Take a fresh look at your lifestyle.

ରୁପାଣୀଙ୍କ ପରେ କିଏ ?

ମୁଖ୍ୟମନ୍ତ୍ରୀ ଦୌଡ଼ରେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନାଁ ମଧ୍ୟ ରହିଛି। ମନସୁଖ ମାଣ୍ଡଭୀୟ ବର୍ତ୍ତମାନ କେନ୍ଦ୍ରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳୁଛନ୍ତି।

ଆଫଗାନିସ୍ତାନ ପାଇଁ ମୁଣ୍ଡ ଟେକୁଛି ଆଉ ଏକ ବିପଦ

ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ପାଇଁ ଆଉ ଏକ ବିପଦ ମୁଣ୍ଡ ଟେକୁଛି। ସଂଯୁକ୍ତ ରାଷ୍ଟ୍ର ବା ୟୁଏନ (UN) ଚେତାବନୀ ଦେଇ କହିଛି କି ଦେଶରେ ନିକଟ ଭବିଷ୍ୟତରେ ଅନାହାର ମୃତ୍ୟୁ ଓ ଗରିବୀ ଦେଖିବାକୁ ମିଳିବ। ଏହା ସହିତ ସାମାଜିକ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ଭୁଶୁଡ଼ି ପଡ଼ିବ। ୟୁଏନର…

କୋରୋନା କାଳରେ ଶିକ୍ଷାର ବିକଳ ଚିତ୍ର, ୮୦ ପ୍ରତିଶତ ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ

ବିଶେଷ କରି ୧୪ ରୁ ୧୮ ବର୍ଷ ବୟସ ପିଲାମାନେ ଏହି ସମସ୍ୟାର ସମ୍ମୁଖିନ ହୋଇଥିବା ଜଣାପଡ଼ିଛି। ଏପରିକି ପିଲାମାନଙ୍କ ଅଭିଭାବକ ମାନେ ମଧ୍ୟ ଏନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି କି ମହାମାରୀ ପୂର୍ବ ତୁଳନାରେ ପିଲାମାନେ ଖୁବ କମ ଶିଖିଛନ୍ତି ।

୨୪୩ଟି ପଦ ପାଇଁ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ର ନିଯୁକ୍ତି ସୂଚନା

ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ୨୪୩ଟି ସିଟ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଏହି ଆବେଦନ ITI Apprenticeship ପାଇଁ ନିଆଯାଇଛି | ଆବେଦନ ପ୍ରକ୍ରିୟା ୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ କମ୍ପାନୀର ଅଫିସିଆଲ୍…

ଭାରତରେ ବ୍ୟବସାୟ ବନ୍ଦ କରିବ ଫୋର୍ଡ !

ନୂଆଦିଲ୍ଲୀ: ଆମେରିକୀୟ ଅଟୋମୋବାଇଲ୍ କମ୍ପାନୀ ଫୋର୍ଡ ଏହାର ଯାନ ଉତ୍ପାଦନ କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ବଜାରରେ ଫୋର୍ଡ ଦୀର୍ଘ ସମୟ ଧରି ବ୍ୟବସାୟରେ କ୍ଷତି ସହି ଆସୁଛି। କୋଭିଡ ପରେ କମ୍ପାନୀର ସ୍ଥିତି ଆହୁରି ଖରାପ ହୋଇ ଯାଇଛି। କମ୍ପାନୀର ଗାଡି ବିକ୍ରିରେ ମଧ୍ୟ…

କୋରୋନା ଚିକିତ୍ସା ବିଲ ଦେଢ କୋଟି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ (New Delhi) ବେସରକାରୀ ଡାକ୍ତରଖାନାର (Hospital) ମନମାନୀର ଏକ ନମୂନା ସାମ୍ନାକୁ ଆସିଛି। ଦିଲ୍ଲୀର ସାକେତ ଅଞ୍ଚଳରେ ଥିବା ଏକ ବେସରକାରୀ ଡାକ୍ତରଖାନା ମ୍ୟାକ୍ସ ଡାକ୍ତଖାନାରୁ (Max Hospital) ଆସିଛି ଏଭଳି ଏକ ଅଭାବନୀୟ ଚିତ୍ର। ମ୍ୟାକ୍ସ ହସ୍ପିଟାଲ…

ପାକିସ୍ତାନୀ ବିରୋଧୀ ରାଲି ଉପରକୁ ତାଲିବାନର ଗୁଳି

କାବୁଲ: ପାକିସ୍ତାନକୁ ବିରୋଧ କରି ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବଡ଼ଧରଣର ରାଲି ବାହାରିଥିବା ଦେଖିବାକୁ ମିଳିଥିଲା। ପଞ୍ଜଶିର ଦଖଲ ଅଭିଯାନରେ ତାଲିବାନକୁ ସହାୟତା ଯୋଗାଇ ଆସୁଛି ପାକିସ୍ତାନ। ଆଉ ଏହାକୁ ବିରୋଧ କରି ଆଜି ଆଫଗାନ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ରାଲି…

୯/୧୧ରେ ସରକାର ଗଢିବ ତାଲିବାନ !, ଆମେରିକାକୁ ଦେବ ଚେତାବନୀ

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ତାଲିବାନ ସରକାର ଗଢିବାକୁ ଯାଉଛି । ଏନେଇ ତାଲିବାନର ଶୀର୍ଷ ନେତୃତ୍ବଙ୍କର ଘନ ଘନ ବୈଠକ ବସୁଥିବା ଦେଖିବାକୁ ମିଳିଛି। ତେବେ ଏହା ମଧ୍ୟରେ ଆସନ୍ତା ୧୧ ତାରିଖରେ ତାଲିବାନ ନୂଆ ସରକାର ଗଢିବା ନେଇ ଆଳୋଚନା ଜୋର ଧରିଛି । ଏହି ଦିନ ସେ ସରକାର ଗଠନ କରି…

ବଢିଲା ଲକ୍ସ, ରିନ ସାବୁନର ଦର

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ କଲବଲ ହେଉଛି ସାଧାରଣ ଜନତା। ତୈଳଦର ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ ବ୍ୟବହୃତ ପ୍ରାୟ ସମସ୍ତ ସାମଗ୍ରୀର ଦର ଏବେ ଆକାଶଛୁଆଁ। ଆଉ ଏହାରି ମଧ୍ୟରେ ଆସିଛି ମୁଣ୍ଡ ବିନ୍ଧାଇଲା ଭଳିଆ ଖବର। ସାବୁନ, ଡିଟରଜେଣ୍ଟର ଦର ମଧ୍ୟ ବୃଦ୍ଧି ପାଇଛି। ଦେଶର ସବୁଠୁ ବଡ଼…