Take a fresh look at your lifestyle.

ଆଫଗନ ସିନେ ନିର୍ଦ୍ଦେଶକଙ୍କ କୋହଭରା ଚିଠି: ଆଶ୍ବାସନା ଦିଅ ନାହିଁ, ସାହାଯ୍ୟ ପାଇଁ ବିଶ୍ବସ୍ତରରେ ସ୍ବର…

ନୂଆଦିଲ୍ଲୀ: ତାଲିବାନ (Taliban) କବଳରେ ଆଫଗାନିସ୍ତାନ (Afghanistan। ମହିଳା ଠାରୁ ଆରମ୍ଭ କରି ଛୁଆଙ୍କ ପର୍ଯ୍ୟନ୍ତ, ଖେଳାଳିଙ୍କ ଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ଶିଳ୍ପପତି ବର୍ତ୍ତମାନ ନିଜ ଜୀବନକୁ ନେଇ ଦ୍ବନ୍ଦରେ ରହିଛନ୍ତି । ଏଭଳି କ୍ଷେତ୍ରରେ ଜଣେ…

ସୀମାରେ ଆଫଗାନ ନାଗରିକ-ପାକିସ୍ତାନ ସେନା ମୁହାଁମୁହିଁ

କାବୁଲ: ଆଫଗାନିସ୍ତାନର (Afghanistan) ଅଧିକାଂଶ ଅଞ୍ଚଳ ଏବେ ତାଲିବାନି (Taliban Army) ସେନା କବଳରେ । ଫଳରେ ତାଲିବାନ ଅକ୍ତିଆର କରିଚାଲିଥିବା ଅଞ୍ଚଳରୁ ଆଫଗାନ ନାଗରିକମାନେ (Afghanistan Civilian)  ଦେଶ ଛାଡ଼ି ଚାଲିଯାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ…

ଇତିହାସରେ ସ୍ବର୍ଣ୍ଣିମ ନାଁ ଲେଖିଲେ ନିରଜ

ନୂଆଦିଲ୍ଲୀ: ଆଥେଲିଟିକ୍ସରେ ଇତିହାସ ରଚିଛି ଭାରତ । ୧୨୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଜାଭେଲିନ ଥ୍ରୋରେ (ଆଥେଲିଟିକ୍ସରେ ପ୍ରଥମ) ସ୍ବର୍ଣ୍ଣ ପଦକ ହାତେଇଛି ଭାରତ (India)। ଏହି ପଦକ ହାତେଇବା ସହିତ ଭାରତକୁ ଗୌରବାନ୍ବିତ କରିଛନ୍ତି ଭାରତର ଜାଭେଲିନ ଥ୍ରୋୟର (Javelin Thorwer) ନିରଜ…

ବନ୍ଦ ହୋଇପାରେ ଭୋଡ଼ାଫୋନ-ଆଇଡିଆ, ଦେବାଳିଆ ହେବେ ୮ ବ୍ୟାଙ୍କ !

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଭୋଡ଼ାଫୋନ (Vodafone) ଓ ଆଇଡିଆ (IDEA)କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇ ଟେଲିକମ (Telecom) କମ୍ପାନୀ ନିଜର ବ୍ୟବସାୟ ଭାରତୀୟ ବଜାରରେ ବନ୍ଦ କରିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କମ୍ପାନୀର ବ୍ୟାପକ କ୍ଷତି ଏବଂ ନୂତନ ପୁଞ୍ଜି ବିନିଯୋଗ ବନ୍ଦ ହେତୁ…

ଏୟାର ହୋଷ୍ଟେସଙ୍କ ସହ ଅସଦାଚରଣ, ଜଣେ ଗିରଫ

ମିୟାମୀ: ବିମାନରେ ଏୟାରହୋଷ୍ଟେସଙ୍କ ସହିତ ଅସଦାଚରଣ ମାମଲା ଏକାଧିକ ବାର ସାମ୍ନାକୁ ଆସିଛି । ବିମାରେ କାର୍ଯ୍ୟରତ ଏୟାରହୋଷ୍ଟେସଙ୍କୁ ଅସଦାଚରଣ ଅଭିଯୋଗରେ ଯାତ୍ରୀଙ୍କୁ ଗିରଫ କରାଯିବା ଭଳି ମାମଲା ସାମ୍ନାକୁ ଆସିଛି । ତେବେ ସେହିଭଳି ଏକ ଘଟଣା ଫ୍ଲୋରିଡ଼ାରୁ ମିୟାମୀ ଯାଉଥିବା ଏକ ବିମାନରେ…

Power of ଚିହ୍ନର ମଜାଦାର କାହାଣୀ

ନୂଆଦିଲ୍ଲୀ: ବୈଦୁତିକ ଉପକରଣ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ । ଅଫିସ କାମ ହେଉ ଅବା ଘରର ଅନ୍ୟାନ କାମ, ସବୁଠି ଏହାର ଆବଶ୍ୟକତା ଲୋଡ଼ୁଛେ । କମ୍ପ୍ୟୁଟର, ଟିଭି, ରୋଷେଇ ଘରେ ଗ୍ରାଇଣ୍ଡର, ଫ୍ୟାନ, ଏସି ଏମିତି ଅନେକ କିଛି ଚଳାଇବାକୁ ହେଲେ ଏହାର ଆବଶ୍ୟକତା ଅନେକ ଜରୁରୀ ହୋଇ ପଡ଼ିଛି । ଠିକ…

ଆଉ ଏକ ପଦକ ଆଶା ଦେଲେ ନୀରଜ, ପ୍ରଥମ ପ୍ରୟାସରେ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଆଉ ଏକ ପଦକ ଆଶା ଦେଇଛନ୍ତି ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ନିଜର ପ୍ରଥମ ପ୍ରୟାସରେ ହିଁ ସେ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲକୁ ଯୋଗ୍ଯତା ହାସଲ କରିଛନ୍ତି । ନୀରଜ ତାଙ୍କର ପ୍ରଥମ ଥ୍ରୋରେ ହିଁ ରେକର୍ଡ କରିଥିଲେ । ସର୍ବାଧିକ ୮୬.୬୫ ମିଟର ଥ୍ରୋ କରି ଗ୍ରୁପ ଏର ଶୀର୍ଷରେ…

Men Hockey Final: ଫାଇନାଲ ସ୍ବପ୍ନ ଚୁରମାର, କାଂସ୍ୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ (Tokyo Olympics) ଭାରତୀୟ ପୁରୁଷ ଦଳର (Indian Men Hockey Team) ସ୍ବପ୍ନ ଚୁରମାର । ଫାଇନାଲ ଖେଳିବା ନେଇ ଭାରତୀୟ ପୁରୁଷ ହକି ଦଳର ଯେଉଁ ସ୍ବପ୍ନ ରହିଥିଲା, ଶକ୍ତିଶାଳୀ ବେଲଜିୟମ (Belgium) ଠାରୁ ପରାଜୟ ବରଣ କରିବା ପରେ ତାହା ସମ୍ପୂର୍ଣ୍ଣ ଚୁରମାର…

Tokyo Olympic: ୪ ଦଶନ୍ଧି ପରେ ଇତିହାସ ରଚିଲେ ମହିଳା ହକି ଦଳ, ସେମିରେ ଭାରତ

ନୂଆଦିଲ୍ଲୀ: ପ୍ରାୟ ୪ ଦଶନ୍ଧିର ଅପେକ୍ଷା ପରେ ଅଲିମ୍ପିକରେ ଇତିହାସ ରଚିଛି ଭାରତୀୟ ହକି ଦଳ । ଟୋକିଓ ଅଲିମ୍ପିକରେ (Tokyo Olympics) କ୍ବାର୍ଟର ଫାଇନାଲ ମୁକାବିଲାରେ ଐତିହାସିକ ବିଜୟ ହାସଲ କରି ସେମିଫାଇନାରେ ପ୍ରବେଶ କରିଛି ଦଳ (Indian Women Hockey Team)। କ୍ବାର୍ଟର ଫାଇନାଲ…

ଆସାମ ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେଉଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ (Assam Chief Minister) ହେମନ୍ତ ବିଶ୍ବଶର୍ମାଙ୍କ (Hemanta Biswa Sharama) ବିରୋଧରେ ମିଜୋରାମ ପୁଲିସ (Mizoram Police) ମାମଲା ରୁଜୁ କରିଛି । ମିଜୋରାମ ପୁଲିସ…