଣୀଙ୍କ ପରେ କିଏ ?

ମୁଖ୍ୟମନ୍ତ୍ରୀ ଦୌଡ଼ରେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନାଁ ମଧ୍ୟ ରହିଛି। ମନସୁଖ ମାଣ୍ଡଭୀୟ ବର୍ତ୍ତମାନ କେନ୍ଦ୍ରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳୁଛନ୍ତି।

ଆଫଗାନିସ୍ତାନ ପାଇଁ ମୁଣ୍ଡ ଟେକୁଛି ଆଉ ଏକ ବିପଦ

ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ପାଇଁ ଆଉ ଏକ ବିପଦ ମୁଣ୍ଡ ଟେକୁଛି। ସଂଯୁକ୍ତ ରାଷ୍ଟ୍ର ବା ୟୁଏନ (UN) ଚେତାବନୀ ଦେଇ କହିଛି କି ଦେଶରେ ନିକଟ ଭବିଷ୍ୟତରେ ଅନାହାର ମୃତ୍ୟୁ ଓ ଗରିବୀ ଦେଖିବାକୁ ମିଳିବ। ଏହା ସହିତ ସାମାଜିକ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ଭୁଶୁଡ଼ି ପଡ଼ିବ। ୟୁଏନର…

କୋରୋନା କାଳରେ ଶିକ୍ଷାର ବିକଳ ଚିତ୍ର, ୮୦ ପ୍ରତିଶତ ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ

ବିଶେଷ କରି ୧୪ ରୁ ୧୮ ବର୍ଷ ବୟସ ପିଲାମାନେ ଏହି ସମସ୍ୟାର ସମ୍ମୁଖିନ ହୋଇଥିବା ଜଣାପଡ଼ିଛି। ଏପରିକି ପିଲାମାନଙ୍କ ଅଭିଭାବକ ମାନେ ମଧ୍ୟ ଏନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି କି ମହାମାରୀ ପୂର୍ବ ତୁଳନାରେ ପିଲାମାନେ ଖୁବ କମ ଶିଖିଛନ୍ତି ।

୨୪୩ଟି ପଦ ପାଇଁ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ର ନିଯୁକ୍ତି ସୂଚନା

ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ୨୪୩ଟି ସିଟ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଏହି ଆବେଦନ ITI Apprenticeship ପାଇଁ ନିଆଯାଇଛି | ଆବେଦନ ପ୍ରକ୍ରିୟା ୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ କମ୍ପାନୀର ଅଫିସିଆଲ୍…