Take a fresh look at your lifestyle.

Tokyo Paralympics: ଟୋକିଓ ମାଟିରେ ଓଡ଼ିଶାର ଟେକ ରଖିଲେ ପ୍ରମୋଦ, ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଟୋକିଓ ମାଟିରେ (Tokyo Olympics2020) ସ୍ବର୍ଣ୍ଣାକ୍ଷରରେ ଇତିହାସ ଲେଖିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ (Pramod Bhagat)। ଟୋକିଓ ପାରା ଅଲମ୍ପିକରେ (Tokyo Paralympics) ବ୍ୟାଡ଼ମିଣ୍ଟନ (Badminton) ଇଭେଣ୍ଟରେ ସ୍ବର୍ଣ୍ଣପଦକ ହାତେଇଛନ୍ତି ପ୍ରମୋଦ । ଆଜିର ଖେଳାଯାଇଥିବା…

ଜୀବନ ବଞ୍ଚାଇବା ପାଇଁ ବାଜିରେ ଲାଗୁଛି ଜୀବନ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ (Afghanistan) ଉଦ୍ଧାର ପାଇଁ ଯେତେବେଳେ ଆଫଗାନୀ ମହିଳା (Afghani Women) ନେହୁରା ହେଉଥିଲେ, ସେହି ସମୟର କିଛି ଖଳ ମଣିଷ ଏହାର ଭରପୁର ଫାଇଦା ନେବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ । କିଛି ଖଳ ମଣିଷ କ୍ୟାମ୍ପରେ ରହିଥିବା ମହିଳାମାନଙ୍କୁ ବିବାହ କରିବାକୁ…

ଜାଗମରାରେ ଫୁଟିଲା ଗୁଳି, କାରଣ ଜାଣିଲେ ଆପଣ ବି …

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଦିନ ଦ୍ବିପ୍ରହରରେ ବି ହତ୍ୟାକାଣ୍ଡକୁ ସଫଳ ରୂପାୟନ ଦେଉଛନ୍ତି ଅପରାଧୀମାନେ । କମିଶନରେଟ ପୁଲିସ ମଧ୍ୟ ସେମାନଙ୍କୁ ଖୋଜି ଖୋଜି ହାଜତ ଭିତରେ ପୁରାଉଛନ୍ତି । ତେବେ ଆଜି ରାଜଧାନୀର ଛାତି ଉପରେ ଆଉ ଏକ ଘଟଣା ଘଟିଛି,…

ମାନବବାଦ ସଂଗଠନର ମୁଖିଆ ମାନସ ଗିରଫ

ଭୁବନେଶ୍ବର: ମାନବବାଦ ସଂଗଠନର (Manababad Sangathan) ମୁଖ୍ୟ ତଥା ଓକିଲ ମାନବ ଦାସ (Manas Das) ଙ୍କୁ ଆଜି ଉଠାଇ ନେଇଛି ପୁଲିସ । ସହିଦନଗରସ୍ଥିତ ତାଙ୍କ ବାସଭବନରୁ ପୁଲିସ ଗିରଫ କରିଥିବା ସୂଚନା ରହିଛି । ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗରେ ପୁଲିସ ମାନସକୁ ଗିରଫ କରିଥିବା…

ମୁଲ୍ଲା ହେବତୁଲ୍ଲା ଆଖୁନଜାଦା ହେବେ ଶୀର୍ଷ ନେତା, ବଦଳିବ ଆଫଗାନିସ୍ତାନର ନାଁ

ନୂଆଦିଲ୍ଲୀ: ଦୀର୍ଘ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ଏବେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ (Afghanistna) ଉପରେ ତାଲିବାନ (Talinban) ନିଜର ଆଧିପତ୍ୟ ଜାହିର କରିଛି । ଆଫଗାନିସ୍ତାନର ତାଲିବାନର ସଦସ୍ୟ ମୁଲ୍ଲା ହେବତୁଲ୍ଲହା ଆଖୁନଜାଦା (Mullah Haibatullah Akhunzada) ହେବେ ସର୍ବୋଚ୍ଚ…

ମାସକରେ ଯାଇଛି ୧୬ ଲକ୍ଷ ଚାକିରି !

ନୂଆଦିଲ୍ଲୀ: ଦେଶରେ ଜିଡ଼ିପି (GDP) ରେକର୍ଡ ଭାଙ୍ଗିଛି । ଜିଏସଟି ସଂଗ୍ରହରେ ମଧ୍ୟ ବେଶ ସକରାତ୍ମକ ଫଳାଫଳ ରହିଛି । କିନ୍ତୁ ଏହାରି ମଧ୍ୟରେ ଏକ ଚିନ୍ତା ବଢାଇବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି । ଦେଶରେ କୋରୋନା (CORONA) କାଳରେ କୋଟି କୋଟି ଲୋକ ବେରୋଜଗାର ହୋଇ ପଡ଼ୁଥିବା ଖବର ସାମ୍ନାକୁ…

CM ନବୀନଙ୍କ ଦୂରଦୃଷ୍ଟିକୁ OSLର ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କ୍ରୀଡା ପ୍ରତିଥିବା ଦୂରଦୃଷ୍ଟିକୁ ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (OSL) ପ୍ରଶଂସା କରିଛି। ଜାତୀୟ କ୍ରୀଡା ଦିବସ ଅବସରରେ କମ୍ପାନୀ, ଓଡିଶା ସରକାରଙ୍କୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅବଧିକୁ ବଢାଇବା ପାଇଁ ନେଇଥିବା ନିଷ୍ପତ୍ତି…

ପୁରୁଣା ନୋଟ ଅଛି କି !, ଧନୀ କରାଇବ ନୋଟର ଲକି ନମ୍ବର!

ନୂଆଦିଲ୍ଲୀ: ଶୀର୍ଷକ ଶୁଣି କେହି ନା କେହି ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଘଟଣାଟି ସତ। ଆପଣଙ୍କ ପାଖରେ ଯଦି ପୁରୁଣା କଏନ କିମ୍ବା ନୋଟ ଅଛି ତେବେ ଆପଣଙ୍କୁ ଲକ୍ଷପତି କରିବାର ସମ୍ଭାବନା ଅନେକ ରହିଛି । ଯଦି ଆପଣଙ୍କର ଏପରି ମୁଦ୍ରା କିମ୍ବା ନୋଟ୍ ଅଛି, ତେବେ ଆପଣ ଏହାର ପ୍ରତିବଦଳରେ ଲକ୍ଷ ଲକ୍ଷ…

ଆଫଗାନିସ୍ତାନର ସ୍ଥିତିକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରେ ଆଫଗାନିସ୍ତାନକୁ (Afghanistan) ଦଖଲ କରିଛି ତାଲିବାନ (Taliban)। ଏହି ଦଖଲ ପରେ ଦେଶରେ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳିଛି। ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧ ପରେ ଆଫଗାନିସ୍ତାନରୁ (Afghanistan) ଆମେରିକା (America)…