Take a fresh look at your lifestyle.

ଜିଲା ଶିକ୍ଷା ବିଭାଗର ପ୍ରତାରଣା ଅଭିଯୋଗ, କାହାକୁ କଲେ ପ୍ରତାରଣା ଦେଖନ୍ତୁ ଭିଡ଼ିଓ…

0 870

Get real time updates directly on you device, subscribe now.

ଅନୁଗୋଳ: ଜିଲା ଖଣିଜ ପାଣ୍ଠି ଦ୍ୱାରା ନିଯୁକ୍ତି ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜିଲା ଶିକ୍ଷା ବିଭାଗର ପ୍ରତାରଣା । ପ୍ରତିଶ୍ରୁତି ସତ୍ତ୍ବେ ଜିଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ଟାଳଟୁଳ ନୀତି ଅବଲମ୍ବନ ଅଭିଯୋଗ । ଏହାର ପ୍ରତିବାଦରେ ଆଜି ଅନୁଗୋଳ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅହରାତ୍ର ଅନଶନ ଆରମ୍ବ କରିଛନ୍ତି ଜିଲା ଖଣିଜ ପାଣ୍ଠି ଦ୍ୱାରା ନିଯୁକ୍ତ ଶିଖକ ଓ ଶିକ୍ଷୟିତ୍ରୀଗଣ। ସୂଚନା ଅନୁଯାୟୀ ଗତ ୨୦୧୮ ମସିହାରୁ ପ୍ରାୟ ୧୩୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଡ଼ିଯାଇଥିଲା , କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ନିଯୁକ୍ତିକୁ ନବୀକରଣ କରାଯାଇନଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.