Take a fresh look at your lifestyle.
Browsing Tag

Broadcast

ଉତ୍ତରପ୍ରଦେଶରୁ ଆସିଲା ଛାତି ଥରାଇଲା ଭଳି ଦୃଶ୍ୟ

ଲକ୍ଷ୍ନୌ: ନିକଟରେ ସୋସିଆଲ ମିଡ଼ିଆରେ ଛାତି ଥରାଇଲା ଭଳି ଏକ ଦୃଶ୍ୟ ଭାଇରାଲ ହୋଇଥିଲା। ଉକ୍ତ ଦୃଶ୍ୟରେ ଜଣେ ଛାତ୍ରୀଙ୍କୁ ଓଲଟା ଝୁଲାଇଥିଲେ ଜଣେ ଶିକ୍ଷକ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଉକ୍ତ ଶିକ୍ଷକଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଥିଲା। ତେବେ ଉକ୍ତ ଭିଡ଼ିଓରେ…

Imran Khan vs Pak Army chief: ଆତଙ୍କୀ ସଂଗଠନ ପାଇଁ ପାକ ସରକାର ଓ ପାକ ସେନା ମଧ୍ୟରେ ଫାଟ

Imran Khan vs Pak Army chief:ନୂଆଦିଲ୍ଲୀ: ପୁଣିଥରେ ପାକିସ୍ତାନରେ ସରକାର ଏବଂ ସେନା ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂତନ ଆଇଏସଆଇ ମୁଖ୍ୟ ଲେଫ୍ଟ ଜେନେରାଲ ନାଡିମ ଅହମ୍ମଦ ଅଞ୍ଜୁମଙ୍କ ନିଯୁକ୍ତିକୁ ନେଇ ଇମ୍ରାନ ସରକାର ଏବଂ ପାକିସ୍ତାନୀ ସେନା…

Mamita Mehera Case: ଆଖୁବାଡ଼ିରେ ଲୁଚିଥିଲା ଗୋବିନ୍ଦ, ମାଡ଼ି ବସିଲା ପୁଲିସ

Mamita Mehera Case: କଳାହାଣ୍ଡି: କଳାହାଣ୍ଡି ପୋଲିସ ପାଇଁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ଗିରଫ କରିଛି ପୋଲିସ। ଗୋବିନ୍ଦକୁ ବୁଢିପଦର ଅଞ୍ଚଳରୁ ଗିରଫ କରିଛି ପୋଲିସ। ମଙ୍ଗଳବାର ସନ୍ଧ୍ୟାରେ ବୁଢିପଦର ଅଞ୍ଚଳର ଏକ ଆଖୁବାଡ଼ିରେ ଲୁଚିଥିବା ଅବସ୍ଥାରେ ତାକୁ ଗିରଫ କରିଛି ପୁଲିସ।…

Puri Drowned Case: ପୁରୀ ବେଳାଭୂମୀରେ ବୁଡ଼ିଗଲେ ଦୁଇଜଣ। ଜଣେ ମୃତ, ଜଣେ ନିଖୋଜ

Puri Drowned Case: ପୁରୀ: ସମୁଦ୍ରରେ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି ଦୁଇ ଜଣ ପର୍ଯ୍ୟଟକ। ଗଭୀର ସମୂଦ୍ର ମଧ୍ୟକୁ ଭାସିଯିବାରୁ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ୧୬ ବର୍ଷୀୟ ଅନୁପମ ମଣ୍ଡଳ। ସେହିପରି ନିଖୋଜ ହୋଇଯାଇଥିବା ପର୍ଯ୍ୟଟକ ମଧ୍ୟ…