Browsing Category
ଦେଶ ଦୁନିଆ
‘ଚୋର’ ପାଇଁ ଆସାମ ଓ ମିଜୋରାମ ମଧ୍ୟରେ ପୁଣି ଥରେ ଉତ୍ତେଜନା
ନୂଆଦିଲ୍ଲୀ: ଉତ୍ତରପୂର୍ବ ରାଜ୍ୟ ଆସାମ (Assam) ଓ ମିଜୋରାମ ମଧ୍ୟରେ ପୁଣିଥରେ ତିକ୍ତତା ଦେଖାଦେଇଛି । ସୀମା ବିବାଦକୁ ନେଇ ଏହି ତିକ୍ତତା ବୃଦ୍ଧି ପାଇଛି । ଆସାମ ଏବଂ ମିଜୋରାମ ମଧ୍ୟରେ ବିବାଦୀୟ ୧୬୪.୬ କିଲୋମିଟର ସୀମାରେ ରବିବାର ପୁଣି ଉତ୍ତେଜନା ଦେଖାଦେଇଛି । ଆସାମ ଏହାର ପଡୋଶୀ ରାଜ୍ୟକୁ…
କଲ୍ୟାଣ ସିଂ – ସଂଘର୍ଷ, ବିବାଦ, ଉତ୍ଥାନ ଓ ପତନର ଜୀବନ
ନୂଆଦିଲ୍ଲୀ: କଲ୍ୟାଣ ସିଂ ୫ ଜାନୁୟାରୀ ୧୯୩୨ରେ ଆଲିଗଡର ଅତ୍ରୌଲିରେ ଜନ୍ମଗ୍ରହଣ କରନ୍ତି। BA ପର୍ଯ୍ୟନ୍ତ ପାଠ ପଢା ଶେଷ କରିବା ପରେ ରାଜନୈତିକ ଜୀବନରେ ପାଦ ଥାପିଥିଲେ କଲ୍ୟାଣ ସିଂ । ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ, ଏହି ସଂଗଠନର ମୂଳଦୁଆ ୧୯୫୧ରେ ପଡ଼ି ସାରିଥିଲା। ୧୯୫୨ ଲୋକସଭା…
ଏହି ଦୁଇ ଦେଶ ପାଇଁ ସମସ୍ୟା ବଢାଉଛି ତାଲିବାନ
ନୂଆଦିଲ୍ଲୀ: ୧୫ ଅଗଷ୍ଟ ୨୦୨୧, ଆମ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଆଫଗାନିସ୍ତାନରେ ତାଲିବାନି ରାଜୁତିର ଅୟମାରମ୍ଭ ହେଉଥିଲା । କାବୁଲକୁ ନିଜ ଅଧିକାରକୁ ନେଇଥିଲା ଆତଙ୍କବାଦୀ ସଂଗଠନ ତାଲିବାନ। କାବୁଲ ତାଲିବାନ ଅଧିନକୁ ଯିବା ପରେ ସେଠାରେ ଭୟର ବାତାବରଣ। ତାଲିବାନର…
ଆଫଗନ ସିନେ ନିର୍ଦ୍ଦେଶକଙ୍କ କୋହଭରା ଚିଠି: ଆଶ୍ବାସନା ଦିଅ ନାହିଁ, ସାହାଯ୍ୟ ପାଇଁ ବିଶ୍ବସ୍ତରରେ ସ୍ବର ଉଠାଅ
ନୂଆଦିଲ୍ଲୀ: ତାଲିବାନ (Taliban) କବଳରେ ଆଫଗାନିସ୍ତାନ (Afghanistan। ମହିଳା ଠାରୁ ଆରମ୍ଭ କରି ଛୁଆଙ୍କ ପର୍ଯ୍ୟନ୍ତ, ଖେଳାଳିଙ୍କ ଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ଶିଳ୍ପପତି ବର୍ତ୍ତମାନ ନିଜ ଜୀବନକୁ ନେଇ ଦ୍ବନ୍ଦରେ ରହିଛନ୍ତି । ଏଭଳି କ୍ଷେତ୍ରରେ ଜଣେ…
ସୀମାରେ ଆଫଗାନ ନାଗରିକ-ପାକିସ୍ତାନ ସେନା ମୁହାଁମୁହିଁ
କାବୁଲ: ଆଫଗାନିସ୍ତାନର (Afghanistan) ଅଧିକାଂଶ ଅଞ୍ଚଳ ଏବେ ତାଲିବାନି (Taliban Army) ସେନା କବଳରେ । ଫଳରେ ତାଲିବାନ ଅକ୍ତିଆର କରିଚାଲିଥିବା ଅଞ୍ଚଳରୁ ଆଫଗାନ ନାଗରିକମାନେ (Afghanistan Civilian) ଦେଶ ଛାଡ଼ି ଚାଲିଯାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ…
ଇତିହାସରେ ସ୍ବର୍ଣ୍ଣିମ ନାଁ ଲେଖିଲେ ନିରଜ
ନୂଆଦିଲ୍ଲୀ: ଆଥେଲିଟିକ୍ସରେ ଇତିହାସ ରଚିଛି ଭାରତ । ୧୨୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଜାଭେଲିନ ଥ୍ରୋରେ (ଆଥେଲିଟିକ୍ସରେ ପ୍ରଥମ) ସ୍ବର୍ଣ୍ଣ ପଦକ ହାତେଇଛି ଭାରତ (India)। ଏହି ପଦକ ହାତେଇବା ସହିତ ଭାରତକୁ ଗୌରବାନ୍ବିତ କରିଛନ୍ତି ଭାରତର ଜାଭେଲିନ ଥ୍ରୋୟର (Javelin Thorwer) ନିରଜ…
ବନ୍ଦ ହୋଇପାରେ ଭୋଡ଼ାଫୋନ-ଆଇଡିଆ, ଦେବାଳିଆ ହେବେ ୮ ବ୍ୟାଙ୍କ !
ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଭୋଡ଼ାଫୋନ (Vodafone) ଓ ଆଇଡିଆ (IDEA)କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇ ଟେଲିକମ (Telecom) କମ୍ପାନୀ ନିଜର ବ୍ୟବସାୟ ଭାରତୀୟ ବଜାରରେ ବନ୍ଦ କରିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କମ୍ପାନୀର ବ୍ୟାପକ କ୍ଷତି ଏବଂ ନୂତନ ପୁଞ୍ଜି ବିନିଯୋଗ ବନ୍ଦ ହେତୁ…
ଏୟାର ହୋଷ୍ଟେସଙ୍କ ସହ ଅସଦାଚରଣ, ଜଣେ ଗିରଫ
ମିୟାମୀ: ବିମାନରେ ଏୟାରହୋଷ୍ଟେସଙ୍କ ସହିତ ଅସଦାଚରଣ ମାମଲା ଏକାଧିକ ବାର ସାମ୍ନାକୁ ଆସିଛି । ବିମାରେ କାର୍ଯ୍ୟରତ ଏୟାରହୋଷ୍ଟେସଙ୍କୁ ଅସଦାଚରଣ ଅଭିଯୋଗରେ ଯାତ୍ରୀଙ୍କୁ ଗିରଫ କରାଯିବା ଭଳି ମାମଲା ସାମ୍ନାକୁ ଆସିଛି । ତେବେ ସେହିଭଳି ଏକ ଘଟଣା ଫ୍ଲୋରିଡ଼ାରୁ ମିୟାମୀ ଯାଉଥିବା ଏକ ବିମାନରେ…
ଆସାମ ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ଉତ୍ତରପୂର୍ବ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେଉଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ (Assam Chief Minister) ହେମନ୍ତ ବିଶ୍ବଶର୍ମାଙ୍କ (Hemanta Biswa Sharama) ବିରୋଧରେ ମିଜୋରାମ ପୁଲିସ (Mizoram Police) ମାମଲା ରୁଜୁ କରିଛି । ମିଜୋରାମ ପୁଲିସ…
ସେନା ଗୁଳିରେ ଦୁଇ ଆତଙ୍କୀ ନିହତ
ଜମ୍ମୁ କାଶ୍ମୀରର ପୁଲଓ୍ୱାମା ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ।