Take a fresh look at your lifestyle.
Browsing Tag

News in Odia

ପାନଛେପ ପୋଛିବାକୁ ୪୮ ହଜାର କୋଟି ଖର୍ଚ୍ଚ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ସବୁଠାରୁ ବଡ଼ ରେଳ ନେଟଓ୍ୱାର୍କ ହେଉଛି ଭାରତୀୟ ରେଳ। ସମଗ୍ର ଦେଶରେ ପ୍ରାୟ ୧,୧୫,୦୦୦ କିଲୋମିଟର ରାସ୍ତା ଅତିକ୍ରମ କରେ ଭାରତୀୟ ରେଳ । ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀମାନେ ଏହି ରେଳ ଉପରେ ନିର୍ଭର କରିଥାନ୍ତି। ଯାତ୍ରାକୁ ସୁଗମ, ସରଳ, ସୁରକ୍ଷିତ ଓ ସୁନ୍ଦର…

ଚୀନକୁ ଏହି କ୍ଷେତ୍ରରେ ପଛରେ ପକାଇବ ଭାରତ, କିପରି ଜାଣନ୍ତୁ…

ନୂଆଦିଲ୍ଲୀ: ରାମାୟଣର ପୱନପୁତ୍ର ହନୁମାନ ଏବଂ ବର୍ତ୍ତମାନର ଭାରତ ମଧ୍ୟରେ ସମାନତା କ’ଣ? ଉଭୟ ନିଜ ଦୁନିଆର ଜୀବମାନଙ୍କ ପାଇଁ ଅପରିହାର୍ଯ୍ୟ, ଉଭୟ ପତ୍ର ବିନା ଦୁନିଆରେ ଗତି କରିପାରିବ ନାହିଁ, କିନ୍ତୁ ଉଭୟ ଦୀର୍ଘ ସମୟ ଧରି ସେମାନଙ୍କର ପ୍ରକୃତ ଶକ୍ତି ବିଷୟରେ ଅଜ୍ଞ ଥିଲେ। ଏପରି ଅନେକ…

ଅନୁଗୋଳରେ ପ୍ରେସ ଦିବସ ପାଳିତ, ସାମ୍ବାଦିକ ସୁଧିରେନ୍ଦ୍ର ପରିଜା ସମ୍ମାନିତ

ଅନୁଗୋଳ: ଜାତୀୟ ପ୍ରେସ ଦିବସ ପାଳିତ । ଅନୁଗୁଳ ଜିଲା ସଦର ମହକୁମାଠାରେ କାର୍ଯ୍ୟରତ ଜିଲା ସ୍ତରୀୟ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅନୁଗୁଳ ସହର ର ଦୁର୍ଗା ମଣ୍ଡପ ପଡିଆ ପରିସରରେ ଥିବା ଜୟ ଦୁର୍ଗା ୟୁଥ କ୍ଳବ ଠାରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ…

ତାତିଲା କଂଗ୍ରେସ: ସିବିଆଇ ତଦନ୍ତ ଦାବି କରି ଦାବିପତ୍ର

ଭୁବନେଶ୍ବର: ମମିତା ହତ୍ୟା ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗର୍ଜିଛି ଯୁବ ଓ ଛାତ୍ର କଂଗ୍ରେସ । ଏହି ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର ସହିତ ସିବିଆଇ ତଦନ୍ତ ଦାବି କହି ଡିଜି କ୍ୟାମ୍ପ ଅଫିସ ଘେରିଛନ୍ତି ଶତାଧିକ ଛାତ୍ର କଂଗ୍ରେସ। ଜଟଣୀ ବିଧାୟକ ସୁର…

ପାକିସ୍ତାନ ଗଲେ ତାଲିବାନର ବୈଦେଶିକ ମନ୍ତ୍ରୀ, ସ୍ଥିତିକୁ ନେଇ ଭାରତରେ ଆଲୋଚନା

କାବୁଲ: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ତାଲିବାନ ସରକାରର ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ତାଙ୍କର ପ୍ରଥମ ବିଦେଶ ଗସ୍ତ କରିଛନ୍ତି। ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ସରକାରଙ୍କ ମଧ୍ୟବର୍ତ୍ତୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକି ବୁଧବାର ପାକିସ୍ତାନରେ ପହଞ୍ଚିଛନ୍ତି। ଆମୀର…

Congress Protest: ଅନୁଗୁଳରେ କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଅନୁଗୁଳ: ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ସହ ଘଟଣା ରେ ସମ୍ପୃକ୍ତ ଥିବା ଦର୍ଶାଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ମନ୍ତ୍ରିମଣ୍ଡଳ ରୁ ବହିଷ୍କାର ଦାବି ରେ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ପ୍ରତିବାଦ କରାଯାଇଛି । ଏହାପୂର୍ବରୁ…

ଅନୁଗୋଳରେ ହେବ ଏମଏସଏମଇ ପାର୍କ: ଅସିତ ତ୍ରିପାଠୀ

ଅନୁଗୋଳ: ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀକର ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ୍ କୁମାର ତ୍ରିପାଠୀ। ଏହି ଆଲୋଚନା ପରେ ଏକ…

ବିହାରରେ ବିଷାକ୍ତ ମଦର ବନ୍ୟା, ୨ ଯବାନଙ୍କ ସହ ୪ ମୃତ

ପାଟନା: ବିହାରରେ ଯେବେଠାରୁ ମଦ ବନ୍ଦ ହୋଇଛି, ସେବେଠାରୁ ମଦର ଚୋରା ବିକ୍ରି ବୃଦ୍ଧି ପାଇଛି। ଏହାର ଫାଇଦା ନେଇ ମଦ ମାଫିଆ ମଧ୍ୟ ବିଷାକ୍ତ ମଦ ବ୍ୟବସାୟ ବୃଦ୍ଧି କରିଛି। ଏହି ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ୨ ଜଣ ଯବାନଙ୍କ ମୃତ୍ୟୁ…

ଜିଲା ଶିକ୍ଷା ବିଭାଗର ପ୍ରତାରଣା ଅଭିଯୋଗ, କାହାକୁ କଲେ ପ୍ରତାରଣା ଦେଖନ୍ତୁ ଭିଡ଼ିଓ…

ଅନୁଗୋଳ: ଜିଲା ଖଣିଜ ପାଣ୍ଠି ଦ୍ୱାରା ନିଯୁକ୍ତି ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜିଲା ଶିକ୍ଷା ବିଭାଗର ପ୍ରତାରଣା । ପ୍ରତିଶ୍ରୁତି ସତ୍ତ୍ବେ ଜିଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ଟାଳଟୁଳ ନୀତି ଅବଲମ୍ବନ ଅଭିଯୋଗ । ଏହାର…

Oil Price: ଏହି ରାଜ୍ୟରେ ଶହେ ତଳକୁ ଖସିଲା ତୈଳଦର

OIL Price: ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛନ୍ତି ଏବଂ ହିମାଚଳ ସରକାର ଭାଟ୍ ହ୍ରାସ କରିଛନ୍ତି। ଦିୱାଲୀ ଅବସରରେ ସିଏମ୍ ଜୟରାମ ଠାକୁର ଟୁଇଟ୍ କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର ମଧ୍ୟ ବିଜ୍ଞପ୍ତି ଜାରି…