Take a fresh look at your lifestyle.

Accident: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି

ଚଳିତବର୍ଷ ଶତକଡା 4.01 ପ୍ରତିଶତ ହ୍ରାସ ପାଇଛି। ଜୁଲାଇ 2021 ରେ 399 ଜଣଙ୍କର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ବେଳେ 2022 ଜୁଲାଇ କୁ ଏହା 383 କୁ ଖସି ଆସିଛି।

Tejeswar Parida: ପଦ୍ମ ପୋଖରୀରେ ତେଜେଶ୍ୱରଙ୍କ ଲମ୍ଫ

ଗତକାଲି ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଇମେଲ ଯୋଗେ ସେ ତାଙ୍କ ଇସ୍ତଫା ପତ୍ରକୁ ବିଜେଡ଼ି ସୁପ୍ରିମୋଙ୍କୁ ପଠାଇଥିଲେ। ଏନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ପରେ ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ସେ ବିଜେପିରେ ଯୋଗଦାନ କରିଛନ୍ତି।

ସେକ୍ସରୁ ଦୁରେଇ ରହୁଛନ୍ତି କି, ହୋଇପାରେ ଏହି ବଡ଼ ସମସ୍ୟା

ଆପଣମାନେ ଯେତେବେଳେ ପାର୍ଟନର ସହିତ ଦୈହିକ ସମ୍ପର୍କ ସ୍ଥାପନ କରନ୍ତି ସେତେବେଳେ ଆପଣ ନିଜକୁ ବେଶ ହାଲୁକା ଅନୁଭବ କରିଥାନ୍ତି। ବେଶ ଆଶ୍ୱସ୍ତି ଲାଭ କରିଥାନ୍ତି। ଆପଣ ଯେତେବେଳେ ପାର୍ଟନରଙ୍କ ସହିତ ସେକ୍ସ କରିଥାନ୍ତି ସେହି ସମୟରେ ଆପଣଙ୍କ ଶରୀରରେ ହରମୋନ ସୃଷ୍ଟି ହୋଇଥାଏ, ଯାହା ଆପଣଙ୍କୁ ଗାଢ…

Navratri Day 3 Bhog: ମା ଚନ୍ଦ୍ରଘଣ୍ଟାଙ୍କ ନିକଟରେ ଲଗାନ୍ତୁ ସାବୁଦାନାର ପ୍ରସାଦ, ପୂରଣ ହେବ ସମସ୍ତ…

ଦେବୀ ଚନ୍ଦ୍ରଘଣ୍ଟା କ୍ଷୀର ଓ ମାଓ୍ୱରେ ପ୍ରସ୍ତୁତ ମିଠା ପ୍ରସାଦରେ ଲଗାଇବା ଉଚିତ। ତେବେ ମାଙ୍କ ନିକଟରେ ଲଗାଯାଉଥିବା ସାଗୁଦାନା କ୍ଷୀରି କିପରି ପ୍ରସ୍ତୁତ କରିବେ। ଏହି ବ୍ରତ ପାଳନ ସମୟରେ ସାଗୁଦାନାର ବ୍ୟବହାର ବହୁ ପରିମାଣରେ ହୋଇଥାଏ।

Rajsthan Politics: ଗେହଲୋଟଙ୍କ ଷଡ଼ଯନ୍ତ୍ରରୁ କେମିତି ମୁକୁଳିବା ସୋନିଆ

୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ କଂଗ୍ରେସକୁ ନିରାଶ ହେବାରେ ଲାଗିଛି। ୨୦୧୮ରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ନିର୍ବାଚନ ଫଳାଫଳ କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି କରିଥିଲା। ଏହା ବ୍ୟତୀତ କଂଗ୍ରେସକୁ ଅନ୍ୟ କୌଣସି ରାଜ୍ୟରୁ ସେଭଳି ସଫଳତା ମିଳିନଥିବା ଦେଖିବାକୁ ମିଳିଛି।…

ଆପକୁ ବଡ଼ ଝଟକା

ଦିଲ୍ଲୀ ସରକାରଙ୍କ ମଦ ନୀତି ସମେତ ଅନେକ ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆମ୍ ଆଦମୀ ପାର୍ଟି ତାଙ୍କୁ ସମାଲୋଚନା କରିଥିଲା। ଦିଲ୍ଲୀର ଅନେକ ନେତା ଏଲଜି ଭି.କେ ସାକ୍ସେନାଙ୍କୁ ୧୪୦୦ କୋଟି ଟଙ୍କା ଠକେଇ ଅଭିଯୋଗ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ରେ ବୁନିୟାଦୀ ଶିକ୍ଷା ଅଭିଯାନ ଏବଂ ୟୁଥ ଫର ନବରଙ୍ଗପୁର କାର୍ଯ୍ୟକ୍ରମ ର ଶୁଭାରମ୍ଭ

ନବରଙ୍ଗପୁର ଜିଲ୍ଲା DPRS ସଭାଗୃହ ରେ ଅଦ୍ୟ ତା06.09.2022 ରିଖ ବୁନିୟାଦୀ ଶିକ୍ଷା ଅଭିଯାନ ଓ Youth for ନବରଙ୍ଗପୁର ଅଭିଯାନ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ର ଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ର ସମେତ PD-DRDA ଶ୍ରୀ…

ଆପଣଙ୍କୁ କଣ ସାରା ଦିନ ଆସୁଛି କି ନିଦ, ହୋଇପାରେ ଏହି ରୋଗର ଲକ୍ଷଣ

ରିପୋର୍ଟ ଅନୁଯାୟୀ ଚାଇନାରେ ବାରମ୍ବାର ଶୋଇବା ଉପରେ ଏକ ଅଧ୍ୟୟନ କରାଯାଇଥିଲା। ଏହାର ଗବେଷଣାକାରୀମାନେ ଜାଣିବାକୁ ପାଇଲେ ଯେ ବାରମ୍ବାର ଶୋଇବା ଉଚ୍ଚ ରକ୍ତଚାପ (ଉଚ୍ଚ ରକ୍ତଚାପ) ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ହୋଇପାରେ।

ସଂଘର୍ଷ ଆଉ ଗରିବୀ ହିଁ ମଣିଷକୁ ଆଗକୁ ବଢିବାର ପ୍ରେରଣା ଦିଏ: ଇତି ସାମନ୍ତ

ଓଡ଼ିଶାର ସାହିତ୍ୱ ଓ କଳା ଜଗତରେ ଏକ ଜଣାଶୁଣା ନାଁ। ସମ୍ପାଦନା ଓ ସାହିତ୍ୟ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି ସେ। ନିଜ ଗାଁ ମାଟିକୁ ଭରପୁର ଭଲ ପାଆନ୍ତି ଇତି। ଏହା ତାଙ୍କର କଲମ ଚାଳନାରୁ ବେଶ ବାରି ହୋଇ ପଡ଼େ। ଓଡିଶାର କଟକ ଜିଲ୍ଲାର କଲରାବାଙ୍କର ଝିଅ ଇତି ସାମନ୍ତ। ଅତ୍ୟଧିକ…