Browsing Category
ଦେଶ ଦୁନିଆ
LACରେ ସ୍ଥିତି ମଜଭୁତ କରୁଛି ଚୀନ, ସାଟେଲାଇଟ ଚିତ୍ରରୁ ମିଳିଲା ପ୍ରମାଣ
ନୂଆଦିଲ୍ଲୀ: ସୀମାରେ ନିଜର ସ୍ଥିତିକୁ ପୁଣି ଜାହିର କରିବାକୁ ପ୍ରୟାସ ଆରମ୍ଭ କରିଛି ଚୀନ। ପୂର୍ବ ଲଦାଖ ନିକଟରେ ଥିବା LAC ଉପରେ ଚୀନ୍ ପୁଣି ଥରେ ନିଜର ସ୍ଥିତିକୁ ମଜବୁତ କରିବା ଆରମ୍ଭ କରିଛି। ଓପନ୍ ସୋର୍ସ ଇଣ୍ଟେଲିଜେନ୍ସ ଅନୁଯାୟୀ, 'ଇଣ୍ଟେଲ ଲ୍ୟାବ' ଅନୁଯାୟୀ, ଉଭୟ ଦେଶର ସାମରିକ ଶିବିର…
prime minister mann ki baat programme: ଡିଜିଟାଲ କାରବାର ଦେଶର ଅର୍ଥନୀତିରେ ଆଣିଛି ସ୍ୱଚ୍ଛତା
Prime Minister mann ki baat programme:ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ମନ କି ବାତ କାର୍ଯ୍ୟକ୍ରମରେ ନିଜର ଭାବନା ବାଣ୍ଟିଛନ୍ତି। ସେ କହିଛନ୍ତି ଯେ ଡିଜିଟାଲ କାରବାର ଦେଶର ଅର୍ଥନୀତିରେ ସ୍ୱଚ୍ଛତା ଏବଂ ପାରଦର୍ଶିତା ଆଣୁଛି। ଏହି କାରଣରୁ ଦୁର୍ନୀତି ଓ…
Pakistan Security: ପାକିସ୍ତାନର ସୁରକ୍ଷା କର୍ମୀ ଖାଇଗଲେ ୨୭ ଲକ୍ଷର ବିରିଆନୀ, ବିଲ୍କୁ ନେଇ ପ୍ରଶାସନର ମୁଣ୍ଡ…
Pakistan Security: ଲାହୋର: ନିକଟରେ ପାକିସ୍ତାନ ଆସିଥିବା ନ୍ୟୁଜିଲାଣ୍ଡ ଦଳ ସୁରକ୍ଷା କାରଣ ଦେଖାଇ ଗସ୍ତ ବାତିଲ କରିଥିଲା। ଫଳରେ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲା ପାକିସ୍ତାନ। ତେବେ ସେ ଯାହା ବି ହେଉ, ସ୍ବଳ୍ପ ସମୟ ପାଇଁ ନ୍ୟୁଜିଲାଣ୍ଡର କ୍ରିକେଟ ଖେଳାଳି ପାକିସ୍ତାନରେ…
Narendra Giri death Mistry: କିଏ ଏହି ବଲବୀର ଗିରି ? ମହନ୍ତ ନରେନ୍ଦ୍ରଙ୍କ ମୃତ୍ୟପରେ ରହିଛନ୍ତି…
Narendra Giri death Mistry: ...ବଲବୀର ଗିରି, ଆଖରା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସୁଇସାଇଡ଼ ନୋଟରେ ଯାହାର ନାମ ଉତ୍ତରାଧିକାରୀ ଭାବରେ ନିଆଯାଇଛି। ତେବେ ଏହି ବଲବୀର ଗିରି କିଏ ଏବଂ ନରେନ୍ଦ୍ର ଗିରିଙ୍କ ସହ ତାଙ୍କର ସମ୍ପର୍କ କ’ଣ? ଉତ୍ତରାଧିକାରୀ ପ୍ରସଙ୍ଗରେ ସେ ଏବଂ…
BH Series Number Plate: BH ନମ୍ବର ପାଇଁ ଆବେଦନ କରିବେ କିପରି, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…
BH Series Number Plate: ନୂଆଦିଲ୍ଲୀ: ସରକାର ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ ନମ୍ବର ପାଇଁ BH ନମ୍ବର ସିରିଜ ଆରମ୍ଭ କରିଛନ୍ତି। BHର ଅର୍ଥ ଭାରତ। ଗାଡ଼ି ଗୁଡ଼ିକର ନମ୍ବର ପ୍ଲେଟରେ ଆପଣ ମାନେ ବିଶେଷ କରି ରାଜ୍ୟ ଗୁଡ଼ିକର କୋଡ଼ ଦେଥିଥିଲେ। ସେହି କୋଡ଼ ଅନୁଯାୟୀ ଗାଡ଼ିଟି କେଉଁ ରାଜ୍ୟର…
Punjab New Chief Minister: ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ !
Punjab New Chief Minister: ଚଣ୍ଡିଗଡ଼: ପଞ୍ଜାବରେ (Punjab) ରାଜନୈତିକ ଅସ୍ଥିରତା (Political Crisis) ମଧ୍ୟରେ କଂଗ୍ରେସ (Congress) ତାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ବିଧାୟକ ଦଳ ନେତା ଦୌଡ଼ରେ ସୁଖଜିନ୍ଦର ସିଂହଙ୍କ…
Sonu Sood Income Tax Raid: ସୋନୁଙ୍କ ବିରୋଧରେ ୨୦ କୋଟି ଟଙ୍କା ଆୟକର ଚୋରି ଅଭିଯୋଗ
Sonu Sood Income Tax Raid:ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ନେଇ ଆୟକର ବିଭାଗ ଅଭିଯୋଗ କରିଛି । ତେବେ ଏହି ମାମଲାକୁ ନେଇ ଭବିଷ୍ୟତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ ସିବିଆଇ ସମେତ ଗୃହ…
Babul Supriyo Joins TMC:ତୃଣମୂଳ କଂଗ୍ରେସରେ ମିଶିଲେ ବାବୁଲ ସୁପ୍ରିୟୋ
Babul Supriyo Joins TMC: ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ବାବୁଲ ସୁପ୍ରିୟୋ (Babul Supriyo) ଆଜି ତୃଣମୂଳ କଂଗ୍ରେସରେ (TMC) ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ସେ ରାଜନୀତି ଛାଡ଼ିଦେବେ ବୋଲି ଘୋଷଣା କରିଥିବା ବେଳେ ଆଜି ତୃଣମୂଳରେ ସାମିଲ ହୋଇ ସମସ୍ତଙ୍କୁ…
Punjab Congress Crisis: ପଞ୍ଜାବ କଂଗ୍ରେସରେ କମ୍ପନ: ଅମରିନ୍ଦରଙ୍କ ପରେ କିଏ ?
ଚଣ୍ଡିଗଡ଼: ପଞ୍ଜାବ (Punjab) ମୁଖ୍ୟମନ୍ତ୍ରୀ (Chief Minister) କ୍ୟାପଟେନ ଅମରିନ୍ଦର ସିଂହ (Captain Amarinder Singh) ଆଜି ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କୁ (Governor) ଭେଟି ସେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି। ସନ୍ଧ୍ୟାରେ ରାଜ୍ୟପାଳ ଭବନରେ ନିଜ ସମର୍ଥକ…
Uttarpradesh Politics: ଓଓ୍ୱେସୀଙ୍କୁ କାହିଁକି ‘ଚାଚାଜାନ’ କହିଲେ ଟିକାୟତ
UttarPradesh Politics: ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ବିଧାନସଭା ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ନିଜର ବାଜିମାତକୁ ନେଇ ଦାବି କରିଆସୁଛନ୍ତି। ତେବେ ନିର୍ବାଚନକୁ ଯଥେଷ୍ଟ ସମୟ ରହିଥିବା ବେଳେ ରାଜନୈତିକ ପାଣିପାଗ ବେଶ…