Take a fresh look at your lifestyle.
Yearly Archives

2022

କଂଗ୍ରେସର ମୂଳଦୁଆ ଦୃଢ ପାଇଁ ଏମିତି ଯୋଜନା କରିଛନ୍ତି ଥରୁର

ଦେଶରେ ବେରୋଜଗାରୀ ଚରମସୀମାରେ ପହଞ୍ଚିଛି। ଆପଣ ଦରଦାମ ବୃଦ୍ଧି ବାବଦରେ ଜାଣିଛନ୍ତି। ଯେତେବେଳେ ଆମେ ବଜାରକୁ ଯାଉ, ଆମେ ଜାଣୁ ଯେ ଖର୍ଚ୍ଚ କିପରି ବଢୁଛି। ଦେଶରେ ଘୃଣାଭାବ ବ୍ୟାପିବାରୁ ଲୋକେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି। କାରଣ ଆମ ଦେଶରେ ଏକାଠି ଜୀବନଯାପନ କରିବାର ପଦ୍ଧତି ରହିଛି।…

IndvsSA: ଦକ୍ଷିଣ ଆଫ୍ରିକାକୁ ୭ ଓ୍ୱିକେଟରେ ହରାଇଲା ଭାରତ

ରାଞ୍ଚି: ଶ୍ରେୟାସ ଆୟାରଙ୍କ ଅପରାଜିତ ଶତକ ଓ ଇଶାନ କିସାନଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ଭାରତ ଦ୍ୱିତୀୟ ଦିନିକିଆକୁ ସହଜରେ ବିଜୟ ହାସଲ କରିନେଇଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳର ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ଭାରତ ୩ ଓ୍ୱିକେଟ ହରାଇ ମାତ୍ର ୪୫.୫ ଓଭରରେ ବିଜୟ ହାସଲ କରିନେଇଛି।…

କାନ୍ଥରେ ଝୁଲୁଛି କି ବନ୍ଦ ଘଣ୍ଟା, ଆପଣଙ୍କୁ ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ: ମନୁଷ୍ୟ ଜୀବନ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଉଥିବା ସ୍ଥିତି ଉପରେ ବାସ୍ତୁଶାସ୍ତ୍ରରେ ବିସ୍ତାର ଭାବେ ଉଲ୍ଲେଖ ରହିଛି । ଫଳିତ ବାସ୍ତୁରେ କୁହାଯାଇଛି ଯେ, ଯଦି ଆପଣଙ୍କ ଘରେ ବନ୍ଦ ହୋଇଯାଇଥିବା ବା ଭାଙ୍ଗିଯାଇଥିବା କାନ୍ଥ ଘଣ୍ଟା ଅଛି ତେବେ ଆପଣଙ୍କ ଦୁର୍ଭାଗ୍ୟ ଆରମ୍ଭ…

ସଲମାନଙ୍କୁ ହତ୍ୟା ପାଇଁ ନାବାଳକ ଆତଙ୍କୀକୁ ସୁପାରୀ

ମୋହାଲୀ ସ୍ଥିତ ପଞ୍ଜାବ ପୁଲିସ ହେଡକ୍ୱାର୍ଟର ଉପରେ ହୋଇଥିବା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ପୋଲିସ। ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳକ ଆତଙ୍କୀ ରହିଥିବା ନେଇ ସୂଚନା ରହିଥିଲା। ଏହି ନାବାଳକ ଜଣକ ସଲମାନଙ୍କୁ ମାରିବା ପାଇଁ ସୁପାରୀ ଆଉ ଦାୟିତ୍ୱ ଦିଆଯାଇଥିବା…

OLA Auto: ବନ୍ଦ ହୋଇଗଲା ଓଲା ଅଟୋ ସେବା

ବେଙ୍ଗାଲୁରୁରେ ନିୟମ ଅନୁଯାୟୀ ରାପିଡ଼ୋ ତାର ସେବା ଜାରି ରଖିବ। ଯଦି ବି କୌଣସି ମିଥ୍ୟା ଖବର ଗୁଜବ ହୋଇଛି ତାହା ନିଶ୍ଚିତ ପକ୍ଷେ ଅମାନବୀୟ ତଥା ବିରକ୍ତିକର ଘଟଣା ବୋଲି ରାପିଡୋ ପକ୍ଷରୁ କୁହାଯାଇଛି।

Accident: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି

ଚଳିତବର୍ଷ ଶତକଡା 4.01 ପ୍ରତିଶତ ହ୍ରାସ ପାଇଛି। ଜୁଲାଇ 2021 ରେ 399 ଜଣଙ୍କର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ବେଳେ 2022 ଜୁଲାଇ କୁ ଏହା 383 କୁ ଖସି ଆସିଛି।

Tejeswar Parida: ପଦ୍ମ ପୋଖରୀରେ ତେଜେଶ୍ୱରଙ୍କ ଲମ୍ଫ

ଗତକାଲି ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଇମେଲ ଯୋଗେ ସେ ତାଙ୍କ ଇସ୍ତଫା ପତ୍ରକୁ ବିଜେଡ଼ି ସୁପ୍ରିମୋଙ୍କୁ ପଠାଇଥିଲେ। ଏନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ପରେ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ସେ ବିଜେପିରେ ଯୋଗଦାନ କରିଛନ୍ତି।

ସେକ୍ସରୁ ଦୁରେଇ ରହୁଛନ୍ତି କି, ହୋଇପାରେ ଏହି ବଡ଼ ସମସ୍ୟା

ଆପଣମାନେ ଯେତେବେଳେ ପାର୍ଟନର ସହିତ ଦୈହିକ ସମ୍ପର୍କ ସ୍ଥାପନ କରନ୍ତି ସେତେବେଳେ ଆପଣ ନିଜକୁ ବେଶ ହାଲୁକା ଅନୁଭବ କରିଥାନ୍ତି। ବେଶ ଆଶ୍ୱସ୍ତି ଲାଭ କରିଥାନ୍ତି। ଆପଣ ଯେତେବେଳେ ପାର୍ଟନରଙ୍କ ସହିତ ସେକ୍ସ କରିଥାନ୍ତି ସେହି ସମୟରେ ଆପଣଙ୍କ ଶରୀରରେ ହରମୋନ ସୃଷ୍ଟି ହୋଇଥାଏ, ଯାହା ଆପଣଙ୍କୁ ଗାଢ…

Navratri Day 3 Bhog: ମା ଚନ୍ଦ୍ରଘଣ୍ଟାଙ୍କ ନିକଟରେ ଲଗାନ୍ତୁ ସାବୁଦାନାର ପ୍ରସାଦ, ପୂରଣ ହେବ ସମସ୍ତ…

ଦେବୀ ଚନ୍ଦ୍ରଘଣ୍ଟା କ୍ଷୀର ଓ ମାଓ୍ୱରେ ପ୍ରସ୍ତୁତ ମିଠା ପ୍ରସାଦରେ ଲଗାଇବା ଉଚିତ। ତେବେ ମାଙ୍କ ନିକଟରେ ଲଗାଯାଉଥିବା ସାଗୁଦାନା କ୍ଷୀରି କିପରି ପ୍ରସ୍ତୁତ କରିବେ। ଏହି ବ୍ରତ ପାଳନ ସମୟରେ ସାଗୁଦାନାର ବ୍ୟବହାର ବହୁ ପରିମାଣରେ ହୋଇଥାଏ।

Rajsthan Politics: ଗେହଲୋଟଙ୍କ ଷଡ଼ଯନ୍ତ୍ରରୁ କେମିତି ମୁକୁଳିବା ସୋନିଆ

୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ କଂଗ୍ରେସକୁ ନିରାଶ ହେବାରେ ଲାଗିଛି। ୨୦୧୮ରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ନିର୍ବାଚନ ଫଳାଫଳ କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି କରିଥିଲା। ଏହା ବ୍ୟତୀତ କଂଗ୍ରେସକୁ ଅନ୍ୟ କୌଣସି ରାଜ୍ୟରୁ ସେଭଳି ସଫଳତା ମିଳିନଥିବା ଦେଖିବାକୁ ମିଳିଛି।…