Take a fresh look at your lifestyle.

ଆଜିର ଦିନରେ ଜନ୍ମ ନେଇଥିବା ମୋବାଇଲ, ଜାଣିଛନ୍ତି କି ବିଶ୍ୱର ପ୍ରଥମ ମୋବାଇଲର ଦାମ କେତେ ଥିଲା ?

Mobile news in odia: ନୂଆଦିଲ୍ଲୀ: ୩ ଏପ୍ରିଲ ୧୯୭୩, ନ୍ୟୁୟର୍କ ସିଟି, ଆମେରିକା। ମୋଟୋରୋଲା କମ୍ପାନୀର କର୍ମଚାରୀ ମାର୍ଟିନ କପୁର୍ ୧ କିଲୋଗ୍ରାମ ଓଜନ ବିଶିଷ୍ଟ ବେତାର ଉପକରଣ ନେଇ ରାସ୍ତାରେ ଠିଆ ହୋଇଥିଲେ। ସେ ଏହାକୁ କାନରେ ରଖି ନ୍ୟୁ ଜର୍ସିର ବେଲ ଲ୍ୟାବ ମୁଖ୍ୟାଳୟରେ ତାଙ୍କ…

ipl 2023: ୩ଟି ଦଳ ଜିତିଛନ୍ତି ସେମାନଙ୍କର ଓପନିଂ ମ୍ୟାଚ୍, ଜାଣନ୍ତୁ କିଏ ଅଛି ଶୀର୍ଷରେ?

IPL 2023: ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୩ ଟି ମ୍ୟାଚ୍ ଖେଳାଯାଇଛି । ଗତ ସିଜନରେ ଡେବ୍ୟୁ କରିଥିବା ଉଭୟ ଗୁଜୁରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛନ୍ତି । ଆଇପିଏଲ୍ ୨୦୨୩ ର ଉଦଘାଟନୀ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ଗୁଜୁରାଟ ଟାଇଟାନ୍ସ…

Bhagat Singh Death Anniversary: ଗାନ୍ଧୀ ଚାହିଁଥିଲେ ଅଟକି ପାରିଥାନ୍ତା କି ଭଗତ ସିଂହଙ୍କ ଫାଶୀ !

୧୯୩୧ ମସିହା ୧୭ ଫେବୃଆରୀରେ ମହାତ୍ମା ଗାନ୍ଧୀ ଓ ଭାୟସରାୟ ଇରଓ୍ୱିନଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା। ଲୋକମାନେ ଚାହୁଁଥିଲେ ଗାନ୍ଧୀ ଏହି ତିନି ବିପ୍ଲବୀଙ୍କ ଫାଶୀକୁ ଅଟକାଇବାକୁ ଇରଓ୍ୱିନଙ୍କ ଉପରେ ଚାପ ପକାନ୍ତୁ। ଗାନ୍ଧୀ ଇରଓ୍ୱିନଙ୍କ ନିକଟରେ ସର୍ତ୍ତ ରଖନ୍ତୁ ଯେ ଦଣ୍ଡ କୋହଳ ନ କଲେ…

କାହିଁକି ଆସେ ଭୂମିକମ୍ପ, ଓଡ଼ିଶା ପାଇଁ ରହିଛି କେତେ ବିପଦ ?

Earthquake: ପୃଥିବୀ ଭିତରେ ୭ଟି ପ୍ଲେଟ୍ ଅଛି, ଯାହା କ୍ରମାଗତ ଭାବରେ ଘୂର୍ଣ୍ଣନ ପ୍ରକ୍ରିୟା ଜାରି ରହିଥାଏ। ଯେତେବେଳେ ଏହି ପ୍ଲେଟଗୁଡ଼ିକ ଅଧିକ ବେଗରେ ଗତି କରେ, ସେହି ସମୟରେ ଏକ ଭୂକମ୍ପନ ସୃଷ୍ଟି ହୋଇଥାଏ ଯାହାକୁ ଆମେ ଭୂମିକମ୍ପ ବୋଲି କହିଥାଉ।

କେମିତି ହୋଇଥାଏ ପୁରୁଷଙ୍କ Virginity Test, ଗୁଗଲରେ ହୋଇଥାଏ ସର୍ବାଧିକ ସର୍ଚ୍ଚ

ପୁରୁଷଙ୍କର ଭର୍ଜିନିଟିକୁ ନେଇ କେବଳ ପ୍ରଶ୍ନ ହୁଏ ତାହା ନୁହେଁ, ବରଂ ଏହାର ଉତ୍ତର ମଧ୍ୟ ରହିଛି। ପୁରୁଷମାନଙ୍କର ଭର୍ଜିନିଟି କିପରି ଯାଞ୍ଚ ହୋଇଥାଏ ତାହା ଉପରେ ମଧ୍ୟ ଉତ୍ତର ରହିଛି। ଭର୍ଜିନିଟିକୁ ନେଇ ଗୁଗଲରେ ଆସୁଥିବା ଉତ୍ତର ଜାଣିଲେ ଆପଣ ମଧ୍ୟ ବେଶ ଚକିତ ହୋଇଯିବେ। ନିଜର ପୁରୁଷ…

consenting sex age: ଏହି ବୟସରୁ ସହମତିରେ ରଖିପାରିବେ ଶାରିରୀକ ସମ୍ପର୍କ, ଲାଗିବନି ଏହି ସବୁ ଧାରା

ସ୍ୱାଧୀନତା ପରେ ଅର୍ଥା ୧୯୪୭ରୁ ୨୦୧୨ ପର୍ଯ୍ୟନ୍ତ ସହମତିରେ ଶାରିରୀକ ସମ୍ପର୍କ ପାଇଁ ବୟସ ସୀମା ୧୬ ରହିଥିଲା। ୨୦୧୨ ମସିହାରେ ପୋକ୍ସ ଆଇନରେ ପରିବର୍ତ୍ତନ ହେବା ସହିତ ଏହା ୧୮ ବର୍ଷକୁ ବଢାଇ ଦିଆଯାଇଥିଲା।

Ind vs Ban: ଭାଇ ମତେ ଗାଳି କରୁଥିବ ନହେଲେ ମାରିକି ହଜେଇ ଦେବି, ବିରାଟଙ୍କୁ କାହିଁକି ଏମିତି କହିଲେ ଇଶାନ

Ind vs Ban: ଯୁବ କ୍ରିକେଟର ଇଶାନ କିଶନ (Ishan Kisan) ଦ୍ରୁତତମ ଦ୍ୱିଶତକ (Double Century) ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ତେବେ ସେ ଏହି ଦ୍ରୁତତମ ଇନିଂସ ଖେଳୁଥିବା ବେଳେ ଏଭଳି ସମୟ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଥିଲା। ଏହି ଦ୍ରୁତତମ ଇନିଂସ ଖେଳୁଥିବା…

Himachal Pradesh New CM: କିଏ ଏହି ସୁଖବିନ୍ଦର ସିଂହ ସୁକ୍ଖୁ, ଯାହାଙ୍କ ମୁଣ୍ଡ ହାତୀ ଢାଳିଛି ସୁନା କଳସ

Sukhvinder Singh Sukhu New CM: ସୁଖବିନ୍ଦର ସିଂହ ସୁଖୁ ପ୍ରଥମ ବର୍ଷରେ ନିଜେ ସଞ୍ଜୌଲି କଲେଜରେ ପ୍ରତିନିଧି ତଥା ଛାତ୍ର କେନ୍ଦ୍ରୀୟ ସଂଘର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ସଞ୍ଜୁଲିର ସେଣ୍ଟର ଅଫ୍ ଏକ୍ସଲେନ୍ସ ସରକାରୀ କଲେଜରେ ଷ୍ଟୁଡେଣ୍ଟ ସେଣ୍ଟ୍ରାଲ…

ସରକାରୀ ଫଳକ ଭଙ୍ଗାକୁ ନେଇ କର୍ପୋରେଟର ବନ୍ଦିତା ପାଲଙ୍କ ବିରୋଧ

ବୋର୍ଡ ଭଙ୍ଗାକୁ ନେଇ ସେ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ବିଏମସି ଅଧିକାରୀ ଓ ବିଲ୍ଡରଙ୍କ ସଲାସୁତୁରାରେ ଏହା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ କରି ସମ୍ପୃକ୍ତ ଓ୍ୱାର୍ଡର ୨୦ରୁ ଅଧିକ ବାସିନ୍ଦା ସମ୍ପୃକ୍ତ ଆପାର୍ଟମେଣ୍ଟ ସାମ୍ନାରେ ଧାରଣା ଦେଇଥିଲେ। ସେପଟେ କର୍ପୋରେଟର…

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର

Delhi University Student Dies:ନୂଆଦିଲ୍ଲୀ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Road Accident) ଦିଲ୍ଲୀ ବିଶ୍ୱବିଦ୍ୟାଳୟର (Delhi University) ଜଣେ ୨୦ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଏହା ସହିତ ମୃତକଙ୍କ ସହିତ ଥିବା ଅନ୍ୟ ୪ ଜଣ ବନ୍ଧୁ ମଧ୍ୟ ଗୁରୁତର ହୋଇ ଡାକ୍ତରଖାନାରେ…