Take a fresh look at your lifestyle.

BHIM App ରୁ ରୋଜଗାର କରନ୍ତୁ ଲକ୍ଷାଧିକ ଟଙ୍କା, କିପରି ଜାଣନ୍ତୁ

ଡିଜିଟାଲ ଯୁଗରେ BHIM Appରୁ ଆପଣ କଣ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି। ଯଦି ହଁ ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।ଡିଜିଟାଲ ଯୁଗରେ ବେଶ ଏକ ବିପ୍ଳବ ଆଣିଛି ଏବଂ ଟେକ୍ନୋଲୋଜି ହେତୁ ଏହା ଅନଲାଇନ୍ ସେବାଗୁଡିକ ବିଭିନ୍ନ କ୍ଷେତ୍ର ଗ୍ରହଣ…

prime minister mann ki baat programme: ଡିଜିଟାଲ କାରବାର ଦେଶର ଅର୍ଥନୀତିରେ ଆଣିଛି ସ୍ୱଚ୍ଛତା

Prime Minister mann ki baat programme:ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ମନ କି ବାତ କାର୍ଯ୍ୟକ୍ରମରେ ନିଜର ଭାବନା ବାଣ୍ଟିଛନ୍ତି। ସେ କହିଛନ୍ତି ଯେ ଡିଜିଟାଲ କାରବାର ଦେଶର ଅର୍ଥନୀତିରେ ସ୍ୱଚ୍ଛତା ଏବଂ ପାରଦର୍ଶିତା ଆଣୁଛି। ଏହି କାରଣରୁ ଦୁର୍ନୀତି ଓ…

ଘରେ ଚାଉଳ ସରିଯାଇଛି କି ? ତୁରନ୍ତ ଆଣନ୍ତୁ… ନହେଲେ ଦେଖାଦେଇପାରେ ଏହି ସବୁ ସମସ୍ୟା

ପ୍ରତିଟି ନାଗରିକ ଘରେ ସୁଖ, ସମୃଦ୍ଧି, ଧନ ଓ ଯଶ ଚାହାନ୍ତି। ଆଉ ଏଥିପାଇଁ ବିଭିନ୍ନ ପ୍ରକାର ଉପାୟ ମଧ୍ଯ ଆପଣେଇଥାନ୍ତି ସେମାନେ। ମା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ବିଶ୍ୱାସ କରାଯାଏ ଯେ ଯଦି ମାତା ଲକ୍ଷ୍ମୀ ଯଦି କାହା…

Health Tips:ଆପଣଙ୍କୁ ସୁସ୍ଥ ରଖିବ ଏହି ଆୟୁର୍ବେଦିକ ପାନୀୟ

Health Tips:ଆପଣଙ୍କ ଶରୀରରେ ଯଦି ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ତେବେ ଆପଣ ଖୁବ ଶୀଘ୍ର ରୋଗାକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେବେ ଏହି ସମ୍ଭାବନା କୋରୋନା କାଳରେ ସବୁଠାରୁ ଅଧିକ ରହିଥାଏ। ଏହା ସହିତ ଋତୁ ପରିବର୍ତ୍ତନ ସମୟରେ ମଧ୍ୟ ଦେଖାଦେଇଥାଏ । ସାଧାରଣତଃ ଭାବେ ଆପଣ ଏହି ସମୟ…

Chief Reporter Arindam Das death: OTVର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

Chief Reporter Arindam Das death: ଭୁବନେଶ୍ବର: ମୁଣ୍ଡଳୀ ବ୍ୟାରେଜରେ ଆଜି (ଶୁକ୍ରବାର) ଏକ ହାତୀପଲ ଭାସିଯାଇ ଲାଗିଥିବା ନେଇ ଖବର ଆସିଥିଲା। ଏହି ଖବର ସଂଗ୍ରହ କରିବା ସମୟରେ ଯୁବ ଦୁଃସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି। ହାତୀପଲକୁ ଉଦ୍ଧାର କରିବାକୁ…

Pakistan Security: ପାକିସ୍ତାନର ସୁରକ୍ଷା କର୍ମୀ ଖାଇଗଲେ ୨୭ ଲକ୍ଷର ବିରିଆନୀ, ବିଲ୍କୁ ନେଇ ପ୍ରଶାସନର…

Pakistan Security: ଲାହୋର: ନିକଟରେ ପାକିସ୍ତାନ ଆସିଥିବା ନ୍ୟୁଜିଲାଣ୍ଡ ଦଳ ସୁରକ୍ଷା କାରଣ ଦେଖାଇ ଗସ୍ତ ବାତିଲ କରିଥିଲା। ଫଳରେ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲା ପାକିସ୍ତାନ। ତେବେ ସେ ଯାହା ବି ହେଉ, ସ୍ବଳ୍ପ ସମୟ ପାଇଁ ନ୍ୟୁଜିଲାଣ୍ଡର କ୍ରିକେଟ ଖେଳାଳି ପାକିସ୍ତାନରେ…

Narendra Giri death Mistry: କିଏ ଏହି ବଲବୀର ଗିରି ? ମହନ୍ତ ନରେନ୍ଦ୍ରଙ୍କ ମୃତ୍ୟପରେ ରହିଛନ୍ତି…

Narendra Giri death Mistry: ...ବଲବୀର ଗିରି, ଆଖରା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସୁଇସାଇଡ଼ ନୋଟରେ ଯାହାର ନାମ ଉତ୍ତରାଧିକାରୀ ଭାବରେ ନିଆଯାଇଛି। ତେବେ ଏହି ବଲବୀର ଗିରି କିଏ ଏବଂ ନରେନ୍ଦ୍ର ଗିରିଙ୍କ ସହ ତାଙ୍କର ସମ୍ପର୍କ କ’ଣ? ଉତ୍ତରାଧିକାରୀ ପ୍ରସଙ୍ଗରେ ସେ ଏବଂ…

Dharmendra Pradhan letter to AP CM: ଧର୍ମେନ୍ଦ୍ରଙ୍କ ଚିଠିରେ ଜଗନ ମୋହନଙ୍କ ପାଇଁ କଣ ରହିଛି…

Dharmendra Pradhan letter to AP CM: ନୂଆଦିଲ୍ଲୀ: ପଡ଼ୋଶୀ ଆନ୍ଧ୍ରପ୍ରଦେଶର ସହିତ ଓଡ଼ିଶାର ସୀମା ବିବାଦ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି। ବାରମ୍ବାର ପଡ଼ୋଶୀ ଆନ୍ଧ୍ରର ଅଧିକାରୀ, ନେତା ପ୍ରମୁଖ ଓଡ଼ିଶା ମାଟିରେ ଧସେଇ ପଶୁଛନ୍ତି। ଏପରିକି ଓଡ଼ିଶାର ଲୋକ, ପ୍ରଶାସନିକ ଅଧିକାରୀ ଓ…

CM Naveen Patnaik visit Balangir: ବଲାଙ୍ଗୀରରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

CM Naveen Patnaik visit Balangir: ବଲାଙ୍ଗୀର: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । ଫଳରେ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପ୍ରାୟ ୮୨୮ କୋଟି ଟଙ୍କାର ୧୨୮ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଟିଟିଲାଗଡ଼, ପାଟଣାଗଡ଼ ଓ…

Drain Tragedy in Bhubaneswar: ଟିଉସନ ବାହାରିଥିଲା, ଡ୍ରେନରେ ଭାସି ଯାଇ ନାବାଳିକ ନିଖୋଜ

Drain Tragedy in Bhubaneswar: ଭୁବନେଶ୍ବର: ଲଘୁଚାପ ଜନିତ ପ୍ରବଳ ବର୍ଷା ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ। ଜଣେ ଦଶମ ଶ୍ରେଣୀର ଛାତ୍ରୀ ଟିଉସନ ଯାଉଥିବା ସମୟରେ ମୁକୁଳା ଡ୍ରେନରେ ଭାସି ଯାଇଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି…