Take a fresh look at your lifestyle.
Monthly Archives

March 2022

ପୌର ନିର୍ବାଚନ: ଶକ୍ତି ପ୍ରଦର୍ଶନ କରୁଛନ୍ତି ବନ୍ଦିତା

ଭୁବନେଶ୍ୱର: ରାଜ୍ୟରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ହାତରେ ଆଉ ଦୁଇଦିନ। ଦୁଇ ଦିନ ପରେ ଥମିବ ପ୍ରଚାର । ତେବେ ଏହି କମ ସମୟକୁ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି ପ୍ରାର୍ଥୀ। ପ୍ରଚାରକୁ ଜୋରଦାର…

ରାଜନୀତିରେ ଉଚ୍ଚଶିକ୍ଷିତା: ଦଳବଳ ସହ ଶକ୍ତି ଦେଖାଇଲେ ସୁଚିସ୍ମିତା

କଟକ: ପୌର ନିର୍ବାଚନର ପ୍ରଚାରକୁ ହାତରେ ଆଉ ଦିନଟିଏ । ଏଥିପାଇଁ ଭୋଟରଙ୍କ ମନ ଜିଣିବାକୁ ଜୋର ଲଗାଇ ଦେଇଛନ୍ତି ପ୍ରାର୍ଥୀମାନେ। ଏହି କ୍ରମରେ କଟକ ମୁନିସିପାଲିଟି କର୍ପୋରେସନର ୫୯ ନମ୍ବର ଓ୍ୱାର୍ଡର କର୍ପୋରେଟର ପ୍ରାର୍ଥିନୀ ସୁଚିସ୍ମିତା ସାହୁ ପ୍ରଚାରକୁ ଜୋରଦାର କରିଛନ୍ତି। ଏକ ବିଶାଳ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ଏବଂକୋଭିଡ଼ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ରାୟଗଡ଼ାରେ ପିରାମଲ…

ରାୟଗଡା, ୧୭।୩: ଏନଟିଇପି ଓ ପିରାମଲ ସ୍ୱାସ୍ଥ୍ୟର ମିଳିତ ଆନୁକୂଲ୍ୟରେ ରାୟଗଡାର ୭ଟି ବ୍ଲକ ପାଇଁ କଫ ସଂଗ୍ରହ ନିମନ୍ତେ ୭ଟି ଯାନକୁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲାଲମୋହନ ରାଉତରାୟ ଏବଂ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡ. ଶ୍ରବଣ କୁମାର ସାହୁକାରଙ୍କ କରକମଳରେ ଶୁଭାରମ୍ଭ…

ଚିରାଚରିତ ରାଜନୀତିର ବିଚାରଧାରାକୁ ବଦଳାଇବୁ: ବନ୍ଦିତା

ଭୁବନେଶ୍ୱର: ଚିରାଚରିତ ରାଜନୀତିର ଧାରାରେ ଆମେ ନାହୁଁ । କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଆମେ ନିର୍ବାଚନ ମଇଦାନକୁ ଆସିନାହୁ। ଏସବୁର ଉର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ୩୭ ନମ୍ବର ଓ୍ୱାର୍ଡର ସ୍ୱାଧୀନ ପ୍ରାର୍ଥିନୀ ବନ୍ଦିତା ପାଲ। ବନ୍ଦିତା କୁହନ୍ତି…

ନିଜ ସହ ନିଜର ଲଢେଇ: ବନ୍ଦିତା

ଭୁବନେଶ୍ୱର: ସାମୁହିକ ବିକାଶ, ମୌଳିକ ସମସ୍ୟାର ସୁଚାରୁ ସମାଧାନ ଓ ଭାଇଚାରାକୁ ଦୃଢ କରିବା ଲକ୍ଷ୍ୟରେ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି ୩୭ ନମ୍ବର ଓ୍ୱାର୍ଡର ବାସିନ୍ଦା ଅର୍ଜୁନ ବେହେରାଙ୍କ ସହଧର୍ମିଣୀ ବନ୍ଦିତା ପାଲ। ଏହି ଓ୍ୱାର୍ଡରୁ ବନ୍ଦିତା ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ଘରକୁ…

ୟୁରୋପିଆନ ସଂଘରେ ୟୁକ୍ରେନର ଆବେଦନକୁ ମଞ୍ଜୁରୀ, ଘନେଇପାରେ ଯୁଦ୍ଧ’

ନୂଆଦିଲ୍ଲୀ: ୟୁରୋପିଆନ ସଂଘରେ ସାମିଲ ହେବାକୁ ୟୁକ୍ରେନ ପକ୍ଷରୁ କରାଯାଇଥିବା ଆବେଦନକୁ ମଞ୍ଜୁରୀ ମିଳିଛି। ଫଳରେ ୟୁରୋପିଆନ ସଂଘରେ ପ୍ରବେଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଭାରତୀୟ ସମୟ ଅନୁଯାୟୀ ଆଜି ରାତି ୯ଟାରେ ମତଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏହା ପୂର୍ବରୁ…

୩୭ ନମ୍ବର ଓ୍ୱାର୍ଡରେ ପାଳନ ହେଲା ଜାଗର, ପ୍ରସାଦ ବାଣ୍ଟିଲେ ବନ୍ଦିତା

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ। ମନ୍ଦିର ମାଳିନୀ ନଗରରେ ବିଭିନ୍ନ ଶିବାଳୟରେ ଭକ୍ତମାନେ ଖୁସିର ସହ ଜାଗର ପାଳନ କରିଛନ୍ତି। ଭକ୍ତିର ସହ ଶିବଙ୍କ ଉପାସନା କରିଛନ୍ତି। ଏହି କ୍ରମରେ ନୟାପଲ୍ଲୀ ବେହେରାସାହିସ୍ଥିତ ଶିବ ମନ୍ଦିରରେ ମହାଆଡ଼ମ୍ବରରେ ଜାଗର ପର୍ବ ପାଳନ ହୋଇଛି। ମନ୍ଦିରରେ…