mamita meher case: ମମିତା ମେହେର ହତ୍ୟା ମାମଲାରେ ବିଜେପିର ‘ଭଦ୍ରକ ବନ୍ଦ’
mamita meher case: ଭଦ୍ରକ: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁର ସିବିଆଇ ତଦନ୍ତ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ତାଙ୍କୁ ଗିରଫ ଦାବିରେ ଭଦ୍ରକ ଜିଲ୍ଲା ବିଜେପି ଆଜି ୬ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦେଇଛି। ଫଳରେ ଜିଲ୍ଲାର ସଦରମହକୁମା ସହିତ ୭ଟି ବ୍ଲକ…