Take a fresh look at your lifestyle.
Browsing Category

ଘଟଣା

Sonu Sood Income Tax Raid: ସୋନୁଙ୍କ ବିରୋଧରେ ୨୦ କୋଟି ଟଙ୍କା ଆୟକର ଚୋରି ଅଭିଯୋଗ

Sonu Sood Income Tax Raid:ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ନେଇ ଆୟକର ବିଭାଗ ଅଭିଯୋଗ କରିଛି । ତେବେ ଏହି ମାମଲାକୁ ନେଇ ଭବିଷ୍ୟତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ ସିବିଆଇ ସମେତ ଗୃହ…

Taliban in Afghanistan: ଦୁଇ ଭାରତୀୟଙ୍କୁ ଟେକି ନେଲେ ତାଲିବାନୀ

Taliban in Afghanistan: ନୂଆଦିଲ୍ଲୀ: କାବୁଲରେ (Kabul) ଦୁଇ ଭାରତୀୟଙ୍କୁ (Indian) ଅପହରଣ (Kidnapped) କରିନେଇଛନ୍ତି ତାଲିବାନୀ (Taliban)। ଫଳରେ ତାଲିବାନୀର ଅମାନବୀୟ ତଥା ଅତ୍ୟାଚାରର ଚିତ୍ର ଏବେ ସାମ୍ନାକୁ ଆସିଛି। ତେବେ ମିଳିଥିବା ସୂଚନା ମୁତାବକ କାବୁଲରେ ରହୁଥିବା ୫୦ ବର୍ଷୀୟ…

Taliban in Afghanistan: ମହାବିଦ୍ୟାଳୟ ଛାତ୍ରୀଙ୍କ ପାଇଁ ତାଲିବାନର ଗାଇଡଲାଇନ, କଣ ରହିଛି ନିୟମ ?

Taliban in Afghanistan: କାବୁଲ: ଆଫଗାନିସ୍ତାନରେ (Afghanistan) ସରକାର (Government) ଗଢିବା ପରେ ଦିନକୁ ଦିନ କଠୋର ହେବାରେ ଲାଗିଛି ତାଲିବାନ (Taliban)। ପୂର୍ବରୁ ତାଲିବାନ ଛାତ୍ରୀଙ୍କ ଶିକ୍ଷା (Girls Education) ଉପରେ ରୋକ ଲଗାଇଥିବା ବେଳେ ଏବେ କିନ୍ତୁ ସାମାନ୍ୟ କୋହଳ ନୀତି…

କୋରୋନା କାଳରେ ଶିକ୍ଷାର ବିକଳ ଚିତ୍ର, ୮୦ ପ୍ରତିଶତ ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ

ବିଶେଷ କରି ୧୪ ରୁ ୧୮ ବର୍ଷ ବୟସ ପିଲାମାନେ ଏହି ସମସ୍ୟାର ସମ୍ମୁଖିନ ହୋଇଥିବା ଜଣାପଡ଼ିଛି। ଏପରିକି ପିଲାମାନଙ୍କ ଅଭିଭାବକ ମାନେ ମଧ୍ୟ ଏନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି କି ମହାମାରୀ ପୂର୍ବ ତୁଳନାରେ ପିଲାମାନେ ଖୁବ କମ ଶିଖିଛନ୍ତି ।

କୋରୋନା ଚିକିତ୍ସା ବିଲ ଦେଢ କୋଟି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ (New Delhi) ବେସରକାରୀ ଡାକ୍ତରଖାନାର (Hospital) ମନମାନୀର ଏକ ନମୂନା ସାମ୍ନାକୁ ଆସିଛି। ଦିଲ୍ଲୀର ସାକେତ ଅଞ୍ଚଳରେ ଥିବା ଏକ ବେସରକାରୀ ଡାକ୍ତରଖାନା ମ୍ୟାକ୍ସ ଡାକ୍ତଖାନାରୁ (Max Hospital) ଆସିଛି ଏଭଳି ଏକ ଅଭାବନୀୟ ଚିତ୍ର। ମ୍ୟାକ୍ସ ହସ୍ପିଟାଲ…

ପାକିସ୍ତାନୀ ବିରୋଧୀ ରାଲି ଉପରକୁ ତାଲିବାନର ଗୁଳି

କାବୁଲ: ପାକିସ୍ତାନକୁ ବିରୋଧ କରି ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବଡ଼ଧରଣର ରାଲି ବାହାରିଥିବା ଦେଖିବାକୁ ମିଳିଥିଲା। ପଞ୍ଜଶିର ଦଖଲ ଅଭିଯାନରେ ତାଲିବାନକୁ ସହାୟତା ଯୋଗାଇ ଆସୁଛି ପାକିସ୍ତାନ। ଆଉ ଏହାକୁ ବିରୋଧ କରି ଆଜି ଆଫଗାନ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ରାଲି…

୯/୧୧ରେ ସରକାର ଗଢିବ ତାଲିବାନ !, ଆମେରିକାକୁ ଦେବ ଚେତାବନୀ

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ତାଲିବାନ ସରକାର ଗଢିବାକୁ ଯାଉଛି । ଏନେଇ ତାଲିବାନର ଶୀର୍ଷ ନେତୃତ୍ବଙ୍କର ଘନ ଘନ ବୈଠକ ବସୁଥିବା ଦେଖିବାକୁ ମିଳିଛି। ତେବେ ଏହା ମଧ୍ୟରେ ଆସନ୍ତା ୧୧ ତାରିଖରେ ତାଲିବାନ ନୂଆ ସରକାର ଗଢିବା ନେଇ ଆଳୋଚନା ଜୋର ଧରିଛି । ଏହି ଦିନ ସେ ସରକାର ଗଠନ କରି…

ବଢିଲା ଲକ୍ସ, ରିନ ସାବୁନର ଦର

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ କଲବଲ ହେଉଛି ସାଧାରଣ ଜନତା। ତୈଳଦର ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ ବ୍ୟବହୃତ ପ୍ରାୟ ସମସ୍ତ ସାମଗ୍ରୀର ଦର ଏବେ ଆକାଶଛୁଆଁ। ଆଉ ଏହାରି ମଧ୍ୟରେ ଆସିଛି ମୁଣ୍ଡ ବିନ୍ଧାଇଲା ଭଳିଆ ଖବର। ସାବୁନ, ଡିଟରଜେଣ୍ଟର ଦର ମଧ୍ୟ ବୃଦ୍ଧି ପାଇଛି। ଦେଶର ସବୁଠୁ ବଡ଼…