୨୪୩ଟି ପଦ ପାଇଁ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ର ନିଯୁକ୍ତି ସୂଚନା
ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ୨୪୩ଟି ସିଟ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଏହି ଆବେଦନ ITI Apprenticeship ପାଇଁ ନିଆଯାଇଛି | ଆବେଦନ ପ୍ରକ୍ରିୟା ୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ କମ୍ପାନୀର ଅଫିସିଆଲ୍…