Take a fresh look at your lifestyle.
Yearly Archives

2022

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ଏବଂକୋଭିଡ଼ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ରାୟଗଡ଼ାରେ ପିରାମଲ…

ରାୟଗଡା, ୧୭।୩: ଏନଟିଇପି ଓ ପିରାମଲ ସ୍ୱାସ୍ଥ୍ୟର ମିଳିତ ଆନୁକୂଲ୍ୟରେ ରାୟଗଡାର ୭ଟି ବ୍ଲକ ପାଇଁ କଫ ସଂଗ୍ରହ ନିମନ୍ତେ ୭ଟି ଯାନକୁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲାଲମୋହନ ରାଉତରାୟ ଏବଂ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡ. ଶ୍ରବଣ କୁମାର ସାହୁକାରଙ୍କ କରକମଳରେ ଶୁଭାରମ୍ଭ…

ଚିରାଚରିତ ରାଜନୀତିର ବିଚାରଧାରାକୁ ବଦଳାଇବୁ: ବନ୍ଦିତା

ଭୁବନେଶ୍ୱର: ଚିରାଚରିତ ରାଜନୀତିର ଧାରାରେ ଆମେ ନାହୁଁ । କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଆମେ ନିର୍ବାଚନ ମଇଦାନକୁ ଆସିନାହୁ। ଏସବୁର ଉର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ୩୭ ନମ୍ବର ଓ୍ୱାର୍ଡର ସ୍ୱାଧୀନ ପ୍ରାର୍ଥିନୀ ବନ୍ଦିତା ପାଲ। ବନ୍ଦିତା କୁହନ୍ତି…

ନିଜ ସହ ନିଜର ଲଢେଇ: ବନ୍ଦିତା

ଭୁବନେଶ୍ୱର: ସାମୁହିକ ବିକାଶ, ମୌଳିକ ସମସ୍ୟାର ସୁଚାରୁ ସମାଧାନ ଓ ଭାଇଚାରାକୁ ଦୃଢ କରିବା ଲକ୍ଷ୍ୟରେ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି ୩୭ ନମ୍ବର ଓ୍ୱାର୍ଡର ବାସିନ୍ଦା ଅର୍ଜୁନ ବେହେରାଙ୍କ ସହଧର୍ମିଣୀ ବନ୍ଦିତା ପାଲ। ଏହି ଓ୍ୱାର୍ଡରୁ ବନ୍ଦିତା ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ଘରକୁ…

ୟୁରୋପିଆନ ସଂଘରେ ୟୁକ୍ରେନର ଆବେଦନକୁ ମଞ୍ଜୁରୀ, ଘନେଇପାରେ ଯୁଦ୍ଧ’

ନୂଆଦିଲ୍ଲୀ: ୟୁରୋପିଆନ ସଂଘରେ ସାମିଲ ହେବାକୁ ୟୁକ୍ରେନ ପକ୍ଷରୁ କରାଯାଇଥିବା ଆବେଦନକୁ ମଞ୍ଜୁରୀ ମିଳିଛି। ଫଳରେ ୟୁରୋପିଆନ ସଂଘରେ ପ୍ରବେଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଭାରତୀୟ ସମୟ ଅନୁଯାୟୀ ଆଜି ରାତି ୯ଟାରେ ମତଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏହା ପୂର୍ବରୁ…

୩୭ ନମ୍ବର ଓ୍ୱାର୍ଡରେ ପାଳନ ହେଲା ଜାଗର, ପ୍ରସାଦ ବାଣ୍ଟିଲେ ବନ୍ଦିତା

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ। ମନ୍ଦିର ମାଳିନୀ ନଗରରେ ବିଭିନ୍ନ ଶିବାଳୟରେ ଭକ୍ତମାନେ ଖୁସିର ସହ ଜାଗର ପାଳନ କରିଛନ୍ତି। ଭକ୍ତିର ସହ ଶିବଙ୍କ ଉପାସନା କରିଛନ୍ତି। ଏହି କ୍ରମରେ ନୟାପଲ୍ଲୀ ବେହେରାସାହିସ୍ଥିତ ଶିବ ମନ୍ଦିରରେ ମହାଆଡ଼ମ୍ବରରେ ଜାଗର ପର୍ବ ପାଳନ ହୋଇଛି। ମନ୍ଦିରରେ…

ୟୁକ୍ରେନ-ଋଷ ଯୁଦ୍ଧ, ଭାରତରେ ମହଙ୍ଗା ମାଡ଼ !

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବିଶ୍ୱ ବଜାର ଉପରେ ଗୁରୁତର ପ୍ରଭାବ ପକାଇଛି। କରୋନା କାରଣରୁ ବିଶ୍ୱ ଅର୍ଥନୀତି ସଙ୍କଟରେ ପଡିଛି। ଏହା ପରେ ମୁଦ୍ରାସ୍ଫୀତି ବୃଦ୍ଧି ସମସ୍ୟା ଅଧିକ ବଢିବାରେ ଲାଗିଛି। ଏହି ସମୟ ମଧ୍ୟରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ଏବଂ COVID ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଏନଟିଇପି ଓ ପିରାମଲ ସ୍ୱାସ୍ଥ୍ୟ ଆନୁକୁଲ୍ୟରେ ବୁଧବାର ଦିନ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲାଲମୋହନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ଡାଃ ରାଉତରାୟ ଜିଲ୍ଲାରେ…

ନିଜ ସୁରକ୍ଷା ପାଇଁ ଥାନା ର ଦ୍ୱାରସ୍ଥ ହେଲେ ସମିତି ସଭ୍ୟ ପ୍ରାଥୀ

ଅନୁଗୋଳ: ଚଳିତ ତ୍ରିସ୍ତରୀୟ ନିର୍ବାଚନ ରେ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡକପ୍ରସାଦ ଗ୍ରାମର ଜ୍ୟୋତି ପ୍ରସାଦ ରାଉତ ନିଜ ସୁରକ୍ଷା ଦାବି କରିଛନ୍ତି। ଏହି ମର୍ମ ରେ ଆଜି ଶ୍ରୀ ରାଉତ ନିଜ ପରିବାର ଓ ସମର୍ଥକ ଙ୍କ ସହ ମୋଟଙ୍ଗା ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିବା ସହ…

ତାଇଓ୍ୱାନ ଉପରେ ଘନଉଛି ୟୁକ୍ରେନ ସଂକଟ !

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ଘନିଭୁତ ହେବାରେ ଲାଗିଛି। ରୁଷ-ୟୁକ୍ରେନ ସଙ୍କଟ ଉପରେ ଚୀନ୍ କୌଣସି ମତାମତ ଦେବାରୁ ଦୁରେଇ ରଖିଛି। ଗୋଟିଏ ପଟେ ସେ 'ସୁରକ୍ଷା' ଏବଂ ନାଟୋର ଧମକକୁ ନେଇ ଋଷକୁ ସମର୍ଥନ କରୁଥିବା ବେଳେ ଅନ୍ୟ ପଟେ ସେ ୟୁକ୍ରେନକୁ ଦର୍ଶାଇ…