Take a fresh look at your lifestyle.
Browsing Category

ଦେଶ ଦୁନିଆ

ପାକିସ୍ତାନ ଗଲେ ତାଲିବାନର ବୈଦେଶିକ ମନ୍ତ୍ରୀ, ସ୍ଥିତିକୁ ନେଇ ଭାରତରେ ଆଲୋଚନା

କାବୁଲ: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ତାଲିବାନ ସରକାରର ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ତାଙ୍କର ପ୍ରଥମ ବିଦେଶ ଗସ୍ତ କରିଛନ୍ତି। ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ସରକାରଙ୍କ ମଧ୍ୟବର୍ତ୍ତୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକି ବୁଧବାର ପାକିସ୍ତାନରେ ପହଞ୍ଚିଛନ୍ତି। ଆମୀର…

Oil Price: ଏହି ରାଜ୍ୟରେ ଶହେ ତଳକୁ ଖସିଲା ତୈଳଦର

OIL Price: ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛନ୍ତି ଏବଂ ହିମାଚଳ ସରକାର ଭାଟ୍ ହ୍ରାସ କରିଛନ୍ତି। ଦିୱାଲୀ ଅବସରରେ ସିଏମ୍ ଜୟରାମ ଠାକୁର ଟୁଇଟ୍ କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର ମଧ୍ୟ ବିଜ୍ଞପ୍ତି ଜାରି…

Puneeth Rajkumar Death: ସୁପରଷ୍ଟାର ପୁନିଥ ରାଜକୁମାରଙ୍କ ଦେହାନ୍ତ

Puneeth Rajkumar Death: ବେଙ୍ଗାଲୁରୁ: କନ୍ନଡ଼ ସୁପରଷ୍ଟାର ପୁନିଥ ରାଜକୁମାରଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ହୃଦଘାତର ଶିକାର ହୋଇ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ…

ଉତ୍ତରପ୍ରଦେଶରୁ ଆସିଲା ଛାତି ଥରାଇଲା ଭଳି ଦୃଶ୍ୟ

ଲକ୍ଷ୍ନୌ: ନିକଟରେ ସୋସିଆଲ ମିଡ଼ିଆରେ ଛାତି ଥରାଇଲା ଭଳି ଏକ ଦୃଶ୍ୟ ଭାଇରାଲ ହୋଇଥିଲା। ଉକ୍ତ ଦୃଶ୍ୟରେ ଜଣେ ଛାତ୍ରୀଙ୍କୁ ଓଲଟା ଝୁଲାଇଥିଲେ ଜଣେ ଶିକ୍ଷକ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଉକ୍ତ ଶିକ୍ଷକଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଥିଲା। ତେବେ ଉକ୍ତ ଭିଡ଼ିଓରେ…

Imran Khan vs Pak Army chief: ଆତଙ୍କୀ ସଂଗଠନ ପାଇଁ ପାକ ସରକାର ଓ ପାକ ସେନା ମଧ୍ୟରେ ଫାଟ

Imran Khan vs Pak Army chief:ନୂଆଦିଲ୍ଲୀ: ପୁଣିଥରେ ପାକିସ୍ତାନରେ ସରକାର ଏବଂ ସେନା ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂତନ ଆଇଏସଆଇ ମୁଖ୍ୟ ଲେଫ୍ଟ ଜେନେରାଲ ନାଡିମ ଅହମ୍ମଦ ଅଞ୍ଜୁମଙ୍କ ନିଯୁକ୍ତିକୁ ନେଇ ଇମ୍ରାନ ସରକାର ଏବଂ ପାକିସ୍ତାନୀ ସେନା…

Facebook Secret Block List: ଫେସବୁକର ସିକ୍ରେଟ ବ୍ଲାକଲିଷ୍ଟ ତାଲିକା ଲିକ: ରହିଛନ୍ତି ଏହି ଘାତକ ଆତଙ୍କୀ…

Facebook Secret Block List: ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକରେ ଅଗଣିତ ୟୁଜର୍ସ ରହିଛନ୍ତି। ବହୁଳ ଭାବେ ଏହି ପ୍ଲାଟଫର୍ମ ବ୍ୟବହୃତ ହେଉଛି। କେବଳ ବ୍ୟକ୍ତି ବିଶେଷ ନୁହେଁ, ବିଭିନ୍ନ ପ୍ରକାର ଅନୁଷ୍ଠାନ ମଧ୍ୟ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ…

Global Hunger Index: ଭୋକିଲା ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ, ଭାରତ ରହିଛି ଏହି ସ୍ଥାନରେ…

Global Hunger Index: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ-୨୦୨୧ ସଦ୍ୟ ପ୍ରକାଶିତ ତାଲିକାରେ ୧୦୧ତମ ସ୍ଥାନରେ ରହିଛି ଭାରତ। ୧୧୬ ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଭାରତକୁ ଏଭଳି ନୈରାଶ୍ୟ ଜନକ ସ୍ଥାନରେ ରହିଛି। ତେବେ ୨୦୨୦ ମସିହାରେ ପ୍ରକାଶିତ ତାଲିକାରେ ୧୦୭ଟି ରାଷ୍ଟ୍ର ମଧ୍ୟରେ…

Deadbody Found at Singhu border: ସିଂଘୁ ସୀମାରୁ ଆସିଲା ଅଭାବନୀୟ ଚିତ୍ର: କୃଷକ ଆନ୍ଦୋଳନ ସ୍ଥଳରୁ ଯୁବକଙ୍କ…

Deadbody Found at Singhu border: ନୂଆଦିଲ୍ଲୀ: ଦିଲ୍ଲୀ-ହରିଆଣା ସୀମାରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଦିଲ୍ଲୀର ସିଂଘୁ ସୀମାରେ ଚାଲିଥିବା କୃଶକ ଆନ୍ଦୋଳନ ସ୍ଥଳରୁ ଏହି ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବେଶ ବିଚଳିତ କରିଛି। ଆଜି ଭୋର ସମୟରେ ଜଣେ ଯୁବକ ମୃତଦେହ…

Aryan Khan:୨୦ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟାନ ଖାନ

Aryan Khan: ମୁମ୍ବାଇ: ଜୁନିୟର କିଙ୍ଗ ଖାନ ଆର୍ଯ୍ୟନ ଖାନଙ୍କ ପାଇଁ ବଢୁଛି ସମସ୍ୟା। ଆଜିର ଶୁଣାଣି ପରେ ଆର୍ଯ୍ୟନ ଖାନଙ୍କୁ ନିରାଶ ହେବାକୁ ପଡ଼ିଛି। ବେଲ ମିଳିବା ନେଇ ଯେଉଁ ଆଶା ସଞ୍ଚାର ହୋଇଥିଲା, ତାହା ସମ୍ପୂର୍ଣ୍ଣ ଭାବେ ମଉଳି ଯାଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଜେଲର ଚାରି…

Abdul Kadir Khan: ବିଶ୍ବର ଥିଲେ ଖତରନାକ ବୈଜ୍ଞାନିକ !

Abdul Kadir Khan: ୨୦୦୩ ମସିହା, ୧୧ ଡିସେମ୍ବରର କଥା। ଆମେରିକା ଗୁଇନ୍ଦା ଏଜେନ୍ସି ସିଆଇଏ ଓ ବ୍ରିତାନୀ ଗୁଇନ୍ଦା ଏଜେନ୍ସି ର ଅଧିକାରୀମାନେ ଲିବିଆରେ ଏକ ସିକ୍ରେଟ ବିମାନରେ ଉଡ଼ାଣ ଭରୁଥିଲେ। ତାଙ୍କୁ ପାଖାପାଖି ଅଧା ଡର୍ଜନ ଲଫାପାର ଏକ ବଣ୍ଡଲ ଦିଆଯାଇଥିଲା। ଏହି ଟିମ ଲିବିଆଇର…