Take a fresh look at your lifestyle.
Yearly Archives

2023

Israel Gaza War: ଗାଜାରେ ଶରଣାର୍ଥୀ ସଂକଟ, ଖାନ ୟୁନିସରେ ପହଞ୍ଚିଲେ ୧୦ ଲକ୍ଷ ଲୋକ

Israel Gaza War: ନୂଆଦିଲ୍ଲୀ: ଯୁଦ୍ଧର ଘନଘଟା ମଧ୍ୟରେ ଗାଜାର ଖାନ ୟୁନିସ ନାମକ ଅଞ୍ଚଳରେ ଏବେ ଶରଣାର୍ଥୀମାନେ ପହଞ୍ଚିବାରେ ଲାଗିଛନ୍ତି। ଉତ୍ତର ଗାଜାରୁ ଜୀବନ ବଞ୍ଚାଇ ଖାନ ୟୁନିସକୁ ଚାଲି ଆସୁଛନ୍ତି ଗାଜାବାସୀ। ଯାହାକିଛି ଘର ସାମଗ୍ରୀ ପାଇଲେ ଉଠାଇ ପାଦରେ ଚାଲି ଚାଲି ଶହ ଶହ କିଲୋମିଟର…

Odisha News: ଓଡ଼ିଶାରେ ମୁଣ୍ଡ ବିନ୍ଧାଇଲାଣି ବେକାରୀ ସମସ୍ୟା, ନିର୍ବାଚନରେ ପାଲଟିବ କି ମୁଦ୍ଦା

କୋଭିଡ୍‍ ପରିସ୍ଥିତି ସମୟରେ ଦେଶରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଯେମିତି ଆନ୍ତର୍ଜାତିକ ସ୍ତରରେ ଆମ ମୁଣ୍ଡ ନୁଆଁଇ ଦେଇଥିଲା, ତାହାକୁ ସମାଧାନ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମ ଭିତରେ ପ୍ରମୁଖ ହେଉଛି ଇ- ଶ୍ରମ ପୋର୍ଟାଲ୍‍। ଦେଶର ଅଣ ସଂଗଠିତ କ୍ଷେତ୍ରରେ ନିୟୋଜିତ…

Israeli War: ୪୦ ଶିଶୁଙ୍କୁ ହତ୍ୟା କଲେ ହାମାସ ଆତଙ୍କବାଦୀ, ଏଭଳି ପ୍ରତିକ୍ରିୟା ରଖିଲା ଇଜ୍ରାଏଲ

Israeli War: ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପାଲେଷ୍ଟାଇନ ସଂଗଠନ ହାମାସର ନିଷ୍ଠୁର ଚେହେରାକୁ ବିଶ୍ୱ ଆଗରେ ପ୍ରକାଶ କରିଛନ୍ତି। ସେ ହାମାସକୁ କଡ଼ା ଟାର୍ଗେଟ କରି ଏହାକୁ ଆଇଏସଆଇଏସ (ଇସଲାମିକ ଷ୍ଟେଟ) ଠାରୁ ଖରାପ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ…

ଭିକେ ପାଣ୍ଡିଆନଙ୍କୁ କାଳିମାଡ଼, ମୁହଁ ପୋଛିଦେଲେ ପୁରୀ ମାଉସୀ

୫ଟି ସଚୀବଙ୍କ ସମେତ କାଳୀ ମାଡର ଶିକାର ହୋଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା (puri collector samarth verma)। ଜିଲ୍ଲାପାଳଙ୍କ ମୁହଁ ସମେତ ଡ୍ରେସରେ କାଳୀ ଦାଗର ଛିଟା ଲାଗିଥିବା ଦେଖିବାକୁ ମିଳିଛି ।

Jeera price: ଜୀରା ପାଲଟିଛି ହୀରା, ଜାଣନ୍ତୁ କେମିତି ବଢିଛି ବଜାର ଦର

Jeera Price: ଜିରା ଦର ବୃଦ୍ଧି ଘରୋଇ ଏବଂ ବିଶ୍ୱ ବଜାରରେ ଏହାର ଚାହିଦା ବୃଦ୍ଧି ଯୋଗୁଁ ହୋଇଛି। ଜିରା ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନରେ ରହିଛି। ଗୁଜୁରାଟ ଏବଂ ରାଜସ୍ଥାନରେ ଜିରା ଉତ୍ପାଦନ ସର୍ବାଧିକ। ଅବଶ୍ୟ ଅଦିନିଆ ବର୍ଷା ଏବଂ କୁଆପଥର ବର୍ଷାରେ ଉତ୍ପାଦନ ହ୍ରାସ ପାଇଛି, ଯାହା ଜିରା…

ଆଜିର ଦିନରେ ଜନ୍ମ ନେଇଥିବା ମୋବାଇଲ, ଜାଣିଛନ୍ତି କି ବିଶ୍ୱର ପ୍ରଥମ ମୋବାଇଲର ଦାମ କେତେ ଥିଲା ?

Mobile news in odia: ନୂଆଦିଲ୍ଲୀ: ୩ ଏପ୍ରିଲ ୧୯୭୩, ନ୍ୟୁୟର୍କ ସିଟି, ଆମେରିକା। ମୋଟୋରୋଲା କମ୍ପାନୀର କର୍ମଚାରୀ ମାର୍ଟିନ କପୁର୍ ୧ କିଲୋଗ୍ରାମ ଓଜନ ବିଶିଷ୍ଟ ବେତାର ଉପକରଣ ନେଇ ରାସ୍ତାରେ ଠିଆ ହୋଇଥିଲେ। ସେ ଏହାକୁ କାନରେ ରଖି ନ୍ୟୁ ଜର୍ସିର ବେଲ ଲ୍ୟାବ ମୁଖ୍ୟାଳୟରେ ତାଙ୍କ…

ipl 2023: ୩ଟି ଦଳ ଜିତିଛନ୍ତି ସେମାନଙ୍କର ଓପନିଂ ମ୍ୟାଚ୍, ଜାଣନ୍ତୁ କିଏ ଅଛି ଶୀର୍ଷରେ?

IPL 2023: ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୩ ଟି ମ୍ୟାଚ୍ ଖେଳାଯାଇଛି । ଗତ ସିଜନରେ ଡେବ୍ୟୁ କରିଥିବା ଉଭୟ ଗୁଜୁରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛନ୍ତି । ଆଇପିଏଲ୍ ୨୦୨୩ ର ଉଦଘାଟନୀ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ଗୁଜୁରାଟ ଟାଇଟାନ୍ସ…