Take a fresh look at your lifestyle.
Browsing Category

ଘଟଣା

Hirakud Water reservoir: ହୀରାକୁଦର ଜଳସ୍ତର ସ୍ଥିର

Hirakud Water reservoir: ସମ୍ବଲପୁର: ହୀରାକୁଦକୁ ଏବେ କମ ପରିମାଣର ଜଳ ପ୍ରବେଶ କରୁଛି। ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବା ବେଳେ ହୀରାକୁଦ ଜଳ ଭଣ୍ଡାରକୁ ମଧ୍ୟ କମ ପରିମାଣର ଜଳ ଆସୁଥିବା ଜଣାପଡ଼ିଛି। ସେପଟେ ହୀରାକୁଦରେ ଜଳସ୍ତର ବର୍ତ୍ତମାନ ସ୍ଥିର ରହିଛି। ବର୍ତ୍ତମାନ ହୀରାକୁଦ…

Jajpur Accident: ଗ୍ୟାସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର

Jajpur Accident: ଯାଜପୁର: ଜାତୀୟ ରାଜପଥ ୧୬ କଡେଇ ଛକ ନିକଟରେ ଗ୍ୟାସ ଗାଡି ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡ଼ିଛି। ଏକ ବାଇକକୁ ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ହୋଇ ଚିିକିତ୍ସାଧିନ ଥିବା ଜଣାପଡ଼ିଛି। ସେପଟେ ଦୁର୍ଘଟଣା ପରେ ଗ୍ୟାସ ଗାଡିରୁ ଜାତୀୟ ରାଜପଥରେ ଗ୍ୟାସ ଲିକ ହେଉଥିବା…

କେବଳ ନିଶା ପାଇଁ…

ଆନନ୍ଦପୁର: ନିଶା ସେବନ ପାଇଁ ମାଆକୁ କଟୁରୀରେ ଆକ୍ରମଣ କରିଛି ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଖଡିବିଲ ଗ୍ରାମରେ । ଗ୍ରାମର ମଣ୍ଟୁ ଜେନା ଆଜି ସକାଳୁ ନିଶା ଦ୍ରବ୍ୟ କିଣି ସେବନ କରିବା ପାଇଁ ନିଜ ମା ରଙ୍ଗବତୀ ଜେନାଙ୍କୁ ୫୦୦ ଟଙ୍କା ମାଗିଥିଲେ ।…

ଜାଗମରାରେ ଫୁଟିଲା ଗୁଳି, କାରଣ ଜାଣିଲେ ଆପଣ ବି …

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଦିନ ଦ୍ବିପ୍ରହରରେ ବି ହତ୍ୟାକାଣ୍ଡକୁ ସଫଳ ରୂପାୟନ ଦେଉଛନ୍ତି ଅପରାଧୀମାନେ । କମିଶନରେଟ ପୁଲିସ ମଧ୍ୟ ସେମାନଙ୍କୁ ଖୋଜି ଖୋଜି ହାଜତ ଭିତରେ ପୁରାଉଛନ୍ତି । ତେବେ ଆଜି ରାଜଧାନୀର ଛାତି ଉପରେ ଆଉ ଏକ ଘଟଣା ଘଟିଛି,…

ମାନବବାଦ ସଂଗଠନର ମୁଖିଆ ମାନସ ଗିରଫ

ଭୁବନେଶ୍ବର: ମାନବବାଦ ସଂଗଠନର (Manababad Sangathan) ମୁଖ୍ୟ ତଥା ଓକିଲ ମାନବ ଦାସ (Manas Das) ଙ୍କୁ ଆଜି ଉଠାଇ ନେଇଛି ପୁଲିସ । ସହିଦନଗରସ୍ଥିତ ତାଙ୍କ ବାସଭବନରୁ ପୁଲିସ ଗିରଫ କରିଥିବା ସୂଚନା ରହିଛି । ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗରେ ପୁଲିସ ମାନସକୁ ଗିରଫ କରିଥିବା…

CM ନବୀନଙ୍କ ଦୂରଦୃଷ୍ଟିକୁ OSLର ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କ୍ରୀଡା ପ୍ରତିଥିବା ଦୂରଦୃଷ୍ଟିକୁ ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (OSL) ପ୍ରଶଂସା କରିଛି। ଜାତୀୟ କ୍ରୀଡା ଦିବସ ଅବସରରେ କମ୍ପାନୀ, ଓଡିଶା ସରକାରଙ୍କୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅବଧିକୁ ବଢାଇବା ପାଇଁ ନେଇଥିବା ନିଷ୍ପତ୍ତି…

ପୁଲିସ –ଜରଡ଼ା ଗ୍ରାମବାସୀ ମୁହାଁମୁହିଁ

କଣିହାଁ (ଯୁଗଳ କିଶୋର ସାହୁ): ମିଛୁଆ ଏମସିଏଲର ଆଉ ଏକ ଚାଲ ଆଜି ଫସରଫାଟିଛି । ପୁଲିସ ଲଗାଇ କ୍ଷତିଗସ୍ତ ଜରଡ଼ା ଗ୍ରାମବାସୀଙ୍କୁ ଅଜାଣତରେ ମାଟି ଖୋଳୁଥିବାବେଳେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ବୁଧବାର ମୁହାଁମୁହିଁ ପରିସ୍ଥିତି ହୋଇଛି । ପୁଲିସ ଏହି ଘଟଣାରେ ୬୦ ଜଣକୁ ଗିରଫ କରିଥିବା…

୧୬୯୦ କୋଟି ୪୬ ଲକ୍ଷ କୋଭିଡ୍‌ ସହାୟତା ଘୋଷଣା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ବର୍ଗ ଯଥା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଆଦିମ ଜନଜାତି ଓ ସହରାଞ୍ଚଳର ଗରିବ ଲୋକମାନେ ଉପକୃତ…