Take a fresh look at your lifestyle.

BH Series Number Plate: BH ନମ୍ବର ପାଇଁ ଆବେଦନ କରିବେ କିପରି, ଜାଣନ୍ତୁ ସମ୍ପୂର୍ଣ୍ଣ…

BH Series Number Plate: ନୂଆଦିଲ୍ଲୀ: ସରକାର ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ ନମ୍ବର ପାଇଁ BH ନମ୍ବର ସିରିଜ ଆରମ୍ଭ କରିଛନ୍ତି। BHର ଅର୍ଥ ଭାରତ। ଗାଡ଼ି ଗୁଡ଼ିକର ନମ୍ବର ପ୍ଲେଟରେ ଆପଣ ମାନେ ବିଶେଷ କରି ରାଜ୍ୟ ଗୁଡ଼ିକର କୋଡ଼ ଦେଥିଥିଲେ। ସେହି କୋଡ଼ ଅନୁଯାୟୀ ଗାଡ଼ିଟି କେଉଁ ରାଜ୍ୟର…

Manorama Mohapatra: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ବିଲୀନ ହେଲେ ମନୋରମା ମହାପାତ୍ର

Manorama Mohapatra: ପୁରୀ: ବିଶିଷ୍ଟ ଓଡିଆ ସାହିତ୍ୟିକା ତଥା ଶତବାର୍ଷିକୀ ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦିକା ସମାଜସେବୀ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।…

Punjab New Chief Minister: ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ !

Punjab New Chief Minister: ଚଣ୍ଡିଗଡ଼: ପଞ୍ଜାବରେ (Punjab) ରାଜନୈତିକ ଅସ୍ଥିରତା (Political Crisis) ମଧ୍ୟରେ କଂଗ୍ରେସ (Congress) ତାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ବିଧାୟକ ଦଳ ନେତା ଦୌଡ଼ରେ ସୁଖଜିନ୍ଦର ସିଂହଙ୍କ…

Sonu Sood Income Tax Raid: ସୋନୁଙ୍କ ବିରୋଧରେ ୨୦ କୋଟି ଟଙ୍କା ଆୟକର ଚୋରି ଅଭିଯୋଗ

Sonu Sood Income Tax Raid:ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ନେଇ ଆୟକର ବିଭାଗ ଅଭିଯୋଗ କରିଛି । ତେବେ ଏହି ମାମଲାକୁ ନେଇ ଭବିଷ୍ୟତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ ସିବିଆଇ ସମେତ ଗୃହ…

Babul Supriyo Joins TMC:ତୃଣମୂଳ କଂଗ୍ରେସରେ ମିଶିଲେ ବାବୁଲ ସୁପ୍ରିୟୋ

Babul Supriyo Joins TMC: ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ବାବୁଲ ସୁପ୍ରିୟୋ (Babul Supriyo) ଆଜି ତୃଣମୂଳ କଂଗ୍ରେସରେ (TMC) ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ସେ ରାଜନୀତି ଛାଡ଼ିଦେବେ ବୋଲି ଘୋଷଣା କରିଥିବା ବେଳେ ଆଜି ତୃଣମୂଳରେ ସାମିଲ ହୋଇ ସମସ୍ତଙ୍କୁ…

Punjab Congress Crisis: ପଞ୍ଜାବ କଂଗ୍ରେସରେ କମ୍ପନ: ଅମରିନ୍ଦରଙ୍କ ପରେ କିଏ ?

ଚଣ୍ଡିଗଡ଼: ପଞ୍ଜାବ (Punjab) ମୁଖ୍ୟମନ୍ତ୍ରୀ (Chief Minister) କ୍ୟାପଟେନ ଅମରିନ୍ଦର ସିଂହ (Captain Amarinder Singh) ଆଜି ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କୁ (Governor) ଭେଟି ସେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି। ସନ୍ଧ୍ୟାରେ ରାଜ୍ୟପାଳ ଭବନରେ ନିଜ ସମର୍ଥକ…

Hirakud Water reservoir: ହୀରାକୁଦର ଜଳସ୍ତର ସ୍ଥିର

Hirakud Water reservoir: ସମ୍ବଲପୁର: ହୀରାକୁଦକୁ ଏବେ କମ ପରିମାଣର ଜଳ ପ୍ରବେଶ କରୁଛି। ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବା ବେଳେ ହୀରାକୁଦ ଜଳ ଭଣ୍ଡାରକୁ ମଧ୍ୟ କମ ପରିମାଣର ଜଳ ଆସୁଥିବା ଜଣାପଡ଼ିଛି। ସେପଟେ ହୀରାକୁଦରେ ଜଳସ୍ତର ବର୍ତ୍ତମାନ ସ୍ଥିର ରହିଛି। ବର୍ତ୍ତମାନ ହୀରାକୁଦ…

Jajpur Accident: ଗ୍ୟାସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର

Jajpur Accident: ଯାଜପୁର: ଜାତୀୟ ରାଜପଥ ୧୬ କଡେଇ ଛକ ନିକଟରେ ଗ୍ୟାସ ଗାଡି ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡ଼ିଛି। ଏକ ବାଇକକୁ ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ହୋଇ ଚିିକିତ୍ସାଧିନ ଥିବା ଜଣାପଡ଼ିଛି। ସେପଟେ ଦୁର୍ଘଟଣା ପରେ ଗ୍ୟାସ ଗାଡିରୁ ଜାତୀୟ ରାଜପଥରେ ଗ୍ୟାସ ଲିକ ହେଉଥିବା…

Covid Data: ଦେଶରେ କୋରୋନା ମୃତ୍ୟୁ ୪୯ ଲକ୍ଷ : ତଥ୍ୟ

Covid Data: ନୂଆଦିଲ୍ଲୀ: କରୋନା ମହାମାରୀ ଦେଶରେ ଅନେକ କ୍ଷତି ଘଟାଇଛି। ସରକାରୀ ଆକଳନ ଅନୁଯାୟୀ, ଏପର୍ଯ୍ୟନ୍ତ କରୋନା ଯୋଗୁଁ ଚାରି ଲକ୍ଷ ୪୪ ହଜାର ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଅର୍ଥନୀତିଜ୍ଞଙ୍କ ଏକ ଟିମ୍ ଅଧ୍ୟୟନ ଆଧାରରେ ଏକ ନୂତନ ତଥ୍ୟ ସାମ୍ନାକୁ…

Biju Swasthya Card: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

Biju Swasthya Card: ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତ ପରେ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ଆଜି ଜିଲ୍ଲାର ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ…