Take a fresh look at your lifestyle.
Browsing Category

Uncategorized

Oscar Fernandes: ବରିଷ୍ଠ ରାଜନେତା ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ଦେହାନ୍ତ

Oscar Fernandes:ନୂଆଦିଲ୍ଲୀ: କଂଗ୍ରେସର (Congress) ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ (Rajyasabha MP) ଓସ୍କାର ଫର୍ଣ୍ଣାଣ୍ଡିଜଙ୍କର (Oscar Fernandes) ଆଜି ଦେହାନ୍ତ ହୋଇଯାଇଛି। ଗତ ଏକ ମାସ ଧରି ସେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ଫଳରେ ମାଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ…

କେବଳ ନିଶା ପାଇଁ…

ଆନନ୍ଦପୁର: ନିଶା ସେବନ ପାଇଁ ମାଆକୁ କଟୁରୀରେ ଆକ୍ରମଣ କରିଛି ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଖଡିବିଲ ଗ୍ରାମରେ । ଗ୍ରାମର ମଣ୍ଟୁ ଜେନା ଆଜି ସକାଳୁ ନିଶା ଦ୍ରବ୍ୟ କିଣି ସେବନ କରିବା ପାଇଁ ନିଜ ମା ରଙ୍ଗବତୀ ଜେନାଙ୍କୁ ୫୦୦ ଟଙ୍କା ମାଗିଥିଲେ ।…

ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ନିର୍ଭୟା…

ମୁ୍ମ୍ବାଇ: ୩୩ ଘଣ୍ଟାର ଜୀବନ ମରଣ ଯୁଦ୍ଧରେ ହାରି ଯାଇଛନ୍ତି ଆଉ ଜଣେ ନିର୍ଭୟା। ମୁମ୍ବାଇର ସାକିନାକା ଅଞ୍ଚଳରେ ଦୁଷ୍କର୍ମ ଶୀକାର ହୋଇଥିବା ଝଣେ ୩୦ ବର୍ଷୀୟ ମହିଳା ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।…

ରୁପାଣୀଙ୍କ ପରେ କିଏ ?

ମୁଖ୍ୟମନ୍ତ୍ରୀ ଦୌଡ଼ରେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନାଁ ମଧ୍ୟ ରହିଛି। ମନସୁଖ ମାଣ୍ଡଭୀୟ ବର୍ତ୍ତମାନ କେନ୍ଦ୍ରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳୁଛନ୍ତି।

ଆଫଗାନିସ୍ତାନ ପାଇଁ ମୁଣ୍ଡ ଟେକୁଛି ଆଉ ଏକ ବିପଦ

ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ପାଇଁ ଆଉ ଏକ ବିପଦ ମୁଣ୍ଡ ଟେକୁଛି। ସଂଯୁକ୍ତ ରାଷ୍ଟ୍ର ବା ୟୁଏନ (UN) ଚେତାବନୀ ଦେଇ କହିଛି କି ଦେଶରେ ନିକଟ ଭବିଷ୍ୟତରେ ଅନାହାର ମୃତ୍ୟୁ ଓ ଗରିବୀ ଦେଖିବାକୁ ମିଳିବ। ଏହା ସହିତ ସାମାଜିକ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ଭୁଶୁଡ଼ି ପଡ଼ିବ। ୟୁଏନର…

୨୪୩ଟି ପଦ ପାଇଁ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ର ନିଯୁକ୍ତି ସୂଚନା

ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ୨୪୩ଟି ସିଟ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଏହି ଆବେଦନ ITI Apprenticeship ପାଇଁ ନିଆଯାଇଛି | ଆବେଦନ ପ୍ରକ୍ରିୟା ୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ କମ୍ପାନୀର ଅଫିସିଆଲ୍…

ଜୀବନ ବଞ୍ଚାଇବା ପାଇଁ ବାଜିରେ ଲାଗୁଛି ଜୀବନ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ (Afghanistan) ଉଦ୍ଧାର ପାଇଁ ଯେତେବେଳେ ଆଫଗାନୀ ମହିଳା (Afghani Women) ନେହୁରା ହେଉଥିଲେ, ସେହି ସମୟର କିଛି ଖଳ ମଣିଷ ଏହାର ଭରପୁର ଫାଇଦା ନେବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ । କିଛି ଖଳ ମଣିଷ କ୍ୟାମ୍ପରେ ରହିଥିବା ମହିଳାମାନଙ୍କୁ ବିବାହ କରିବାକୁ…

ପୁରୁଣା ନୋଟ ଅଛି କି !, ଧନୀ କରାଇବ ନୋଟର ଲକି ନମ୍ବର!

ନୂଆଦିଲ୍ଲୀ: ଶୀର୍ଷକ ଶୁଣି କେହି ନା କେହି ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଘଟଣାଟି ସତ। ଆପଣଙ୍କ ପାଖରେ ଯଦି ପୁରୁଣା କଏନ କିମ୍ବା ନୋଟ ଅଛି ତେବେ ଆପଣଙ୍କୁ ଲକ୍ଷପତି କରିବାର ସମ୍ଭାବନା ଅନେକ ରହିଛି । ଯଦି ଆପଣଙ୍କର ଏପରି ମୁଦ୍ରା କିମ୍ବା ନୋଟ୍ ଅଛି, ତେବେ ଆପଣ ଏହାର ପ୍ରତିବଦଳରେ ଲକ୍ଷ ଲକ୍ଷ…

କଂଗ୍ରେସର ଲିକ ରିପୋର୍ଟ ଖୋଲିଦେଲା ଅନେକ ତଥ୍ୟ

ମୁମ୍ବାଇ: ୨୦୨୨ ମସିହାରେ ମୁମ୍ବାଇରେ ବିଏମସି (BMC) (ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍)ର (Mayor Election) ନିର୍ବାଚନ ଅନୁଷ୍ଠିତ ହେବ। ଯଦିଓ ନିର୍ବାଚନକୁ ଏବେ ​​ବହୁତ ସମୟ ବାକି ଅଛି, କିନ୍ତୁ କଂଗ୍ରେସ (Congress) ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଶେଷ…

ତାଲିବାନ ଏତେ ଶକ୍ତିଶାଳୀ କିପରି, ବିପୁଳ ଅର୍ଥ ପାଏ କେଉଁଠୁ ?

ନୂଆଦିଲ୍ଲୀ: ତାଲିବାନ (Taliban) ଆଫଗାନିସ୍ତାନକୁ (Afghanistan) ନିଜ ଅଧିନକୁ ନେବାରେ ତିନି ଦିନ ବିତିଗଲାଣି । ଇସଲାମିକର (Islamic Law) ମୂଳ ଆଦର୍ଶ ପାଇଁ ଜଣାଶୁଣା ଏହି ସଂଗଠନ ବର୍ତ୍ତମାନ ଦେଶରେ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି। ତାଲିବାନ (Taliban) ଭୟରେ ଆଫଗାନିସ୍ତାନର…