Take a fresh look at your lifestyle.
Browsing Category

କ୍ରୀଡ଼ା

IND vs AFG T20: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

IND vs AFG T20: ନୂଆଦିଲ୍ଲୀ: ଚଳିତ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିନେଇଛି। ମୋହାଲିରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଟସ ଜିତି ଘରୋଇ ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ…

ipl 2023: ୩ଟି ଦଳ ଜିତିଛନ୍ତି ସେମାନଙ୍କର ଓପନିଂ ମ୍ୟାଚ୍, ଜାଣନ୍ତୁ କିଏ ଅଛି ଶୀର୍ଷରେ?

IPL 2023: ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୩ ଟି ମ୍ୟାଚ୍ ଖେଳାଯାଇଛି । ଗତ ସିଜନରେ ଡେବ୍ୟୁ କରିଥିବା ଉଭୟ ଗୁଜୁରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛନ୍ତି । ଆଇପିଏଲ୍ ୨୦୨୩ ର ଉଦଘାଟନୀ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ଗୁଜୁରାଟ ଟାଇଟାନ୍ସ…

Ind vs Ban: ଭାଇ ମତେ ଗାଳି କରୁଥିବ ନହେଲେ ମାରିକି ହଜେଇ ଦେବି, ବିରାଟଙ୍କୁ କାହିଁକି ଏମିତି କହିଲେ ଇଶାନ

Ind vs Ban: ଯୁବ କ୍ରିକେଟର ଇଶାନ କିଶନ (Ishan Kisan) ଦ୍ରୁତତମ ଦ୍ୱିଶତକ (Double Century) ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ତେବେ ସେ ଏହି ଦ୍ରୁତତମ ଇନିଂସ ଖେଳୁଥିବା ବେଳେ ଏଭଳି ସମୟ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଥିଲା। ଏହି ଦ୍ରୁତତମ ଇନିଂସ ଖେଳୁଥିବା…

IndvsSA: ଦକ୍ଷିଣ ଆଫ୍ରିକାକୁ ୭ ଓ୍ୱିକେଟରେ ହରାଇଲା ଭାରତ

ରାଞ୍ଚି: ଶ୍ରେୟାସ ଆୟାରଙ୍କ ଅପରାଜିତ ଶତକ ଓ ଇଶାନ କିସାନଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ଭାରତ ଦ୍ୱିତୀୟ ଦିନିକିଆକୁ ସହଜରେ ବିଜୟ ହାସଲ କରିନେଇଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳର ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ଭାରତ ୩ ଓ୍ୱିକେଟ ହରାଇ ମାତ୍ର ୪୫.୫ ଓଭରରେ ବିଜୟ ହାସଲ କରିନେଇଛି।…

Tokyo Paralympics: ଟୋକିଓ ମାଟିରେ ଓଡ଼ିଶାର ଟେକ ରଖିଲେ ପ୍ରମୋଦ, ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଟୋକିଓ ମାଟିରେ (Tokyo Olympics2020) ସ୍ବର୍ଣ୍ଣାକ୍ଷରରେ ଇତିହାସ ଲେଖିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ (Pramod Bhagat)। ଟୋକିଓ ପାରା ଅଲମ୍ପିକରେ (Tokyo Paralympics) ବ୍ୟାଡ଼ମିଣ୍ଟନ (Badminton) ଇଭେଣ୍ଟରେ ସ୍ବର୍ଣ୍ଣପଦକ ହାତେଇଛନ୍ତି ପ୍ରମୋଦ । ଆଜିର ଖେଳାଯାଇଥିବା…

ଇତିହାସରେ ସ୍ବର୍ଣ୍ଣିମ ନାଁ ଲେଖିଲେ ନିରଜ

ନୂଆଦିଲ୍ଲୀ: ଆଥେଲିଟିକ୍ସରେ ଇତିହାସ ରଚିଛି ଭାରତ । ୧୨୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଜାଭେଲିନ ଥ୍ରୋରେ (ଆଥେଲିଟିକ୍ସରେ ପ୍ରଥମ) ସ୍ବର୍ଣ୍ଣ ପଦକ ହାତେଇଛି ଭାରତ (India)। ଏହି ପଦକ ହାତେଇବା ସହିତ ଭାରତକୁ ଗୌରବାନ୍ବିତ କରିଛନ୍ତି ଭାରତର ଜାଭେଲିନ ଥ୍ରୋୟର (Javelin Thorwer) ନିରଜ…

ଆଉ ଏକ ପଦକ ଆଶା ଦେଲେ ନୀରଜ, ପ୍ରଥମ ପ୍ରୟାସରେ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଆଉ ଏକ ପଦକ ଆଶା ଦେଇଛନ୍ତି ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ନିଜର ପ୍ରଥମ ପ୍ରୟାସରେ ହିଁ ସେ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲକୁ ଯୋଗ୍ଯତା ହାସଲ କରିଛନ୍ତି । ନୀରଜ ତାଙ୍କର ପ୍ରଥମ ଥ୍ରୋରେ ହିଁ ରେକର୍ଡ କରିଥିଲେ । ସର୍ବାଧିକ ୮୬.୬୫ ମିଟର ଥ୍ରୋ କରି ଗ୍ରୁପ ଏର ଶୀର୍ଷରେ…

Men Hockey Final: ଫାଇନାଲ ସ୍ବପ୍ନ ଚୁରମାର, କାଂସ୍ୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ (Tokyo Olympics) ଭାରତୀୟ ପୁରୁଷ ଦଳର (Indian Men Hockey Team) ସ୍ବପ୍ନ ଚୁରମାର । ଫାଇନାଲ ଖେଳିବା ନେଇ ଭାରତୀୟ ପୁରୁଷ ହକି ଦଳର ଯେଉଁ ସ୍ବପ୍ନ ରହିଥିଲା, ଶକ୍ତିଶାଳୀ ବେଲଜିୟମ (Belgium) ଠାରୁ ପରାଜୟ ବରଣ କରିବା ପରେ ତାହା ସମ୍ପୂର୍ଣ୍ଣ ଚୁରମାର…

Tokyo Olympic: ୪ ଦଶନ୍ଧି ପରେ ଇତିହାସ ରଚିଲେ ମହିଳା ହକି ଦଳ, ସେମିରେ ଭାରତ

ନୂଆଦିଲ୍ଲୀ: ପ୍ରାୟ ୪ ଦଶନ୍ଧିର ଅପେକ୍ଷା ପରେ ଅଲିମ୍ପିକରେ ଇତିହାସ ରଚିଛି ଭାରତୀୟ ହକି ଦଳ । ଟୋକିଓ ଅଲିମ୍ପିକରେ (Tokyo Olympics) କ୍ବାର୍ଟର ଫାଇନାଲ ମୁକାବିଲାରେ ଐତିହାସିକ ବିଜୟ ହାସଲ କରି ସେମିଫାଇନାରେ ପ୍ରବେଶ କରିଛି ଦଳ (Indian Women Hockey Team)। କ୍ବାର୍ଟର ଫାଇନାଲ…

Tokyo Olympics: ଭାରତ ହାତେଇବ ଆଉ ଏକ ପଦକ, ନିରାଶ କଲେ ଦୂତୀ

ଭାରତ ପାଇଁ ଆଉ ଏକ ପଦକ ଆଶା ସଞ୍ଚାର ହୋଇଛି । ଭାରତର ମହିଳା ବକ୍ସର ଲଭଲୀନା ବୋର୍ଗାହେନ ୬୯ କେଜି ବର୍ଗରେ କ୍ୱାର୍ଟ ଫାଇନାଲରେ ଚୀନୀ ତାଇପେ ଖେଳାଳି ନିଏନ ଚୀନଚେନଙ୍କୁ ପରାସ୍ତ କରିବା ପରେ ଏହି ପଦକ ଆଶା ସଞ୍ଚାର ହୋଇଛି ।