Take a fresh look at your lifestyle.
Browsing Tag

News in Odia

Mamita Meher Murder case: ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଏସପି କାର୍ଯ୍ୟାଳୟ ଘେରାଉ, ଦେଖନ୍ତୁ ଭିଡ଼ିଓ

Mamita Meher Murder case: ଅନୁଗୋଳ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରି ଆଜି ଅନୁଗୋଳ ବିଜେପି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ…

Puneeth Rajkumar Death: ସୁପରଷ୍ଟାର ପୁନିଥ ରାଜକୁମାରଙ୍କ ଦେହାନ୍ତ

Puneeth Rajkumar Death: ବେଙ୍ଗାଲୁରୁ: କନ୍ନଡ଼ ସୁପରଷ୍ଟାର ପୁନିଥ ରାଜକୁମାରଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ହୃଦଘାତର ଶିକାର ହୋଇ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ…

ଉତ୍ତରପ୍ରଦେଶରୁ ଆସିଲା ଛାତି ଥରାଇଲା ଭଳି ଦୃଶ୍ୟ

ଲକ୍ଷ୍ନୌ: ନିକଟରେ ସୋସିଆଲ ମିଡ଼ିଆରେ ଛାତି ଥରାଇଲା ଭଳି ଏକ ଦୃଶ୍ୟ ଭାଇରାଲ ହୋଇଥିଲା। ଉକ୍ତ ଦୃଶ୍ୟରେ ଜଣେ ଛାତ୍ରୀଙ୍କୁ ଓଲଟା ଝୁଲାଇଥିଲେ ଜଣେ ଶିକ୍ଷକ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଉକ୍ତ ଶିକ୍ଷକଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଥିଲା। ତେବେ ଉକ୍ତ ଭିଡ଼ିଓରେ…

Imran Khan vs Pak Army chief: ଆତଙ୍କୀ ସଂଗଠନ ପାଇଁ ପାକ ସରକାର ଓ ପାକ ସେନା ମଧ୍ୟରେ ଫାଟ

Imran Khan vs Pak Army chief:ନୂଆଦିଲ୍ଲୀ: ପୁଣିଥରେ ପାକିସ୍ତାନରେ ସରକାର ଏବଂ ସେନା ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂତନ ଆଇଏସଆଇ ମୁଖ୍ୟ ଲେଫ୍ଟ ଜେନେରାଲ ନାଡିମ ଅହମ୍ମଦ ଅଞ୍ଜୁମଙ୍କ ନିଯୁକ୍ତିକୁ ନେଇ ଇମ୍ରାନ ସରକାର ଏବଂ ପାକିସ୍ତାନୀ ସେନା…

Mamita Meher Case: ସତ ମାନିଲା ଗୋବିନ୍ଦ, କାର ଭିତରେ ତଣ୍ଟି ଚିପି ହତ୍ୟା କରିଛି, ଅନେକ ଗୁମର ଖୋଲିଛି…

Mamita Meher Case: ବଲାଙ୍ଗୀର: ମମିତା ନିଖୋଜ ମିଷ୍ଟ୍ରିରେ ବଡ଼ ଖୁଲାସା । ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ଉପରୁ ପରଦା ଉଠାଇଛନ୍ତି ଡିଆଇଜି ଦୀପକ କୁମାର। ଡିଆଇଜି ଦୀପକ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି…

Mamita Mehera Case: ଆଖୁବାଡ଼ିରେ ଲୁଚିଥିଲା ଗୋବିନ୍ଦ, ମାଡ଼ି ବସିଲା ପୁଲିସ

Mamita Mehera Case: କଳାହାଣ୍ଡି: କଳାହାଣ୍ଡି ପୋଲିସ ପାଇଁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ଗିରଫ କରିଛି ପୋଲିସ। ଗୋବିନ୍ଦକୁ ବୁଢିପଦର ଅଞ୍ଚଳରୁ ଗିରଫ କରିଛି ପୋଲିସ। ମଙ୍ଗଳବାର ସନ୍ଧ୍ୟାରେ ବୁଢିପଦର ଅଞ୍ଚଳର ଏକ ଆଖୁବାଡ଼ିରେ ଲୁଚିଥିବା ଅବସ୍ଥାରେ ତାକୁ ଗିରଫ କରିଛି ପୁଲିସ।…

Puri Drowned Case: ପୁରୀ ବେଳାଭୂମୀରେ ବୁଡ଼ିଗଲେ ଦୁଇଜଣ। ଜଣେ ମୃତ, ଜଣେ ନିଖୋଜ

Puri Drowned Case: ପୁରୀ: ସମୁଦ୍ରରେ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି ଦୁଇ ଜଣ ପର୍ଯ୍ୟଟକ। ଗଭୀର ସମୂଦ୍ର ମଧ୍ୟକୁ ଭାସିଯିବାରୁ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ୧୬ ବର୍ଷୀୟ ଅନୁପମ ମଣ୍ଡଳ। ସେହିପରି ନିଖୋଜ ହୋଇଯାଇଥିବା ପର୍ଯ୍ୟଟକ ମଧ୍ୟ…